Posted inଖେଳ

ପାକିସ୍ତାନ ଜିତିବା ଖୁସିରେ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାନିଆ

ବର୍ମିଂହାମ,୨୭।୬:ଚଳିତ ବିଶ୍ୱକପର ୩୩ତମ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି। ପାକିସ୍ତାନ ବିଜୟରେ ଖୁସି ବ୍ୟକ୍ତ କରି ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା ଟୁଇଟ୍‌ କରି ପାକିସ୍ତାନ ଦଳକୁ ଅଭିନନ୍ଦନ ଜଣାଇଥିଲେ। ସୋଏବ ମଲିକ ଏହି ମ୍ୟାଚରେ ଖେଳୁ ନ ଥିବାରୁ ପାକିସ୍ତାନ ମ୍ୟାଚ୍‌ ଜିତିଲା ବୋଲି କହି ଯୁଜର୍ସମାନେ ସାନିଆଙ୍କୁ ଟ୍ରୋଲ କରିଛନ୍ତି। ସୂଚନାଯୋଗ୍ୟ, ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ ଦଳକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏପରିକି ମ୍ୟାଚ୍‌ ପୂର୍ବରୁ ସାନିଆ ତାଙ୍କ ସ୍ବାମୀ ସୋଏବ ମଲିକ ପାକିସ୍ତାନ ଦଳର ଖେଳାଳିମାନଙ୍କ ସହ ପାର୍ଟି କରୁଥିବାରୁ ପାକିସ୍ତାନ ମ୍ୟାଚ୍‌ ହାରିଲା ବୋଲି କିଛି କ୍ରିକେଟ ପ୍ରଶଂସକ ମତ ଦେଇଥିଲେ। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ ଜିତି ପାକିସ୍ତାନ ଦଳ ସମାଲୋଚନକଙ୍କୁ କଡା ଜବାବ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଉଥ ଆଫ୍ରିକା ବିପକ୍ଷ ହ୍ବାଇଟ୍‌ ବଲ ସିରିଜ୍‌ ଖେଳିବେନି କୋହଲି! ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ଖବର

ନୂଆଦିଲ୍ଲୀ,୨୯।୧୧: ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ବିରାଟ କୋହଲି ସର୍ବାଧିକ ରନ ସ୍କୋର କରିଥିଲେ। କିନ୍ତୁ ବର୍ତ୍ତମାନ ତାରକା ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ...

ରାହୁଲ ଦ୍ରାବିଡଙ୍କୁ ହିଁ ରହିପାରନ୍ତି ଭାରତୀୟ ଦଳର କୋଚ୍‌, ଚୁକ୍ତିନାମା ବଢାଇବାକୁ ପ୍ରସ୍ତାବ ଦେଇଛି ବିସିସିଆଇ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ରାହୁଲ ଦ୍ରାବିଡଙ୍କୁ ହିଁ ସିନିୟର ପୁରୁଷ ଦଳର କୋଚ୍‌ ଭାବରେ ରଖିବାକୁ ଚାହୁଁଛି। ବିଶ୍ୱକପ୍‌ ଶେଷ ହେବା ପରେ...

ଯୁବବର୍ଗ ପାଇଁ ଓଡ଼ିଶା ସରକାରଙ୍କ ନୂଆ ପଦକ୍ଷେପ

ଭୁବନେଶ୍ୱର, ୨୯ା୧୧(ବିଜୟ ରଣା): ଓଡ଼ିଶାର ଯୁବକମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ସରକାର ଆଉ ଏକ ନୂଆ ଉଲ୍ଲେଖନୀୟ ପଦକ୍ଷେପ ନେଇଛନ୍ତି। ଏହି...

ରାଜ୍ୟ ସିନିୟର ବ୍ୟାଡମିଣ୍ଟନ: ଫାଇନାଲ ଆଜି

ବଲାଙ୍ଗୀର, ୨୯ା୧୧(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ପୃଥ୍ବୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନ ମଙ୍ଗଳବାର ଅନୁଷ୍ଠିତ...

ଆଜି ଘୋଷଣା ହେବ ଡବ୍ଲ୍ୟୁଏଫ୍‌ଆଇ ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୨୯ା୧୧(ପି.ଟି.): ଦୀର୍ଘଦିନ ଧରି ଜାରି ରହିଥିବା ଭାରତୀୟ ରେସ୍‌ଲିଂ ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ବିବାଦରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ବୁଧବାର ନିର୍ବାଚନ ତାରିଖ ଘୋଷଣା ହେବ ବୋଲି...

ଋତୁରାଜଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ

ଗୁଆହାଟୀ,୨୯ା୧୧: ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୨୨ ରନ୍‌ର ବିଶାଳ ସ୍କୋର...

ଜାତୀୟ ପିକଲବଲ୍‌ରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧(ତପନ ସ୍ବାଇଁ): ଅହମଦାବାଦର ଅଦାନୀ ସ୍ପୋଟର୍‌ସ ଲାଇନ୍‌ ରିଭର୍ଟଫ୍ରଣ୍ଟ ସ୍ପୋଟର୍‌ସ ପାର୍କରେ ଜାତୀୟ ପିକଲବଲ୍‌ ଚାମ୍ପିୟନଶିପ୍‌ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।...

ବିବାହ ବନ୍ଧନରେ ମୁକେଶ

ଗୁଆହାଟୀ,୨୯ା୧୧: ଭାରତୀୟ ଦଳର ଷ୍ଟ୍ରାଇକ୍‌ ବୋଲର ମୁକେଶ କୁମାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ତୃତୀୟ ଟି୨୦ ମ୍ୟାଚ୍‌ ପୂର୍ବରୁ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri