ପରିଚାଳନା ବନ୍ଦ କଲା ଏୟାର ଡେକାନ

ନୂଆଦିଲ୍ଲୀ, ୬।୪: କରୋନା ମହାମାରି ଜନୀତ ଲକ୍‌ଡାଉନ ଲାଗି ଏବେ ସାରା ଦେଶରେ କମ୍ପାନୀଗୁଡିକ ବନ୍ଦ ପଡିଛନ୍ତି। ଏଭଳି ସ୍ଥିତିରେ ଘରୋଇ ବିମାନ ସେବା ଯୋଗାଣକାରୀ କମ୍ପାନୀ ଏୟାରଡେକାନ ଏହାର ପରିଚାଳନା ବନ୍ଦ କରିଛି। କମ୍ପାନୀ ଏହା ଉପରେ ପଡିଥିବା ଚାପକୁ ସମ୍ଭାଳିବାକୁ ସକ୍ଷମ ହୋଇନାହିଁ। ଫଳରେ ପରିଚାଳନା ବନ୍ଦ କରିଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। କମ୍ପାନୀ ପରିଚାଳନା ବନ୍ଦ ନେଇ ଘୋଷଣା କରିବା ସହ ଏହାର ସବୁ କର୍ମଚାରୀଙ୍କୁ ବିନା ବେତନ ଛୁଟିରେ ଘରକୁ ପଠାଇ ଦେଇଛି। ଲକ୍‌ଡାଉନ ଯୋଗୁ ବନ୍ଦ ହୋଇଥିବା କମ୍ପାନୀ ତାଲିକାରେ ଏହା ପ୍ରଥମ ସ୍ଥାନରେ ରହିଛି। ସ୍ଥିତି ଠିକ୍‌ଠାକ୍‌ ହେଲେ କମ୍ପାନୀ ପୁଣି ଥରେ ସେବା ଯୋଗାଣ ନେଇ ବିଚାର କରିବ ବୋଲି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ବିଦ୍ୟାଳୟ ସମ୍ମାନ

କଟକ ଅଫିସ, ୫ା୯: ଦେଶର ପ୍ରଥମ ସ୍ମାର୍ଟ ଭିଲେଜ ଭାବେ ପ୍ରସିଦ୍ଧି ଲାଭ କରିଥିବା କଟକ ଜିଲା କଲରାବାଙ୍କଠାରେ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା...

ରେକର୍ଡ ଭାଙ୍ଗି ଚାଲିଛି ତେଲ ଦର

ଭୁବନେଶ୍ୱର: ତେଲ ଦରରେ ଲଗାତର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇ ଚାଲିଛି। ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଗତ ସପ୍ତାହରେ ଇନ୍ଧନ ଦର...

ଏନ୍‌ଏଲ୍‌ସିଆଇଏଲ୍‌ ସହ ଗ୍ରୀଡ୍‌କୋର ବୁଝାମଣା

ଭୁବନେଶ୍ୱର, ୩୦।୯ : ଏନ୍‌ଏଲ୍‌ସି ଇଣ୍ଡିଆ ଲିମିଟେଡ୍‌ (ଏନ୍‌ଏଲ୍‌ସିଆଇଏଲ୍‌) ଏବଂ ଗ୍ରୀଡ୍‌କୋ ଲିମିଟେଡ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି ଓଡ଼ିଶାରେ ପ୍ରସ୍ତାବିତ ନେଭେଲି...

ସେବି ପ୍ରକାଶ କଲା ଚାଞ୍ଚଲ୍ୟକର ତଥ୍ୟ, ହିମାଳୟ ବାବାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ଏନ୍‌ଏସ୍‌ଇର ପୂର୍ବତନ ଅଧ୍ୟକ୍ଷା…

ମୁମ୍ବାଇ, ୧୨।୨ : ଷ୍ଟକ୍‌ ଏକ୍ସଚେଞ୍ଜ ଅଫ୍‌ ଇଣ୍ଡିଆ(ସେବି)ପକ୍ଷରୁ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରାଯାଇଛି। ନ୍ୟାଶନାଲ ଷ୍ଟକ୍‌ ଏକ୍ସେଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ପୂର୍ବାତନ ଅଧ୍ୟକ୍ଷା ତଥା...

ଭାରତ ହୋଇପାରିବ ଆତ୍ମନିର୍ଭର: ଆସୋଚାମ  

ନୂଆଦିଲ୍ଲୀ,୬।୭ : ଚାଇନା ଉପରେ ନିର୍ଭରତାକୁ ଦେଖି ଅନେକ ବିଶେଷଜ୍ଞ କୁହନ୍ତି ଯେ ବର୍ତ୍ତମାନ ସ୍ଥିତିରେ ଭାରତ ଆତ୍ମନିର୍ଭର ହେବା ଏକ କଷ୍ଟସାଧ୍ୟ ବ୍ୟାପାର। ହେଲେ...

ଅନିଶ୍ଚିତତା, ଆଶଙ୍କାରେ ବଜାର

ନୂଆଦିଲ୍ଲୀ:  କୋଭିଡ୍‌ର ଦ୍ୱିତୀୟ ଲହର ଏବେ ବଢିଚାଲିଛି। ଦିନକୁ ଦିନ ଅଧିକ ଲୋକ ସଂକ୍ରମଣର ଶିକାର ହେବାରୁ ରାଜ୍ୟସ୍ତରରେ କୋଭିଡ୍‌ କଟକଣା ଜୋରଦାର ହୋଇଛି। କରୋନା ଲକ୍‌ଡାଉନ...

ମାନ୍ଦାବସ୍ଥା କାରଣରୁ ଗାଡ଼ି ବିକ୍ରି କମିଛି: ହୋଣ୍ଡା ପ୍ରେସିଡେଣ୍ଟ

ଦେଶର ଦେଖାଦେଇଥିବା ମାନ୍ଦାବସ୍ଥା କାରଣରୁ ଦୁଇଚକିଆ ଯାନ ବିକ୍ରି କମିଛି। ସେହିପରି ବିଏସ୍‌-୬ ମାନଦଣ୍ଡ ଆପଣାଇବା ଯୋଗୁ ଗାଡ଼ି ଦାମ୍‌ ବଢ଼ିଯିବ ବୋଲି ହୋଣ୍ଡା ମୋଟର...

ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ...

Advertisement
Archives

Model This Week