Posted inଜାତୀୟ

ନିୟନ୍ତ୍ରଣ ରେଖାଠାରେ ମୁତୟନ ହେବ ସ୍ପାଇକ୍‌ କ୍ଷେପଣାସ୍ତ୍ର: ଟ୍ୟାଙ୍କ୍‌ ସହିତ ବଙ୍କରକୁ କରିବ ଧ୍ୱଂସ

ନୂଆଦିଲ୍ଲୀ,୨୬।୧୧: ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ସ୍ପାଇକ୍‌ କ୍ଷେପଣାସ୍ତ୍ରକୁ ମୁତୟନ କରାଯିବ। ଏଭଳି ୨୪୦ କ୍ଷେପଣାସ୍ତ୍ର କିଣିବା ପାଇଁ ଭାରତ ଇସ୍ରାଏଲ୍‌ ମଧ୍ୟରେ ଚୁକ୍ତି ହୋଇଛି। ଏହି ଗାଇଡେଡ୍‌ କ୍ଷେପଣାସ୍ତ୍ରର ଟ୍ୟାଙ୍କ୍‌ ସହିତ ବଙ୍କରକୁ ମଧ୍ୟ ଧ୍ୱଂସ କରିବାର କ୍ଷମତା ରହିଛି। ପାକିସ୍ତାନ୍‌ ଅଧିକୃତ କଶ୍ମୀରରେ ବଙ୍କରରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଏହି କ୍ଷେପଣାସ୍ତ୍ର ଦ୍ୱାରା ନିପାତ କରାଯାଇ ପାରିବ। ଏହାଦ୍ୱାରା ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Gen Zକୁ ନେଇ ମୋହନ ଭାଗବତ ଦେଇଥିବା ବୟାନ ଉପରେ ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୮: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ Gen Zଙ୍କ ମଧ୍ୟରେ ଆଲୋଚନା ସମ୍ପର୍କରେ ରାଜନୈତିକ ବୟାନବାଜି ଜାରି ରହିଛି। କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

ନାହିଁ ଆଧାର କାର୍ଡ: ସରକାରୀ ଯୋଜନାରୁ ଦିବ୍ୟାଙ୍ଗ ଯୁବତୀ

କର୍ଲାମୁଣ୍ଡା,୭।୮(ପ୍ରଦୀପ କୁମାର ସାହୁ):ପ୍ରଶାସନିକ ଅବହେଳା ଓ ପରିଚୟପତ୍ରର ଅଭାବ ଯୋଗୁ ଜଣେ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଯୁବତୀ ବିଭିନ୍ନ ସରକାରୀ ସହାୟତାରୁ ବଞ୍ଚିତ ରହିଥିବା ଘଟଣା ସାମ୍ନାକୁ ଆସିଛି।…

‘ହସ୍ତତନ୍ତ ଦିବସ’ରେ କୁକୁର ସହ ଭିଡ଼ିଓ କଲେ ରାହୁଲ, କହିଲେ ମା’ ସୋନିଆ ଦେଖିଲେ..

ନୂଆଦିଲ୍ଲୀ,୭।୮: ଭାରତୀୟ ଜାତୀୟ କଂଗ୍ରେସ (INC) ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ଭିନ୍ନ ସ୍ବାଦର ଭିଡିଓ ଶେୟାର କରିଛି। ଭିଡିଓରେ ଲୋକ ସଭାର ବିରୋଧୀ…

IND vs SL: ବଦଳିଲେ ଟିମ ଇଣ୍ଡିଆର ଅଧିନାୟକ, ଶୁବମନ ଗିଲଙ୍କ ସ୍ଥାନ ନେଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୭।୮: ଶ୍ରୀଲଙ୍କା ଏକାଦଶ ଟସ ଜିତି ଅଭ୍ୟାସ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା; ଫଳରେ, କଲମ୍ବୋରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ…

ରାହୁଲ ଗାନ୍ଧୀଙ୍କ ଘର ବାହାରେ ସାଧୁ-ସନ୍ଥଙ୍କ ହଙ୍ଗାମା! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୭।୮: ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଦିଲ୍ଲୀସ୍ଥିତ ବାସଭବନ ବାହାରେ ଶୁକ୍ରବାର ସାଧୁ-ସନ୍ଥଙ୍କ ସମେତ ଅନେକ ଲୋକ ବିରୋଧ ପ୍ରଦର୍ଶନ କରିଥିଲେ।…

ତ୍ରିଷାଙ୍କୁ ନେଇ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ବିଜୟ, ଉଦୟନିଧିଙ୍କୁ କହିଲେ ମୁଁ…

ନୂଆଦିଲ୍ଲୀ, ୭।୮: ତାମିଲନାଡୁ ଏବଂ କର୍ନାଟକ ମଧ୍ୟରେ କାବେରୀ ନଦୀ ଜଳକୁ ନେଇ ବିବାଦ ଜାରି ରହିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ବିଜୟ ଥାଲାପତି କହିଛନ୍ତି ଯେ,…

ମାଛ ଧରିବାକୁ ଯାଇଥିଲେ ବୃଦ୍ଧ, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

ମହାକାଳପଡ଼ା,୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ମହାନଦୀ ଶାଖା ଗୁପ୍ତଗିରୀ ନାଳରେ ଜଣେ ମାଛ ଧରାଳିଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri