Posted inଜାତୀୟ

ନିର୍ଭୟା ମାମଲାର ବିଚାର: ତଳ କୋର୍ଟରେ ୨୫୨ ଦିନ; ହାଇକୋର୍ଟରେ ୧୫୮ ଏବଂ ସୁପ୍ରିମ୍‌କୋର୍ଟରେ ହଜାରେ ୮ ଦିନ

ନୂଆଦିଲ୍ଲୀ,୨୨।୧୨: ଦିଲ୍ଲୀରେ ୭ ବର୍ଷ ତଳେ ୨୦୧୨ ଡିସେମ୍ବର ୧୬ରେ ଘଟିଥିବା ନିର୍ଭୟା ମାମଲାର ବିଚାର ପାଇଁ ୨ ହଜାର ୫ଶହ ୬୬ ଦିନ ଲାଗିଛି। ଘଟଣା ଘଟିବାର ୧୮ ଦିନ ମଧ୍ୟରେ ପୋଲିସ ପକ୍ଷରୁ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଥିଲା। ଏହାପରେ ତଳ କୋର୍ଟରେ ଏହି ମାମଲାର ବିଚାର ୨୫୨ ଦିନ ଧରି ହୋଇଥିଲା। ସେଥିମଧ୍ୟରୁ ୩୦ ଦିନ ଚାର୍ଜସିଟ୍‌ ଉପରେ ବିଚାର କରାଯାଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ୨୨୨ ଦିନ ରାୟ ପାଇଁ ଲାଗିଥିଲା। ତଳ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ କରିଥିଲେ। ୨୪ ଦିନ ପରେ ଦୋଷୀ ହାଇକୋର୍ଟ ପହଞ୍ଚିଥିଲେ। ହାଇକୋର୍ଟରେ ଏହି ମାମଲାର ବିଚାର ୧୫୮ ଦିନ ଧରି ଚାଲିଥିଲା। ସେଥିମଧ୍ୟରୁ ୮୯ ଦିନ ଶୁଣାଣି ଏବଂ ୬୯ ଦିନ ରାୟ ଦେବାରେ ଲାଗିଥିଲା। ହାଇକୋଟ ତଳ କୋର୍ଟଙ୍କର ଦଣ୍ଡାଦେଶକୁ କାଏମ୍‌ ରଖିଥିଲେ। ଏହାପରେ ୨୦ ଦିନ ପରେ ଦୋଷୀ ସୁପ୍ରିମ୍‌କୋର୍ଟ ପହଞ୍ଚିଥିଲେ। ସୁପ୍ରିମ୍‌କୋର୍ଟରେ ଏହାର ବିଚାର ହଜାରେ ୮ ଦିନ ଧରି ଚାଲିଥିଲା। ସେଥିମଧ୍ୟରୁ କେବଳ ୯୬୯ ଦିନ କେବଳ ମାମଲା ଉପରେ ବିଚାର ଜାରି ରହିଥିଲା। ଏହାପରେ ୩୯ ଦିନ ରାୟ ଦେବାରେ ବିତି ଯାଇଥିଲା। ସର୍ବୋଚ୍ଚ ଅଦାଲତ ଫାଶୀ ଦଣ୍ଡାଦେଶକୁ କାଏମ୍‌ ରଖିଥିଲେ। ୧୮୮ ଦିନ ପରେ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ପୁନର୍ବିଚାର ଆବେଦନ କରିଥିଲେ। ଏହାପରେ ଚତୁର୍ଥ ଦୋଷୀ ପୁନର୍ବିଚାର ଆବେଦନ କରିଥିଲେ। ଏବେ ଏହି ମାମଲାର ଚୂଡ଼ାନ୍ତ ରାୟ ଜାନୁୟାରୀ ୭ରେ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋରେ ଅପେକ୍ଷା କରି କରି ଚାଲିଗଲା ଜୀବନ

ନୂଆଦିଲ୍ଲୀ,୨୭।୪ : ଦେଶର ରାଜଧାନୀର ଏକ କୋଭିଡ୍‌ ହସ୍ପିଟାଲ ବାହାରେ ଫୁଟ୍‌ପାତରେ ବସି ଜଣେ ଯୁବକ କାନ୍ଧୁ ଥାଏ। ଉକ୍ତ ଯୁବକଙ୍କ ମା’ ପାଖରେ ଛିଡ଼ା...

ଜେଡିଏସି ବିଧାୟକ ଧରିଲେ ପଦ୍ମ…

ନୂଆଦିଲ୍ଲୀ,୧।୪ : ମେ ୧୦ରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଅରକଲଗୁଡାର ଜେଡିଏସ ବିଧାୟକ ଏ.ଟି ରାମାସ୍ବାମୀ ଭାରତୀୟ ଜନତା ପାର୍ଟିରେ...

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…

ନୂଆଦିଲ୍ଲୀ,୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ପରମ୍ପରା ବଜାୟ ରଖିଲା ଭାଜପା: ଛାଡିଲା ବାଚସ୍ପତି ପଦ

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଭାବେ କଂଗ୍ରେସ ନେତା ନାନା ପାଟୋଲେଙ୍କୁ ମିଳିଛି ଏହି ଆସନ। ପୂର୍ବରୁ ଏଥିପାଇଁ ଭାରତୀୟ ଜନତା ପାର୍ଟି(ଭାଜପା)ର କିଶାନ କାଠୋରେ...

ଆଇଏନ୍‌ଏସ୍ ଭେଲା: ନୌସେନାର ଶକ୍ତି, ବୃଦ୍ଧି କରିବ ସମୁଦ୍ରର ‘ସାଇଲେଣ୍ଟ କିଲର’

ନୂଆଦିଲ୍ଲୀ,୨୫ ।୧୧: ଦେଶ ଲଗାତାର ଭାବେ ତା’ର ସେନା ଶକ୍ତିକୁ ବୃଦ୍ଧି କରି ଚାଲିଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଝାନ୍‌ସୀରେ...

ଯଦି କର୍ନାଟକ ବିଧାନସଭା ନିର୍ବାଚନରୁ ଭାଜପାର ପତନ ଆରମ୍ଭ ହୁଏ, ତେବେ ଖୁସି ହେବି: ମମତା

କୋଲକାତା,୫।୫: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ରାଜ୍ୟରେ ମେ’ ୧୦ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଯଦି ଭାଜପାର ପତନ ଆରମ୍ଭ ହୁଏ, ତେବେ...

ନିର୍ବାଚନ କାହା ନେତୃତ୍ୱରେ ଲଢ଼ାଯିବ କହିବେ ଜେପି ନଡ୍ଡା: ଉମା ଭାରତୀ…

ଭୋପାଳ,୧୫।୭ : ମଧ୍ୟପ୍ରଦେଶର ସେହୋରରେ ପୂର୍ବତନ ସିଏମ ଉମା ଭାରତୀ ଏକ ବଡ଼ ବିବୃତ୍ତି ଦେଇ କହିଛନ୍ତି ଆମେ ଭୋଟ ସହ ନିର୍ବାଚନରେ ଜିତିବୁ। ଆମେ...

ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ...

Advertisement
Archives

Model This Week