ନେପାଳରେ ଫସିଥିବା ହରିୟାଣାର ୭୨ଲୋକଙ୍କୁ ଶୁକ୍ରବାର ଫେରାଇ ଆଣିବେ ସରକାର

ଚଣ୍ଡିଗଡ଼,୨୭।୫: କରୋନା ଭାଇରସ୍‌ ମହାମାରୀ ଯୋଗୁ ଦେଖାଦେଇଥିବା ସଙ୍କଟ ମଧ୍ୟରେ ପଡୋଶୀ ଦେଶରେ ଫସିରହିଥିବା ହରିୟାଣା ଲୋକଙ୍କ ପାଇଁ ଖୁସି ଖବର। ସେଠାରେ ଫସିରହିଥିବା ଲୋକଙ୍କୁ ହରିୟାଣା ସରକାର ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ଶୁକ୍ରବାର ହରିୟାଣା ରୋଡଓ୍ବେଜ ବସ୍‌ ଜରିଆରେ ସେମାନେ ରାଜ୍ୟକୁ ଫେରିବେ। ବୁଧବାର ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି। ମେ ୨୯ରେ ନେପାଳରେ ଫସିରହିଥିବା ହରିୟାଣାର ୭୨ଲୋକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣାଯିବ। ଏଥିପାଇଁ ଗୁରୁବାର ନେପାଳ ବର୍ଡର ଅଭିମୁଖେ ବସ୍‌କୁ ପଠାଯିବ ବୋଲି ଖଟ୍ଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେଓ ଟ୍ରକ୍‌ ଡ୍ରାଇଭରଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୫।୧୦: ଜମ୍ମୁ-କଶ୍ମୀରରେ ଜଣେ ସେଓ ଟ୍ରକ୍‌ ଡ୍ରାଇଭରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି। ଶୋପିଆନ୍‌ ଶିରମାଲ ଗାଁରେ ସେଓ ନେଇ ଯାଉଥିବା ଟ୍ରକ୍‌କୁ ଅଟକାଇ...

ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଦେଲେ ଇସ୍ତଫା…

ନୂଆଦିଲ୍ଲୀ,୧୧।୧୨ : ଦିଲ୍ଲୀ ଭାଜପା ଅଧ୍ୟକ୍ଷ ଆଦେଶ ଗୁପ୍ତା ଏମସିଡି ନିର୍ବାଚନରେ ଦଳର ପରାଜୟ ପରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଭାରତୀୟ ଜନତା ଦଳର...

ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜି,୧୦।୩: ୨୦୨୨ ବିଧାନସଭା ନିର୍ବାଚନରେ ସାଙ୍କୁଲିମ ଆସନରୁ ଗୋଆ ମୁଖ୍ୟମନ୍ତ୍ରୀ ଡ. ପ୍ରମୋଦ ସାୱନ୍ତ ବିଜୟୀ ହୋଇଛନ୍ତି। ପ୍ରମୋଦ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ମାତ୍ର ୧...

ମାନିଲା ପାକିସ୍ତାନ: ଜମ୍ମୁ-କଶ୍ମୀର ଭାରତର

ନୂଆଦିଲ୍ଲୀ,୧୦।୯: ଶେଷରେ ପାକିସ୍ତାନ ମାନିଛି ଯେ ଜମ୍ମୁ-କଶ୍ମୀର ହେଉଛି ଭାରତର ରାଜ୍ୟ। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସି ଜେନେଭାରେ କଶ୍ମୀରକୁ ନେଇ ଭାରତକୁ...

ଲକ୍‌ଡାଉନ୍‌ରେ ରହି ଦୀପିକା ରଣବୀରଙ୍କୁ କହିଲେ ଏମିତି

ମୁମ୍ବାଇ: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରିରହିଛି। ଏହି ପରିସ୍ଥିତିରେ ବଲିଉଡ୍‌ କଳାକାରମାନେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। ଘରେ...

୬୦ ବର୍ଷ ପରେ ପୂର୍ବତନ ଭାରତୀୟ ଅଧିନାୟକଙ୍କ ମୁଣ୍ଡରୁ ବାହାରିଲା ଟାଇଟାନିୟମ ପ୍ଲେଟ

ମୁମ୍ବାଇ,୭।୪: ପୂର୍ବତନ ଭାରତୀୟ ଅଧିନାୟକ ନରି କଣ୍ଟ୍ରାକ୍ଟରଙ୍କ ମୁଣ୍ଡରୁ ଏକ ଲୁହା ପ୍ଲେଟ୍‌ ବାହାର କରାଯାଇଛି। ୧୯୬୨ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଚାରଲି ଗ୍ରିଫିଥ୍‌ଙ୍କ ଏକ ବାଉନ୍ସର...

ଜାକ୍‌ଲିନ୍‌ଙ୍କୁ ତୃତୀୟ ସମନ

ନୂଆଦିଲ୍ଲୀ,୧୨।୯: କନ୍‌ମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦କୋଟି ଟଙ୍କା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କୁ ଦିଲ୍ଲୀ ପୋଲିସର ଆର୍ଥତ୍କ ଅପରାଧ...

ମୋଦି ସରକାରଙ୍କ ବିରୋଧରେ ବିପକ୍ଷଙ୍କ ଶକ୍ତି ପ୍ରଦର୍ଶନ

ହାଇଦ୍ରାବାଦ୍‌,୧୮।୧: ତେଲେଙ୍ଗାନାରେ ଶାସକ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଖମ୍ମମରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ। ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ...

Advertisement
Archives

Model This Week