ନୀରବ ମୋଦିଙ୍କ ହାଜତ ମିଆଦ ବଢ଼ିଲା

ଲଣ୍ଡନ,୧୨।୬ – ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ୧୩ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତଳ ଘୋଷିତ ବ୍ୟବସାୟୀ ନୀରବ ମୋଦିଙ୍କ ନାମରେ ବର୍ତ୍ତମାନ ପ୍ରତ୍ୟର୍ପଣ ମାମଲା ଜାରି ରହିଛି। ଉକ୍ତ ମାମଲାରେ ଲଣ୍ଡନ କୋର୍ଟଙ୍କ ପକ୍ଷରୁ ତାଙ୍କୁ ଜୁଲାଇ ୯ ଯାଏ ରିମାଣ୍ଡରେ ନିଆଯାଇଛି। ଏଥିଲାଗି ତାଙ୍କ ହାଜତ ମିଆଦ ବଢ଼ାଯାଇଥିବା ଜଣାପଡ଼ିଛି। ୪୯ ବର୍ଷୀୟ ଏହି ହୀରା ବ୍ୟବସାୟୀ ବର୍ତ୍ତମାନ ଓ୍ବାଣ୍ଡସଓ୍ବର୍ଥ ଜେଲରେ ରହୁଛନ୍ତି। ଗତ ବର୍ଷ ମାର୍ଚ୍ଚ ଆରମ୍ଭରେ ତାଙ୍କୁ ଗିରଫ କରାଯାଇଥିଲା। ରିମାଣ୍ଡ ଶୁଣାଣି ଲାଗି ସେ ଓ୍ବେଷ୍ଟ ମିନଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ଭିଡିଓଲିଙ୍କ୍‌ ଜରିଆରେ ହାଜର ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେପରୁଆ ଟୁଇଟରୁ ଉଡିଗଲା ଲକ୍ଷେ କୋଟି

ନୂଆଦିଲ୍ଲୀ,୩। ୫: ପ୍ରମୁଖ ଇ-ଯାନ କମ୍ପାନୀ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ (ସିଇଓ) ଏଲନ ମସ୍କଙ୍କ ବେପରୁଆ ଟୁଇଟ ପୁଣି ଥରେ କମ୍ପାନୀ ଲାଗି କ୍ଷତିକାରକ...

ନୀତି ଆୟୋଗର ଏସ୍‌ଡିଜି ସୂଚକାଙ୍କ: ଶୀର୍ଷରେ କେରଳ, ସର୍ବାଧିକ ଉନ୍ନତିରେ ଓଡ଼ିଶା

ନୂଆଦିଲ୍ଲୀ,୩୧-୧୨: ସରକାରଙ୍କ ଥିଙ୍କ୍‌ ଟ୍ୟାଙ୍କ ନୀତି ଆୟୋଗର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ସୋମବାର ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କରେ କେରଳ ଶୀର୍ଷ ସ୍ଥାନରେ...

ଆମେରିକା ସହ ଟ୍ରେଡ୍‌ ଓ୍ବାର୍‌; ଭାରତର ହାତ ଧରିବାକୁ ଚାଇନା ରାଜି

ନୂଆଦିଲ୍ଲୀ,୨୧-୭: ଆତଙ୍କବାଦ୍‌ ଓ ସୀମା ବିବାଦ ସମେତ ବହୁ ପ୍ରସଙ୍ଗରେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଥିବା ଚାଇନା ଏବେ ଆମେରିକା ବିରୋଧରେ ଟ୍ରେଡ୍‌ ଓ୍ବାର୍‌ରେ...

ଘରେ କ୍ୟାଶ ପହଞ୍ଚାଇବେ ବ୍ୟାଙ୍କ

ମୁମ୍ବାଇ,୨୬। ୩: ଏବେ ବାହାରକୁ ଯିବା ଲାଗି କଟକଣା ଲାଗୁ କରାଯାଇଛି। ଲକ୍‌ଡାଉନ ଯୋଗୁ ବାହାରକୁ ବାହାରିବାକୁ ଅସୁବିଧା ହେଉ ଥିବାରୁ ନଗଦ ଲାଗି ସମସ୍ୟା...

ବର୍ଷକରେ ୭୧,୫୪୩ କୋଟି ଟଙ୍କାର ବ୍ୟାଙ୍କ ଠକେଇ

ନୂଆଦିଲ୍ଲୀ,୨୫-୧୨: ୨୦୧୮-୧୯ ଆର୍ଥତ୍କ ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକରେ ଠକେଇ ୭୪% ବଢିଛି। ଏହି ଠକେଇରେ ୭୧,୫୪୩ କୋଟି ଟଙ୍କା ଜଡିତ ଥିବା ଜଣାପଡିଛି। ୨୦୧୭-୧୮ରେ ବ୍ୟାଙ୍କଗୁଡିକରେ...

୧.୩୭ ଲକ୍ଷ କୋଟି କମିଲା ନିବେଶକଙ୍କ ସମ୍ପତ୍ତି

ନୂଆଦିଲ୍ଲୀ,୧୫।୩: ଶୁକ୍ରବାର ଶେୟାର ବଜାର କାରବାର ଖସିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୧.୩୭ ଲକ୍ଷ କୋଟି ଟଙ୍କା ହ୍ରାସ ହୋଇଛି। ୩୦ ଶେୟାରବିଶିଷ୍ଟ ବମ୍ବେ ଷ୍ଟକ୍‌...

ରେକର୍ଡ ଭାଙ୍ଗୁଛି ତେଲ, କମୁନି ଟିକସ

ମୁମ୍ବାଇ: ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର ରେକର୍ଡ ଭାଙ୍ଗିଛି। ନୂଆଦିଲ୍ଲୀରେ ପେଟ୍ରୋଲ ୮୪ ଟଙ୍କା ଟପିଥିବା ବେଳେ ମୁମ୍ବାଇରେ ୯୧ ଟଙ୍କାରୁ ଊର୍ଦ୍ଧ୍ୱରେ...

ରୁପେ ଡେବିଟ କାର୍ଡରେ ଶପିଂ ହେବ ଶସ୍ତା

ନୂଆଦିଲ୍ଲୀ,୧୫-୯: ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରବାକୁ ଯାଇ ରୁପେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ଉପରେ ମର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ...

Advertisement
Archives

Model This Week