Posted inଜାତୀୟ

ପଦୂଷଣ ଉପରେ ରଚନା ଲେଖିଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ, ୧୫।୧୧: ଦିଲ୍ଲୀ-ଏନ୍‌ସିଆରରେ ଦିନକୁ ଦିନ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଏଥିଯୋଗୁ ସହରବାସୀ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି। ପ୍ରଦୂଷଣ ଯୋଗୁ ସ୍ଥାନୀୟ ସ୍କୁଲଗୁଡ଼ିକ ଲଗାତାର ଭାବେ ବନ୍ଦ ରହିଥିବାରୁ ଏନେଇ ସ୍କୁଲର ଛାତ୍ରୀଛାତ୍ରମାନେ ରଚନା ଲେଖିଛନ୍ତି। ଏହି ରଚନା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଛାତ୍ର ଲେଖିଛନ୍ତି, ଏବେ ପ୍ରଦୂଷଣ ହେଉଛି ଦିଲ୍ଲୀର ପ୍ରମୁଖ ପର୍ବ। ସବୁବେଳେ ଏହା ଦୀପାବଳି ପରେ ଆରମ୍ଭ ହୋଇଥାଏ। ଦୀପାବଳିରେ କେବଳ ୪ ଦିନ ଛୁଟି ମିଳୁଥିବା ବେଳେ ପ୍ରଦୂଷଣ ଯୋଗୁ ୮ ଦିନ ଛୁଟି ମିଳିଥାଏ। ଏଥିରେ ଲୋକମାନେ ଭିନ୍ନ ଭିନ୍ନ ମାସ୍କ ପିନ୍ଧି ବାହାରେ ବୁଲିଥାନ୍ତି। କେବଳ ସେତିକି ନୁହେଁ, ସ୍ବାସ୍ଥ୍ୟକୁ ନଜରରେ ରଖି ଘରେ ଗୋଲ ମରିଚ, ମହୁ, ଅଦାର ବହୁଳ ବ୍ୟବହାର କରାଯାଇଥାଏ। ଏହି ରଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ପରେ ୮ ମାସ ରହିବ କୋଭିଡ୍‌ ଆଣ୍ଟିବଡି

ନୂଆଦିଲ୍ଲୀ, ୧୩।୨: କୋଭିଡ୍‌ ଟିକା ନେବା ପରେ ଶରୀରରେ ଆଣ୍ଟିବଡି ୮ ମାସ କିମ୍ବା ଏହାଠାରୁ ଅଧିକ ସମୟ ସକ୍ରିୟ ରହିବ ବୋଲି ଏମ୍ସ ନିର୍ଦ୍ଦେଶକ...

ଆସିଲା ହୋମ୍‌ କିଟ୍‌, ଏବେ ଘରେ କରିହେବ କରୋନା ଟେଷ୍ଟ୍‌…

ନୂଆଦିଲ୍ଲୀ,୧୩।୭: ଏବେ ଘରେ ବସି ସହଜରେ କରୋନା ଟେଷ୍ଟ୍‌ କରିହେବ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ କମ୍ପାନୀ ଏବୋଟ୍‌ ପକ୍ଷରୁ ହୋମ୍‌ କିଟ୍‌...

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଘେରିଲା ଭାଜପା

ନୂଆଦିଲ୍ଲୀ,୭।୨: ଜିଏସଟି ମାମଲାରେ  ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ (ଓଏସଡି) ଗୋପାଳ...

ରାଜ୍ୟ ସଭା ଅଚଳ: ବିରୋଧୀ କଲେ ଗୃହ ତ୍ୟାଗ, ଉପବାସ ପାଇଁ ଅନୁମତି ଲୋଡ଼ିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ଏବେ ଗୃହ ଅଚଳ ହୋଇପଡ଼ିଛି। କଂଗ୍ରେସ ସମତେ ଅନ୍ୟ ବିରୋଧୀ ଦଳ...

କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଲକ୍ଷ ଲକ୍ଷ ପଦବୀ ଖାଲି

ନୂଆଦିଲ୍ଲୀ,୨୩।୧: ଦେଶରେ ବେକାରଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ି ଚାଲିଛି। ଚାକିରି ପାଇଁ ଆଶାୟୀଙ୍କ ମଧ୍ୟରେ ହାହାକାର ଦେଖାଦେଇଛି। ତେବେ କେନ୍ଦ୍ର ସରକାରଙ୍କ ବିଭିନ୍ନ...

ମିସ୍‌ ଡିଭା ୟୁନିଭର୍ସ ଦିବିତା ରାୟ

ନୂଆଦିଲ୍ଳୀ,୨୯।୮: ଚଳିତବର୍ଷର ମିସ୍‌ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ କର୍ନାଟକର ଦିବିତା ରାୟ ବିଜୟିନୀ ହୋଇଛନ୍ତି। ୧୦ମ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ...

ଶାସନରେ ସୁଧାର ଲକ୍ଷ୍ୟ, ୭୭ ମନ୍ତ୍ରୀଙ୍କୁ ୮ ଦଳରେ ବାଣ୍ଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୧୧: ଦେଶର ଶାସନବ୍ୟବସ୍ଥାରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ’ଚିନ୍ତନ ଶିବିର’ରେ ଯୋଗଦେଥିଲେ। ଏହି ଶିବିର ଚାରି...

କଂଗ୍ରେସରୁ ଇସ୍ତଫା ଦେଲେ ସାବିତ୍ରୀ ବାଇ ଫୁଲେ: ଗଢିବେ ନିଜର ଦଳ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ସାବିତ୍ରୀ ବାଇ ଫୁଲେ ଚଳିତ ବର୍ଷ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ହେଲେ ଗୁରୁବାର ସେ...

Advertisement
Archives

Model This Week