Posted inଜାତୀୟ

ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ

ରାୟପୁର,୨୯।୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ୨୦ ଦିନ ହେବ ହୃଦଘାତରେ ପୀଡିତ ହୋଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପୁଅ ଅମିତ ଯୋଗୀ ପିତାଙ୍କ ମୃତ୍ୟୁ ଖବର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଅଜିତ ଯୋଗୀ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଥିଲେ। ୨୦୦୦ ନଭେମ୍ବରୁ ୨୦୦୩ ପର୍ଯ୍ୟନ୍ତ ଛତିଶଗଡର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୬ ରେ ସେ କଂଗ୍ରେସରୁ ଇସ୍ତଫା ଦେଇ ଜନତା କଂଗ୍ରେସ ଛତିଶଗଡ ନାମକ ଏକ ଦଳ ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁନ୍ଦେଲଖଣ୍ଡରୁ ଟିକେଟ ପାଇଲେ ବୀରାପାନଙ୍କ ପୁଅ

ଲକ୍ଷ୍ନୌ,୩।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଜଙ୍ଗଲ ଦସ୍ୟୁ ବୀରାପାନଙ୍କ ନାଁ ପୁଣି ଚର୍ଚ୍ଚାକୁ ଆସିଛି। ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଅଞ୍ଚଳରେ ବୀରାପାନ ନିଜ ପ୍ରଭାବ ବିସ୍ତାର କରି...

ପରୀକ୍ଷା ପେ ଚର୍ଚ୍ଚା: ୧୦୦୦ ଛାତ୍ରୀଛାତ୍ରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧ ।୪: ବୋର୍ଡ ପରୀକ୍ଷା ପୂର୍ବରୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେବେ...

ଲଭ୍ ଜିହାଦକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସଞ୍ଜୟ

ମୁମ୍ବାଇ,୨୩ ।୧୧: ଲଭ ଜିହାଦ ପ୍ରସଙ୍ଗ ଏବେ ଦେଶର ରାଜନୀତିକୁ କରୁଛି ସରଗରମ । ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟ ଗୁଡିକ ଏବେ ଲଭ...

ଚରଣ ସ୍ପର୍ଶ କରିବାକୁ ଆସୁଥିବା ମହିଳାଙ୍କ ସମ୍ମାନରେ ନିଜେ ନଇଁ ପଡ଼ିଲେ ମୋଦି

ବେଙ୍ଗାଲୁରୁ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ କର୍ନାଟକ ଯାଇଛନ୍ତି। ଏହି ଅବସରରେ ସ୍ଥାନୀୟ ତୁମାକୁର୍‌ରେ ସାଧାରଣ ସଭାରେ ମଞ୍ଚ ଉପରେ ଜଣେ ମହିଳା...

କରୋନା ଭୂତାଣୁ ସହିତ ବଞ୍ଚିବା ଶିଖିବାକୁ ପଡ଼ିବ: ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀର ସୀମାକୁ ଏକ ସପ୍ତାହ ପାଇଁ ସିଲ୍‌ କରାଯାଇଛି। ସଂକ୍ରମଣ ରୋକିବା...

ମିଳୁନାହାନ୍ତି ବ୍ରାହ୍ମଣ କନ୍ୟା:ବିବାହ ଅପେକ୍ଷାରେ ୪୦ ହଜାର ତାମିଲ ଯୁବକ

ଚେନ୍ନାଇ, ୧୯ା୧୧:ତାମିଲନାଡୁରେ ବିବାହ ନିମନ୍ତେ ବ୍ରାହ୍ମଣ କନ୍ୟାଙ୍କ ଅଭାବ ଦେଖାଦେଇଛି। ଫଳରେ ୪୦ ହଜାରରୁ ଅଧିକ ଯୁବକ ବିବାହ ପାଇଁ ଅନ୍ୟ ରାଜ୍ୟରେ କନ୍ୟା ଖୋଜୁଥିବା...

ମହାରାଷ୍ଟ୍ରରେ ହଟିଲା ବିଧବା ପ୍ରଥା

ମୁମ୍ବାଇ, ୨୦ା୫:ମହାରାଷ୍ଟ୍ରର ମହାବିକାଶ ଅଘାଡି ସରକାର ରାଜ୍ୟରେ ବିଧବା ପ୍ରଥା ଉପରେ କଟକଣା ଲଗାଇଛନ୍ତି। ଏଭଳି ପ୍ରଥା ଯୋଗୁ ମହିଳାଙ୍କ ସମ୍ମାନ ଉପରେ ଆଞ୍ଚ ଆସିବା...

ଆସାମ ବନ୍ୟାର କରୁଣ ଦୃଶ୍ୟ: ଭାଇରାଲ ହେଉଛି ଅସହାୟ ଗଣ୍ଡାର ଫଟୋ

ଗୁଆହାଟୀ,୧୮।୭: ଆସାମରେ ଆସିଥିବା ବନ୍ୟା ଏବେ ସାଧାରଣ ଜୀବନ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଅଧିକାଂଶ ଲୋକେ ବାସଶୂନ୍ୟ ହୋଇଯିବା ସହ ଏଠାରେ ଥିବା କାଜିରଙ୍ଗା...

Advertisement
Archives

Model This Week