Posted inଜାତୀୟ

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ରବିବାର ସକାଳେ ସେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଆଉ ନାନା ନିର୍ବିରୋଧରେ ବାଚସ୍ପତି ନିର୍ବାଚିତ ହୋଇଥିଲେ। ଏହାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି ପରମ୍ପରା ଦୃଷ୍ଟିରୁ ଆମେ ଏହି ପଦ ଛାଡିଛୁ। କାରଣ ସର୍ବଦଳୀୟ ବୈଠକରେ ଅନ୍ୟଦଳଙ୍କ ଅନୁରୋଧ କ୍ରମେ ଆମେ ବାଚସ୍ପତି ପଦ ଛାଡିଦେଇଥିଲୁ। ଏହାବ୍ୟତୀତ ପରମ୍ପରା ଅନୁଯାୟୀ ବାଚସ୍ପତି ପାଇଁ କେବେ ୨ ଜଣ ପ୍ରାର୍ଥୀ ଆସି ନ ଥାଆନ୍ତି। ସର୍ବଦା ଜଣେ ପ୍ରାର୍ଥୀ ହିଁି ନିର୍ବିରୋଧରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗକୁ ନେଇ କଂଗ୍ରେସରେ ଫାଟ, ଥରୁର ମୋଦିଙ୍କୁ କଲେ ପ୍ରଶଂସା…

ନୂଆଦିଲ୍ଲୀ,୨୧।୬ : ଯୋଗକୁ ନେଇ କଂଗ୍ରେସରେ ଫାଟ ଦେଖାଦେଇଛି। ଦଳ ଏବଂ ବରିଷ୍ଠ ନେତା ଶଶି ଥରୁର ପରସ୍ପର ବିରୋଧାତ୍ମକ ମନ୍ତବ୍ୟ ଦେଇଛନ୍ତି। ଯୋଗକୁ ଲୋକପ୍ରିୟ...

ଅମିତ ଶାହାଙ୍କୁ ଭେଟିଲେ ବନ୍ଦି ସଞ୍ଜୟ, ତେଲଙ୍ଗାନା ବିଧାନସଭା ନିର୍ବାଚନ ବିଷୟକୁ ନେଇ କଲେ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୭: ଭାଜପା ଏମ୍‌ପି ବନ୍ଦି ସଞ୍ଜୟ କୁମାର ସୋମବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ତେଲଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମ୍ପର୍କରେ...

ମନରେଗା ଶ୍ରମିକଙ୍କ ବଢ଼ିଲା ମଜୁରୀ: ଅଧିସୂଚନା ଜାରି କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୨୬।୩ : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ ମଜୁରୀ ହାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧିସୂଚନା ଜାରି...

୧୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା

ଚେନ୍ନାଇ/କଲମ୍ବୋ,୧୩।୩: ଶ୍ରୀଲଙ୍କା ନୌସେନା ପୁଡୁକୋଟାଇ ଜିଲାର ଚାରିଜଣ ମତ୍ସ୍ୟଜୀବୀ ଏବଂ ଅନଲାଇଥେଭୁର ନାଗାପଟ୍ଟିନମରୁ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଶ୍ରୀଲଙ୍କା ନୌସେନା କହିଛି ଯେ,...

ଏଏପି ବିବାହରେ ଆମନ୍ତ୍ରିତ ହୋଇ ନ ଥିବା ଡ୍ୟାନ୍ସର: ଫଡ଼ନାଭିସ…

ଭାବନଗର,୧୯।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ତ୍ରିକୋଣୀୟ ଆଡ଼କୁ ମୁହାଁଇଛି। ଭାଜପା କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ କୁହାଯାଉଥିବା ବେଳେ ଏବେ ଏଏପି...

‘ନିରୀହ ଡାକ୍ତରଙ୍କୁ ହଇରାଣ କର ନାହିଁ’

ନୂଆଦିଲ୍ଲୀ,୩୦।୩: ହତ୍ୟା ମାମଲା ରୁଜୁ ହେବା ପରେ ରାଜସ୍ଥାନରେ ବୁଧବାର ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ କେବଳ ରାଜ୍ୟରେ ନୁହେଁ...

ଦକ୍ଷିଣ କଶ୍ମୀରରେ ଏନ୍‌ଆଇଏ ଚଢ଼ାଉ, ୫ ସନ୍ଦିଗ୍ଧ ଗିରଫ…

ଶ୍ରୀନଗର,୧୧।୭: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗ ମିଳିବା ପରେ ଏନ୍‌ଆଇଏ, ଟିମ୍‌, ର ଏବଂ ଆଇବି ଟିମ୍‌ ପକ୍ଷରୁ ଦକ୍ଷିଣ କଶ୍ମୀରର ଅନନ୍ତନାଗରେ ଚଢ଼ାଉ କରାଯାଇଛି।...

ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜରଙ୍କ ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଏସ୍‌ସିଙ୍କ ଜବାବ୍‌ ତଲବ…

ନୂଆଦିଲ୍ଲୀ, ୧୩।୪ : ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜର କନଓ୍ବଲଜିତ୍‌ ସିଂଙ୍କ ମୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଜବାବ୍‌ ତଲବ...

Advertisement
Archives

Model This Week