Posted inଜାତୀୟ

ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଡ୍ରୋନ୍‌: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୨୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆର.ଏସ୍‌.ପୁରା ସେକ୍ଟରରେ କିଛି ସମୟ ପାଇଁ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ନେଇ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଡ୍ରୋନ୍‌ ଦ୍ୱାରା କିଛି ଗୁପ୍ତ ତଥ୍ୟ ସଂଗ୍ରହ କରାଯାଉଥିବା ଅନୁମାନ କରାଯାଉଛି। ସୋମବାର ବିଳମ୍ବିତ ରାତିରେ ଏହା ଘଟିଥିବା କୁହାଯାଉଛି। ଏହା ମଙ୍ଗରାଲ ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ସହିତ ରିହାଶ୍ୟାୟୀ ଅଞ୍ଚଳରେ ଉଡ଼ି ବୁଲି ପାକିସ୍ତାନ ଫେରି ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଲେ ୧୩୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧।୨: ଓଡ଼ିଶାରେ ସୋମବାର ୧୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୨,୨୩୯ରେ ପହଞ୍ଚିଛି। ସମ୍ବଲପୁର...

ବଲିଉଡ୍‌ ମୁଭି ‘ଶିକାରା’ଦେଖି କାନ୍ଦି ପକାଇଲେ ଆଡଭାନୀ

ନୂଆଦିଲ୍ଲୀ,୮।୨: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ‘ଶିକାରା’ ରିଲିଜ୍‌ ହୋଇ ସାରିଛି। କଶ୍ମୀର ପଣ୍ଡିତଙ୍କ କାହାଣୀକୁ ନେଇ ତିଆରି ହୋଇଥିବା ଏହି...

ଉଦ୍ଧବଙ୍କ ହାତ ଛାଡିବାକୁ ପ୍ରସ୍ତୁତ ହେଲେଣି ୧୨ ଏମ୍‌ପି

ମୁମ୍ବାଇ,୭ ।୭: ଶିବସେନାର ୪୦ ବିଧାୟକଙ୍କ ପରେ ଏବେ ଦଳର ୧୨ ଏମ୍‌ପି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗ୍ରୁପରେ ସାମିଲ ହେବାକୁ ପ୍ରସ୍ତୁତ ହେଉଥିବା ଜଣାପଡିଛି...

ଅଜିତ ପାୱାରଙ୍କ ଦାବି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ନିକଟରେ ରହିଛି ବହୁମତ

ମୁମ୍ବାଇ,୨୪ ।୬: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏବେ ଶିବସେନା ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବାକୁ ଯାଉଛି କହଲେ ଚଳେ । ହେଲେ...

୧୫ ସିଆଇଏସ୍‌ଏଫ୍ ଯବାନଙ୍କୁ ନେଇ ଯାଉଥିବା ବସ ଉପରକୁ ଆତଙ୍କବାଦୀ ଆକ୍ରମଣ, ଜଣେ ଏଏସ୍‌ଆଇ ଶହୀଦ

ଜମ୍ମୁ,୨୨ ।୪: ଜମ୍ମୁର ଚଢା କ୍ୟାମ୍ପ ନିକଟରେ ଶୁକ୍ରବାର ଭୋର ପ୍ରାୟ ୪ଟା ବେଳେ ସିଆଇଏସ୍‌ଏଫ୍‌ର ୧୫ ଯବାନଙ୍କୁ ଡ୍ୟୁଟିରେ ନେଇ ଯାଉଥିବା ଏକ ବସ...

ସିରମ୍‌କୁ ଝଟ୍‌କା, କୋଭାଭାକ୍ସ୍‌ ପରୀକ୍ଷା ପାଇଁ ମିଳିଲାନି ଅନୁମତିି…

ନୂଆଦିଲ୍ଲୀ,୧।୭: କୋଭିଶିଲ୍ଡ ଭାକ୍ସିନ୍‌ ପ୍ରସ୍ତୁତ କରିଥିବା ପୁଣେସ୍ଥିତ ସିରମ୍‌ ଇନଷ୍ଟିଚ୍ୟୁଟ୍‌କୁ ବଡ଼ ଝଟ୍‌କା ଲାଗିଛି। ୨ରୁ ୧୭ ବର୍ଷ ବୟସ୍କ ପିଲାଙ୍କଠାରେ କରୋନା ଟିକା କୋଭାଭାକ୍ସର...

ଉପବାସରେ ବସିଲେ ବିଜୟ ଗୋଏଲ

ନୂଆଦିଲ୍ଲୀ,୧।୧୧: ଦୀପାବଳି ପରେ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ବିରୋଧୀ ଭାଜପା କେଜିରଓ୍ବାଲ ସରକାରଙ୍କୁ ଘେରିଛି। ଶୁକ୍ରବାର ଭାଜପା...

ଯୋଗୀଙ୍କୁ ଶୁଭେଚ୍ଛା ଜଣାଇ ଭାଜପାକୁ ଟାର୍ଗେଟ କଲେ ଅଖିଳେଶ

ଲକ୍ଷ୍ନୌ,୨୫।୩: ଯୋଗୀ ସରକାରଙ୍କ ଶପଥ ଗ୍ରହଣ ସମାରୋହ ପରେ ଏସ୍‌ପି ଅଧ୍ୟକ୍ଷ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ କରି କହିଛନ୍ତି, ଏସ୍‌ପି...

Advertisement
Archives

Model This Week