Posted inଜାତୀୟ

ପଶ୍ଚିମବଙ୍ଗ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ମମତା

କୋଲକାତା,୭।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ପଶ୍ଚିମବଙ୍ଗରେ ଏହା ଲାଗୁ କରାଯିବ ନାହିଁ ବୋଲି ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ। ପୁଣିଥରେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣାର ପଥର ପ୍ରତିମାଠାରେ ଆୟୋଜିତ ଏକ ରାଲିରେ ଯୋଗଦେଇ ସେ ଏହା ଦୋହରାଇଛନ୍ତି। ମମତା କହିଛନ୍ତି, ଯଦି ଆପଣମାନଙ୍କୁ କେହି ଆପଣଙ୍କ ବିଷୟରେ ତଥ୍ୟ ମାଗନ୍ତି ତେବେ ଦିଅନ୍ତୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ପଶ୍ଚିମବଙ୍ଗରେ ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସି ଲାଗୁ କରାଯିବ ନାହିଁ। ଯଦି କେହି ଆପଣଙ୍କ ଅଧିକାର ଛଡାଇନେବାକୁ ଚେଷ୍ଟା କରନ୍ତି ତେବେ ସେ ମୋ ମୃତଶରୀର ଉପରେ ଯିବେ ବୋଲି ମମତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ରୁ ଖସିଯାଇ ୯୦ ବର୍ଷୀୟା ବୃଦ୍ଧାଙ୍କୁ ହତ୍ୟାକଲେ ଯୁବକ

ମଦୁରାଇ,୨୮।୩: ତାମିଲନାଡୁ ଥେନି ଜିଲାରେ ଜଣେ ୩୪ ବର୍ଷ ବୟସ୍କ ଯୁବକ କ୍ୱାରାଣ୍ଟାଇନରୁ ଖସିଯାଇଛନ୍ତି। ଉକ୍ତ ଯୁବକ ଜଣଙ୍କ ଶ୍ରୀଲଙ୍କାରୁ ଫେରିବା ପରେ ତାଙ୍କ ଘରେ...

ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି...

କରୋନାଠାରୁ ଭୟଙ୍କର ଏହି ରୋଗ: ପ୍ରତିବର୍ଷ ସବୁଠାରୁ ଅଧିକ ଏଥିରେ ଘଟୁଛି ମୃତ୍ୟୁ

ନୂଆଦିଲ୍ଲୀ, ୫।୮: କରୋନା ସମଗ୍ର ବିଶ୍ୱରେ କାୟା ମେଲାଇ ସାରିଲାଣି। ପ୍ରତିଦିନ ଏହି ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା...

କେଜ୍‌ରିଓ୍ବାଲ ନେଇଛନ୍ତି ୫୦ କୋଟି: କନ୍‌ମ୍ୟାନ୍‌ ସୁକେଶ

ନୂଆଦିଲ୍ଲୀ,୬।୧୧: ମନିଲଣ୍ଡରିଂ ମାମଲାରେ ତିହାର ଜେଲରେ ସଜା କାଟୁଥିବା କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର ଶନିବାର ଆଉ ଏକ ଚିଠି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ରାଜ୍ୟ ସଭା...

ବ୍ୟାଙ୍କ ଠକେଇ ୭୧,୫୪୩ କୋଟିରେ ପହଞ୍ଚିଲା

ମୁମ୍ବାଇ,୨୯-୮: ରିଜର୍ଭ ବ୍ୟାଙ୍କ ବାର୍ଷିକ ରିପୋର୍ଟରେ ୨୦୧୮-୧୯ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ବଢ଼ିଥିବା ସ୍ବୀକାର କରାଯାଇଛି। ଆଲୋଚ୍ୟ ବର୍ଷରେ ଠକେଇ ଅର୍ଥ ପରିମାଣ ବଷର୍ର୍କୁ...

ପଞ୍ଜାବ ପୋଲିସ ବିରୋଧରେ ଅପହରଣ ମାମଲା ରୁଜୁ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ଜନକପୁରୀ ସ୍ଥିତ ବାସଭବନରୁ ଭାଜପା ନେତା ତାଜିନ୍ଦର ପାଲ ସିଂ ବାଗାଙ୍କୁ ଗିରଫ ଘଟଣାରେ ଏବେ ନୂଆ ମୋଡ଼ ଆସିଛି। ଗିରଫ ପରେ...

ଦିଲ୍ଲୀରେ କରୋନା ଆତଙ୍କ: ନୋଏଡ଼ା ସୀମାରେ ର଼୍ୟାଣ୍ଡମ୍‌ ଟେଷ୍ଟିଂ ଆରମ୍ଭ

ନୂଆଦିଲ୍ଲୀ,୧୮।୧୧: ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନୋଏଡ଼ା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ନୋଏଡ଼ା...

ଭୂମିପୂଜାରେ ଅଯୋଧ୍ୟରେ ଭିଡ଼ ଏକତ୍ରିତ ନ କରିବାକୁ ଯୋଗୀଙ୍କ ଅପିଲ୍‌

ଆଯୋଧ୍ୟା,୩୧।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ମହାମାରୀକୁ ଦୃଷ୍ଟିରେ ରଖି ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଅଗଷ୍ଟ ୫ରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମରେ ଭିଡ଼...

Advertisement
Archives

Model This Week