ପାକିସ୍ତାନୀ ପୋଲିସ ଅଫିସର ହେଲେ ପ୍ରଥମ ହିନ୍ଦୁ ଯୁବତୀ

ଇସଲାମାବାଦ: ଜଣେ ହିନ୍ଦୁ ଯୁବତୀ ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ପୋଲିସ ଅଫିସର ହେବାର ଗୌରବ ଅର୍ଜନ କରିଛନ୍ତି। ସେ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଷ୍ପା କୋହଲି ନାମ୍ନୀ ଏହି ଯୁବତୀଙ୍କୁ ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର(ଏଏସ୍‌ଆଇ) ପଦବୀରେ ନିଯୁକ୍ତି ଦିଆଯାଇଛି। ଏ ସମ୍ପର୍କିତ ଖବର ପାକିସ୍ତାନର ମାନବିକ ଅଧିକାର କର୍ମକର୍ତ୍ତା କପିଲଦେବ ଟୁଇଟର ଯୋଗେ ଶେୟାର କରିଛନ୍ତି। ସେ କହିଛନ୍ତି, ସିନ୍ଧ୍‌ ପବ୍ଲିକ ସର୍ଭିସ କମିଶନ୍‌ ଦ୍ୱାରା ଆୟୋଜିତ ପ୍ରାଦେଶିକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇ ସିନ୍ଧ୍‌ ପୋଲିସରେ ଏଏସ୍‌ଆଇ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ସୁମନ ପଓ୍ବନ ବୋଦାନି ମଧ୍ୟ ପ୍ରଥମ ମହିଳା ବିଚାରପତି ହେବାର ଗୌରବ ଅର୍ଜନ କରିଥିଲେ। ବୋଦାନି ହେଉଛନ୍ତି ସିନ୍ଧ ପ୍ରଦେଶର ଶାହଦାଦ୍‌କୋଟ ଅଞ୍ଚଳର ବାସିନ୍ଦା। ସେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯୋଗ୍ୟତା ତାଲିକାର ୫୪ତମ ସ୍ଥାନରେ ରହି ସିଭିଲ ଜଜ୍‌/ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଭାବେ ନିଯୁକ୍ତି ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର...

ପାକିସ୍ତାନରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ…

ଜେନେଭା,୧୭।୧୧: ଜାତିସଂଘରେ ପାକିସ୍ତାନକୁ ଭାରତ ପକ୍ଷରୁ ଚେତବାନୀ ଦିଆଯାଇଛି। ସୀମା ପାର କରି ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ...

ଦକ୍ଷିଣ କୋରିଆର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ୟୁନ ସୁକ-ୟୋଲ

ସିଓଲ୍‌,୧୦।୫: ଦକ୍ଷିଣ କୋରିଆର ରକ୍ଷଣଶୀଳ ନେତା ୟୁନ ସୁକ ୟୋଲ ମଙ୍ଗଳବାର ଦେଶର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ସିଓଲରେ ଅନୁଷ୍ଠିତ...

କାନାଡାରେ ୫୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗୁ ହେଲା ଏମରଜେନ୍ସି

ଓଟାୱା,୧୫ ।୨: କାନାଡାରେ କରୋନା ମହାମାରୀକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରି କରାଯାଉଥିବା ପ୍ରଦର୍ଶନକୁ ରୋକିବା ପାଇଁ ସେଠାରେ ସୋମବାରଠାରୁ ଏମରଜେନ୍ସି ଲାଗୁ କରାଯାଇଛି...

ଚାଇନାରେ ଆଉ ଏକ ଅଜଣା ରୋଗର ଶିକାର ଆମେରିକୀୟ ଅଧିକାରୀ, ଷଡ଼ଯନ୍ତ୍ର ଅଭିଯୋଗ ଆଣିଲେ ଟ୍ରମ୍ପ ପ୍ରଶାସନ

ଓ୍ବାଶିଂଟନ,୨୨ା୧୦: ଚାଇନାରେ ଆମେରିକାର ଅଧିକାରୀମାନେ ହଠାତ୍‌ ଏକ ଅଜଣା ରୋଗର ଶିକାର ହେବା ପରେ ଟ୍ରମ୍ପ୍‌ ପ୍ରଶାସନ ଚାଇନା ଏନେଇ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ଆଣିଛନ୍ତି।...

ବେକାର ଯାଇନି ଜୀବନ

ଓ୍ବାଶିଂଟନ,୧୫ା୪: ୧୯୭୭ ଫେବୃୟାରୀ ୨୦ରେ ଜର୍ମାନୀର ଅଗ୍ସବର୍ଗରେ କ୍ରିଷ୍ଟିନ୍‌ ଡେନାଇସ୍‌ ସ୍ମାର୍ଟଙ୍କ ଜନ୍ମ। ବଞ୍ଚତ୍ଥିଲେ ଏବେ ତାଙ୍କୁ ୪୪ ବର୍ଷ ହୋଇଥାଆନ୍ତା। ହେଲେ ୨୫ ବର୍ଷ...

ଡୋନେସ୍କ, ଲୁହାନସ୍କରେ ରୁଷିଆ ସୈନ୍ୟ

ମସ୍କୋ,୨୩ା୨: ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ପୂର୍ବ ୟୁକ୍ରେନର ଡୋନ୍‌ବାସ୍‌କୁ ରୁଷିଆ ଦୁଇଟି ସ୍ବତନ୍ତ୍ର ରାଷ୍ଟ୍ରର ମାନ୍ୟତା ଦେଇଛି। ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଏହାକୁ ଦୁଇଭାଗ କରି...

‘ସୌଦି ରାଜା ମୃତ କିମ୍ବା ମୃତ୍ୟୁଶଯ୍ୟାରେ’

ରିୟାଧ,୯ା୩(ଆଇଏଏନ୍‌ଏସ୍‌): ସୌଦି ଆରବରେ ବିଦ୍ରୋହ ଉଦ୍ୟମ ଅଭିଯୋଗରେ ରାଜ ପରିବାରର ୩ ଜଣଙ୍କୁ ଅଟକ ରଖାଯିବା ପରେ ୮୪ ବର୍ଷୀୟ ରାଜାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କଳ୍ପନାଜଳ୍ପନା...

Advertisement
Archives

Model This Week