ନୀରବ ମୋଦିଙ୍କ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି

ଲଣ୍ଡନ,୨୩-୮: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଜେଲ୍‌ ହାଜତ ମିଆଦ ସେପ୍ଟେମ୍ବର ୧୯ ଯାଏ ବୃଦ୍ଧି ପାଇଛି। ଭାରତକୁ ପ୍ରତ୍ୟର୍ପଣ ନେଇ ଆଗତ ମାମଲାର ସାମ୍ନା କରୁଥିବା ନୀରବଙ୍କୁ ଏବେ ବ୍ରିଟେନର ଓ୍ବଣ୍ଡସଓ୍ବର୍ଥ ଜେଲ୍‌ରେ ରଖାଯାଇଛି। ତାଙ୍କୁ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗୁରୁବାର ଓ୍ବେଷ୍ଟମିନିଷ୍ଟର ଅଦାଲତର ବିଚାରପତି ଟାନ ଇକରମ୍‌ଙ୍କ ସମ୍ମୁଖରେ ହାଜର କରାଯାଇଥିଲା। ସେପ୍ଟେମ୍ବର ୧୯ରେ ଶୁଣାଣି ବେଳେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ତାରିଖ ଘୋଷଣା କରାଯିବ। ପ୍ରାୟ ୨ ବିଲିୟନ ଡଲାର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଜାଲିଆତି ମାମଲାରେ ନୀରବଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ତାଙ୍କୁ ଏହି ମାମଲାରେ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ବ୍ରିଟେନ ସରକାରଙ୍କ ନିକଟରେ ଅନୁରୋଧ କରାଯାଇଛି। ବ୍ରିଟେନର ଆଇନ ଅନୁସାରେ ନୀରବଙ୍କୁ ୪ ସପ୍ତାହ ପରେ ଅଦାଲତରେ ହାଜର କରାଯାଇଥାଏ। ଏଥିପୂର୍ବରୁ ମୁଖ୍ୟ ବିଚାରପତିି ଏମ୍ମା ଆର୍ବଥନଟ ପ୍ରତ୍ୟର୍ପଣ ମାମଲାର ଶୁଣାଣି ୫ ଦିନ ଭିତରେ ସାରିବାକୁ ଉଭୟ ପକ୍ଷ ରାଜି ହୋଇପାରନ୍ତି ବୋଲି କହିଥିଲେ। ଭିଡିଓ ଲିଙ୍କ ଜରିଆରେ ଏହି ଶୁଣାଣି କରାଯିବ। ଅଦାଲତ ଏଥିପୂର୍ବରୁ ୪ ଥର ନୀରବଙ୍କ ଜାମିନ ଆବେଦନକୁ ଖାରଜ କରିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୋଭର ପକ୍ଷରୁ କଳାକୃତି ପ୍ରଦର୍ଶନୀ

କଲିକତା,୧୦-୬: ମୋବେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ କଲିକତା ସ୍ଥିତ ଏହାର ପ୍ରିମିୟମ ବ୍ରାଣ୍ଡ ଶୋ’ରୁମ ‘ଫୋଭର’ରେ ଏକ ଆର୍ଟ ଏକ୍‌ଜିବିଶନ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

୩୪୦୦ ଶିକ୍ଷାର୍ଥୀଙ୍କ ଶିକ୍ଷାଦାନର ବ୍ୟବସ୍ଥା କରାଇଛି ଟାଟା ମୋଟର୍ସ

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ମୋଟର୍ସର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଅନେକ...

ଅକ୍ଟୋବର ୩ରୁ ଜୀ-ସାର୍ଥକର ମେଗା ସିରିଏଲ ‘ସାଥୀରେ’

ଭୁବନେଶ୍ୱର,୨୭।୯: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଜୀ- ସାର୍ଥକରେ ଆଉ ଏକ ନୂଆ ମେଗା ଧାରାବାହିକ ‘ସାଥୀରେ’ ଆସୁଅଛି। ସୋମବାର ସ୍ଥାନୀୟ ଅଶୋକନଗରଠାରେ ‘ସାଥୀରେ’ର...

ଜିଏସ୍‌ଟି ବାର୍ଷିକ ରିଟର୍ନ ପଇଠ ଅବଧି ବଢିଲା

ନୂଆଦିଲ୍ଲୀ,୧୫-୧୧: କେନ୍ଦ୍ର ସରକାର ଗୁରୁବାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର ବାର୍ଷିକ ରିଟର୍ନ ଓ ରିକନସିଲେଶନ ଷ୍ଟେଟମେଣ୍ଟ ଫାଇଲ କରିବାର ଅବଧିକୁ ବଢାଇଛନ୍ତି। ୨୦୧୭-୧୮ ବର୍ଷ...

ପୁଣି ସହରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ,୩୦।୬ : ଲକ୍‌ଡାଉନରେ ବିଭିନ୍ନ ସମସ୍ୟା ସାମ୍ନା କରିବା ଯୋଗୁ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଚାଲି ଚାଲି ଫେରିଥିବା ଦେଖାଯାଇଥିଲା। ସହରକୁ କାମଧନ୍ଦା ଆଶାରେ...

ଫଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ଏଲ୍‌ଆଇସି

ନୂଆଦିଲ୍ଲୀ, ୪ା୮ ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀ ଜୀବନ ବୀମା ନିଗମ (ଏଲ୍‌ଆଇସି) ଫର୍ଚ୍ୟୁନ୍‌ ଗ୍ଲୋବାଲ ୫୦୦ ତାଲିକାରେ ସ୍ଥାନିତ ହୋଇଛି। ନିକଟରେ ଶେୟାର...

ଶୀଘ୍ର ଆସିବ ଷ୍ଟାଣ୍ଡାର୍ଡ କୋଭିଡ ବୀମା

ନୂଆଦିଲ୍ଲୀ,୨୯।୬ : ଜୁଲାଇ ୧୦ ସୁଦ୍ଧା କୋଭିଡ ଷ୍ଟାଣ୍ଡାର୍ଡ ଚିକିତ୍ସା ବୀମା ଆଣିବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆର୍‌ଡିଏଆଇ) ପକ୍ଷରୁ ବୀମା...

ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହେଲା ସ୍ନାପଡିଲ୍‌

ନୂଆଦିଲ୍ଲୀ,୨୩-୧୦: ଇ-କମର୍ସ କମ୍ପାନୀ ସ୍ନାପଡିଲ କଞ୍ଜ୍ୟୁମର ଟ୍ରାଫିକରେ ଦେଶର ତୃତୀୟ ସର୍ବବୃହତ୍ତ ମାର୍କେଟ ପ୍ଲେସ ହୋଇ ପାରିଛି। ଏ କ୍ଷେତ୍ରରେ ଆମାଜନ ପ୍ରଥମ ସ୍ଥାନରେ ରହିଥିବା...

Advertisement
Archives

Model This Week