Posted inଜାତୀୟ

ପର୍ଯ୍ୟଟକଙ୍କ ଗାଡ଼ି ପଛରେ ୨ କିମି ଗୋଡ଼ାଇଲା ସିଂହ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ବେଙ୍ଗାଲୁରୁ,୧୬।୧୦: କର୍ନାଟକର ବେଲ୍ଲାରି ଜିଲାରେ ଥିବା ଅଟଳ ବିହାରୀ ବାଜପେୟୀ ଜାତୀୟ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ସିଂହ ସଫାରିରେ ଏକ ୬ ମାସର ସିଂହ ଶାବକ ପର୍ଯ୍ୟଟକଙ୍କ ଗାଡ଼ିକୁ ୨ କିଲୋମିଟର ପର୍ଯ୍ୟନ୍ତ ପିଛା କରିଛି। ଏହାକୁ ନେଇ ପ୍ରାଣୀ ଉଦ୍ୟାନ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସଫାରି ଭିତରକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିବା ଗାଡ଼ି ଡ୍ରାଇଭର କେଶରୀ ନାମକ ଏହି ସିଂହ ଶାବକର ଅତି ନିକଟକୁ ଯିବାରୁ ସେ ରାଗି ଯାଇଥିଲା। ଭୟଭୀତ ପର୍ଯ୍ୟଟକଙ୍କୁ ନେଇ ଶେଷରେ ଗାଡ଼ି ଚାଳକ ସଫାରି ବାହାରକୁ ଚାଲି ଆସିଥିଲେ। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ଚାକିରୀ ହରାଇ ନାଳ ସଫା କରୁଛନ୍ତି ଆଇଟି ଇଞ୍ଜିନିୟର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

ମମ୍ବ୍ରା,୧୩।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ଯୋଗୁ ଚାକିରୀ ହରାଇ ବହୁ ଆଇଟି ଇଞ୍ଜିନିୟର ଏବଂ ସାଧାରଣ ଗ୍ରାଜୁଏଟ୍‌ଙ୍କ ଆର୍ଥିକ ଅବସ୍ଥା...

ଖେଳନା ନୁହେଁ ‘ପରୀକ୍ଷା ପେ ଚର୍ଚ୍ଚା’ ଶୁଣିବାକୁ ଚାହାନ୍ତି ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୩୧।୮(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମରେ ଖେଳନା ଉପରେ ବହୁତ କଥା କହିଛନ୍ତି। ଷ୍ଟାର୍ଟଅପ୍‌ମାନେ ଖେଳନା ଉତ୍ପାଦନରେ ସାମିଲ ହେବା...

ବୁଷ୍ଟର ଡୋଜ୍‌ ମଧ୍ୟରେ ବ୍ୟବଧାନ କମିଲା

ନୂଆଦିଲ୍ଲୀ,୬।୭: ଦେଶରେ କରୋନାଙ୍କ ଗତି ପୁଣି ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦୁଇଟି କରୋନା ଟିକାର ବୁଷ୍ଟର ଡୋଜ ମଧ୍ୟରେ ବ୍ୟବଧାନକୁ...

ଅଟୋବାଲା ଖୋଲିଲେ ଗ୍ୟାଙ୍ଗ୍‌ଷ୍ଟାର ବିକାଶ ଦୁବେଙ୍କ ନୂଆ ରାଜ୍‌

ଉଜୈନ,୧୪।୭: ଗତ ଶୁକ୍ରବାର ଦିନ କାନପୁରରେ ପୋଲିସର ଏନକାଉଣ୍ଟରରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଉଜୈନରେ ଦୁଇ ତିନି ଦିନ ରହିବାକୁ ଯୋଜନା ପ୍ରସ୍ତୁତ...

ଅନୁଚ୍ଛେଦ ୩୭୦ ଉଚ୍ଛେଦ ଉପରେ ଶୀଘ୍ର ହୋଇ ପାରିବନି ଶୁଣାଣି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୮।୮: ଅନୁଚ୍ଛେଦ ୩୭୦ ଉପରେ ଶୀଘ୍ର ଶୁଣାଣି ହୋଇ ପାରିବନି ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ଏସମ୍ପର୍କିତ ଏକ ମାମଲାର ବିଚାର କରି ପ୍ରଧାନ ବିଚାରପତି...

ବିଧାୟକଙ୍କ ବୁଝାଇବା ପାଇଁ ମୁମ୍ବାଇରେ ପହଞ୍ଚିଲେ କଂଗ୍ରେସର ସଙ୍କଟମୋଚକ ଶିବକୁମାର

ବେଙ୍ଗାଲୁରୁ, ୧୦।୭: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ଥମିବାର ନାଁ ନେଉନି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ...

ଭାଜପା ନେତାଙ୍କ ଘରେ ଆତଙ୍କବାଦୀ ଆକ୍ରମଣ: ସୁରକ୍ଷାକର୍ମୀ ନିହତ

ଶ୍ରୀନଗର,୧।୪: ଜମ୍ମୁ-କଶ୍ମୀରରେ ଭାଜପା ନେତା ଅନଓ୍ବର ଖାଁଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀଙ୍କୁ ବାଧା ଦେବାକୁ ଯାଇ ମୁତୟନ ହୋଇଥିବା ସୁରକ୍ଷାକର୍ମୀ ନିହତ...

୫ ଦିବସୀୟ ବାଂଲାଦେଶ ଗସ୍ତରେ ସେନା ମୁଖ୍ୟ

ନୂଆଦିଲ୍ଲୀ, ୮।୪: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାନେ ୫ ଦିନିଆ ବାଂଲାଦେଶ ଗସ୍ତରେ ଯାଇଛନ୍ତି। ପ୍ରତିରକ୍ଷା ସହଯୋଗ ଏବଂ ଭାରତ ଏବଂ...

Advertisement
Archives

Model This Week