Posted inଖେଳ

ପାକିସ୍ତାନ ଜିତିବା ଖୁସିରେ ଟୁଇଟ୍‌ କରି ଟ୍ରୋଲ୍‌ ହେଲେ ସାନିଆ

ବର୍ମିଂହାମ,୨୭।୬:ଚଳିତ ବିଶ୍ୱକପର ୩୩ତମ ମ୍ୟାଚରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ୬ ଓ୍ବିକେଟରେ ପରାସ୍ତ କରି ସେମିଫାଇନାଲ ଖେଳିବା ଆଶା ଉଜ୍ଜିବୀତ ରଖିଛି। ପାକିସ୍ତାନ ବିଜୟରେ ଖୁସି ବ୍ୟକ୍ତ କରି ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜା ଟୁଇଟ୍‌ କରି ପାକିସ୍ତାନ ଦଳକୁ ଅଭିନନ୍ଦନ ଜଣାଇଥିଲେ। ସୋଏବ ମଲିକ ଏହି ମ୍ୟାଚରେ ଖେଳୁ ନ ଥିବାରୁ ପାକିସ୍ତାନ ମ୍ୟାଚ୍‌ ଜିତିଲା ବୋଲି କହି ଯୁଜର୍ସମାନେ ସାନିଆଙ୍କୁ ଟ୍ରୋଲ କରିଛନ୍ତି। ସୂଚନାଯୋଗ୍ୟ, ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ନିକଟରୁ ପରାଜୟବରଣ କରିବା ପରେ ପାକିସ୍ତାନ କ୍ରିକେଟ ଦଳକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଥିଲା। ଏପରିକି ମ୍ୟାଚ୍‌ ପୂର୍ବରୁ ସାନିଆ ତାଙ୍କ ସ୍ବାମୀ ସୋଏବ ମଲିକ ପାକିସ୍ତାନ ଦଳର ଖେଳାଳିମାନଙ୍କ ସହ ପାର୍ଟି କରୁଥିବାରୁ ପାକିସ୍ତାନ ମ୍ୟାଚ୍‌ ହାରିଲା ବୋଲି କିଛି କ୍ରିକେଟ ପ୍ରଶଂସକ ମତ ଦେଇଥିଲେ। କିନ୍ତୁ ଗତ ଦୁଇଟି ମ୍ୟାଚ୍‌ ଜିତି ପାକିସ୍ତାନ ଦଳ ସମାଲୋଚନକଙ୍କୁ କଡା ଜବାବ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ଭାରତ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ

ନୂଆଦିଲ୍ଲୀ,୪ା୬ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମଗ୍ର ଘରୋଇ ସିଜନ ପାଇଁ ସୋମବାର କାର୍ଯ୍ୟସୂଚୀ ଘୋଷଣା କରିଛି। ସୂଚନା ଅନୁସାରେ କଟକ ବାରବାଟୀ ଷ୍ଟାଡିୟମରେ...

ରଣ୍‌ଜୀରେ ଫିଟ୍‌ନେସ ପ୍ରମାଣ କରିବେ ବୁମ୍‌ରା

ସୁରଟ, ୨୪।୧୨ (ପି.ଟି.)- ରଣ୍‌ଜୀ ଟ୍ରଫି ୩ୟ ପର୍ଯ୍ୟାୟର ଏକ ମୁକାବିଲାରେ ବୁଧବାର କେରଳକୁ ଭେଟିବ ଘରୋଇ ଗୁଜରାଟ। ସ୍ଥାନୀୟ ଲାଲାଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ଏହି...

ପିଲାଦିନେ ଗୋଟିଏ ହାତ କାମୁଡ଼ି ଛିଣ୍ଡେଇ ଦେଇଥିଲା ଭାଲୁ, ପାରାଅଲିମ୍ପିକ୍ସରେ ରଚିଲେ ଇତିହାସ

ଜାପାନ,୩୦ା୮: କୁହାଯାଏ, ସାହସ ଥିବା ଲୋକ କେବେ ହାରେନାହିଁ। ଏହି ଉକ୍ତିର ସତ୍ୟତା ପ୍ରତିପାଦିତ କରିଛନ୍ତି ଟେବୁଲ ଟେନିସ ଖେଳାଳି ମା ଲିନ୍‌। ତାଙ୍କୁ ଯେତେବେଳେ...

ଦିବ୍ୟା, ପିଙ୍କି, ସରିତାଙ୍କୁ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ, ୨୦ା୨ (ପି.ଟି.)-ଭାରତୀୟ ରେସ୍‌ଲର ଦିବ୍ୟା କାକ୍ରାନ, ପିଙ୍କି ଓ ସରିତା ମୋର୍‌ ଏଠାରେ ଚାଲିଥିବା ଏସିଆନ ମହିଳା ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ...

ଧୋନୀ-ବିରାଟ ଲଢେଇ: ଟସ୍‌ ଜିତିଲା ସିଏସ୍‌କେ

ମୁମ୍ବାଇ,୨୫।୪: ଆଇପିଏଲ୍‌ର ୨୦୨୧ରେ ଆଜି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ସ ଚ୍ୟାଲେଞ୍ଜ ବେଙ୍ଗାଲୁରୁ ମଧ୍ୟରେ ଲଢେଇ ହେଉଛି। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି...

ଧୋନୀଙ୍କୁ ସାଲ୍ୟୁଟ୍‌ କଲେ କଟ୍ରେଲ

ନୂଆଦିଲ୍ଲୀ,୨୯।୭(ପିଟି)- ଓ୍ବେଷ୍ଟଇଣ୍ଡିଜ ପେସର ଶେଲ୍ଡନ କଟ୍ରେଲ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ୨୦୧୧ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ଏବେ...

ଇଂଲଣ୍ଡ ଗସ୍ତ : ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

ନୂଆଦିଲ୍ଲୀ,୧୩।୯(ପିଟି): ଇଂଲଣ୍ଡରେ ଖେଳାଯିବାକୁ ଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ପାଇଁ ଷ୍ଟାର ଫରଓ୍ବାର୍ଡ ରାଣୀ ରାମ୍‌ପାଲଙ୍କ ନେତୃତ୍ୱରେ ୧୮ ଜଣିଆ ଭାରତୀୟ ମହିଳା ଦଳ...

ବିରାଟ କୋହଲିଙ୍କ ପରିବାରରେ ନୂଆ ସଦସ୍ୟଙ୍କ ହେବ ଏଣ୍ଟ୍ରି, ପୂର୍ବରୁ କିଏ କିଏ ଅଛନ୍ତି ଜାଣନ୍ତୁ

କ୍ରିକେଟର୍‌ ବିରାଟ କୋହଲି ୨୦୨୧ରେ ପିତା ହେବାକୁ ଯାଉଛନ୍ତି। ସ୍ତ୍ରୀ ଅନୁଷ୍କା ସହ ଫଟୋ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି। ନୂଆ ଅତିଥି...

Advertisement
Ten Cric Info


Archives

Model This Week