ନୂଆବର୍ଷରେ ଜନ୍ମ ନେଲେ ୪ ଲକ୍ଷ ନବଜାତକ: ଭାରତରେ ସର୍ବାଧିକ ୬୭ ହଜାର

ଓ୍ବାଶିଂଟନ,୧।୧: ନୂଆବର୍ଷ ପହିଲି ଦିନରେ ପୃଥିବୀରେ ମୋଟ ୩ ଲକ୍ଷ ୯୨ ହଜାର ୭୮ ଜଣ ନବଜାତକ ଜନ୍ମଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ଭାରତରେ ସର୍ବାଧିକ ୬୭ ହଜାର ୩ ଶହ ୮୫ ଜଣ ଶିଶୁଙ୍କ ଜନ୍ମ ହୋଇଥିବା ୟୁନିସେଫ୍‌ ରିପୋର୍ଟରୁ ଜଣାପଡ଼ିଛି। ପ୍ରକାଶିତ ତାଲିକାରେ ଚାଇନା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୪୬ ହଜାର ୨ଶହ ୯୯ ଶିଶୁ ଜନ୍ମ ହୋଇଛନ୍ତି। ସେହିପରି ତୃତୀୟ ସ୍ଥାନରେ ନାଇଜେରିଆ ରହିଛି। ଏଠାରେ ନୂଆବର୍ଷରେ ୨୬ ହଜାର ୩୯ ଜଣ ଶିଶୁ ଜନ୍ମ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ପାକିସ୍ତାନରେ ୧୬ ହଜାର ୭ଶହ ୮୭, ଇଣ୍ଡୋନେସିଆରେ ୧୩ ହଜାର ୨୦, ଆମେରିକାରେ ୧୦ ହଜାର ୪ଶହ ୫୨, କଙ୍ଗୋରେ ୧୦ ହଜାର ୨ଶହ ୪୭ ଏବଂ ଇଥୋପିଆରେ ୮ ହଜାର ୪ଶହ ୯୩ ଜଣ ଶିଶୁ ଜନ୍ମ ହୋଇଥିବା ୟୁନିସେଫ୍‌ ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାର ଦାଦାଗିରି: ନେପାଳରେ ବେଆଇନ ଭାବେ ନିର୍ମାଣ କରିଛି ୯ ବିଲ୍ଡିଂ

କାଠମାଣ୍ଡୁ, ୨୦।୯: ଭାରତରେ ବେଆଇନ ଜମି ଦଖଲ କରିଥିବା ଚାଇନା ଏବେ ନେପାଳରେ ମଧ୍ୟ ନିଜର ଦାଦାଗିରି ଆରମ୍ଭ କରିଛି। ନେପାଳ ସୀମାରେ ସୁରକ୍ଷାକର୍ମୀ ନଥିବାର...

ପାକିସ୍ତାନର ୨୦ ଡାକ୍ତର କରୋନାରେ ସଂକ୍ରମିତ

ଇସ୍‌ଲାମାବାଦ,୧୪।୪: ପାକିସ୍ତାନରେ କରୋନା ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରି ସାରିଛି। ଏହାର...

ମୁଶରଫ୍‌ଙ୍କୁ ଆଶ୍ୱସ୍ତି: ଦେଶଦ୍ରୋହ ମାମଲା ଉପରେ ରୋକ ଲଗାଇଲେ ଲାହୋର ହାଇକୋର୍ଟ

ଇସଲାମାବାଦ୍‌,୧୬।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଲାହୋର ହାଇକୋର୍ଟ ପକ୍ଷରୁ ଆଶ୍ୱସ୍ତି ମିଳିଛି। ତାଙ୍କ ବିରୋଧରେ ହୋଇଥିବା ଦେଶଦ୍ରୋହ ମାମଲା ଉପରେ କୋର୍ଟ ରୋକ...

ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍‌ ରଖିବା ଲାଗି କହୁଛନ୍ତି ଚାଇନା ସରକାର, ସୋସିଆଲ ମିଡ଼ିଆରେ ଭାଇରାଲ…

ବେଜିଂ,୨।୧୧: ଚାଇନାର ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍‌ ରଖିବା ଲାଗି ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। ଏହି ଖବର ଏବେ ସୋସିଆଲ...

ଆତଙ୍କବାଦ ସହିତ ଲଢୁ ତାଲିବାନ, ପଡ଼ୋଶୀ ଦେଶଙ୍କ ଅପିଲ୍‌…

କାବୁଲ,୧୧।୯: ଆତଙ୍କବାଦି କାର୍ଯ୍ୟ କଳାପ ସହିତ ଲିପ୍ତ ଥିବା ତାଲିବାନ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବ। ଏନେଇ ପଡ଼ୋଶୀ ଦୋମାନଙ୍କ ପକ୍ଷରୁ ତାଲିବାନକୁ ଅପିଲ୍‌...

ରାଷ୍ଟ୍ରପତିଙ୍କୁ ମିଳୁଥିବା ସୁବିଧା

ବିଶ୍ୱର ସବୁଠୁ ପ୍ରଭାବଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହେବା କେବଳ ମର୍ଯ୍ୟାଦାଜନକ ନୁହେଁ, ଏଥିସହିତ ପର୍ଯ୍ୟାପ୍ତ ସୁବିଧା ଓ ଲାଭ ମିଳିଥାଏ। ରାଷ୍ଟ୍ରପତିଙ୍କୁ ୪ ଲକ୍ଷ...

ମାରିଓ ଡ୍ରାଘି ଇଟାଲୀ ପ୍ରଧାନମନ୍ତ୍ରୀ

ରୋମ୍‌, ୧୪।୨(ପି.ଟି.): ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ପୂର୍ବତନ ମୁଖ୍ୟ ମାରିଓ ଡ୍ରାଘି ଇଟାଲୀର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି। ସେ ରାଷ୍ଟ୍ରପତିଙ୍କୁ...

ଚାଇନାର କରୋନା ଭ୍ୟାକ୍ସିନକୁ ସ୍ଥଗିତ ରଖିଲା ଶ୍ରୀଲଙ୍କା, ଏବେ ନେବ ଭାରତର ଭ୍ୟାକ୍ସିନ

କଲମ୍ବୋ,୨୭ ।୨: ଶ୍ରୀଲଙ୍କା ଚାଇନାର କୋଭିଡ-୧୯ ଭ୍ୟାକ୍ସିନ ସାଇନୋଫାର୍ମ ବ୍ୟବହାର କରିବ ନାହିଁ ବୋଲି ଜଣାପଡିଛି । ଏହା ବଦଳରେ ସେ ଭାରତର ଭ୍ୟାକ୍ସିନ ବ୍ୟବହାର...

Advertisement


Archives

Model This Week