Posted inଜାତୀୟ

ପଞ୍ଜାବରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ: ହାଇଆଲର୍ଟ ଜାରି

ଚଣ୍ଡିଗଡ,୩୦।୯:ପଞ୍ଜାବର ୪ଟି ସହରରେ ଆତଙ୍କବାଦୀମାନେ ଆକ୍ରମଣ ଯୋଜନା କରିଛନ୍ତି। ଗୁଇନ୍ଦା ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅମୃତସର, ପଠାନକୋର୍ଟ, ବାଟଲା ଏବଂ ଗୁରୁଦାସପୁରରେ ଆତ୍ମଘାତୀ ଆକ୍ରମଣ ଯୋଜନା ଥିବାରୁ ପଞ୍ଜାବ ପୋଲିସ ପକ୍ଷରୁ ଉକ୍ତ ସହର ଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି। ପଠାନକୋର୍ଟରେ ଥିବା ଏୟାର୍‌ବେସ୍‌ ଏବଂ ଆର୍ମି କ୍ୟାମ୍ପ୍‌ ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋବରରେ ଜନ୍ମ ହୋଇଛି, ଏଣୁ କରୋନା ମୋ ଆଖପାଖକୁ ଆସିପାରିବ ନାହିଁ: ଏହି ମନ୍ତ୍ରୀଙ୍କ ଅଜବ ଯୁକ୍ତି

ଭୋପାଳ,୮।୯: ଗୋଟିଏ ପଟେ ଦେଶରେ ମହାମାରୀ କରୋନା ଜନିତ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କିଛି ନେତା ଅଜବ ଯୁକ୍ତି କରୁଥିବା...

ହାରିଲେ ଊର୍ମିଳା ମାତୋଣ୍ଡକର

ମୁମ୍ବାଇ, ୨୪-୫:ମୁମ୍ବାଇ-ଉତ୍ତର ଲୋକ ସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତ୍ରୀ ଊର୍ମିଳା ମାତୋଣ୍ଡକର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ପ୍ରାର୍ଥୀ ଗୋପାଳ ଶେଟ୍ଟୀଙ୍କଠାରୁ...

ଅନ୍ତିମ ସଂସ୍କାର ପାଇଁ ଏକାସାଙ୍ଗରେ ବାହାରିଲା ୪୧ ମୃତଦେହ

ଭୋପାଳ,୯।୪: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଥି ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଅନେକ ସ୍ଥାନରେ...

ରାଜସ୍ଥାନ ପୌର ନିର୍ବାଚନ: କଂଗ୍ରେସ ୯୬୧, ଭାଜପା ୭୩୭

ଜୟପୁର, ୨୦ା୧୧(ପି.ଟି.): ଶାସକ କଂଗ୍ରେସ ରାଜସ୍ଥାନ ପୌର ନିର୍ବାଚନରେ ବିପୁଳ ସଫଳତା ହାସଲ କରିଛି। ଦଳ ମୋଟ ୯୬୧ ଓ୍ବାର୍ଡ ଦଖଲ କରିବାରେ ସମର୍ଥ ହୋଇଛି।...

ଆଇନ ବ୍ୟବସ୍ଥାର ଭାରତୀୟକରଣ ଲୋଡ଼ା

ନୂଆଦିଲ୍ଲୀ, ୧୯।୯: ଦେଶରେ ଦୀର୍ଘବର୍ଷ ଧରି ଉପନିବେଶୀୟ ଶାସନ ସମୟର ଆଇନ ବ୍ୟବସ୍ଥା ଚଳିଆସୁଛି। ଏହାର ଭାରତୀୟକରଣ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି (ସିଜେଆଇ)...

୧୧ ଦିନରେ ଲକ୍ଷେ ୩୪ ହଜାର

ନୂଆଦିଲ୍ଲୀ, ୨୧।୬:ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଲଗାତାର ୧୧ ଦିନ ଧରି ଦେଶରେ ହାରାହାରି ୧୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ...

ସନ୍ନି-ଧର୍ମେନ୍ଦ୍ରଙ୍କ ସହ ସେଲଫି ଦେଖାଇ ଲୋକଙ୍କୁ ଠକୁଥିଲେ ଟେଲର

ଚଣ୍ଡିଗଡ଼,୧୮।୬: ବଡ଼ ବଡ଼ ଫିଲ୍ମ ଷ୍ଟାର ଓ ଅଧିକାରୀଙ୍କ ସହ ସେଲଫି ଦେଖାଇ କିଛି ଲୋକ ଚତୁରତାର ସହ ସାଧାରଣ ଲୋକଙ୍କୁ ନିଜର ଠକେଇର ଶୀକାର...

ସିଏଏ ନେଇ ପୂର୍ବରୁ ସରକାରଙ୍କୁ କରିଥିଲି ସତର୍କ: ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୧।୧୨: ସିଏଏକୁ ବିରୋଧ କରି ଦେଶବ୍ୟାପି ପ୍ରଦର୍ଶନ କରାଯିବା ସହିତ ହିଂସାକାଣ୍ଡ ଜାରି ରହିଛି। ଏନେଇ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଭାଜପା ସରକାରଙ୍କୁ କଡ଼ା...

Advertisement


Archives

Model This Week