Posted inଜାତୀୟ

ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ଠାକରେ ପରିବାରର ପ୍ରଥମ ସଦସ୍ୟ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଆଗାମୀ ବିଧାନ ସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ତେବେ ଯୁବ ଶିବସେନା ମୁଖ୍ୟ ଆଦିତ୍ୟ ସାଉଥ୍‌ ମୁମ୍ବାଇର ଓ୍ବର୍ଲି ଆସନରୁ ଲଢିବେ ବୋଲି କୁହାଯାଉଛି। ଯଦି ଏହା ସତ ହୁଏ ତେବେ ଠାକରେ ପରିବାରର ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡିହେବ। ପ୍ରଥମ କରି ଠାକରେ ପରିବାରର କୌଣସି ସଦସ୍ୟ ନିର୍ବାଚନ ଲଢିବେ। ସୂଚନାଯୋଗ୍ୟ, ଚଳିତ ମାସର ପ୍ରଥମରେ ଆଦିତ୍ୟ ଯେତେବେଳେ ‘ଜନ ଆଶୀର୍ବାଦ’ ରାଲିରେ ଯୋଗ ଦେଇଥିଲେ ଅନୁମାନ କରାଯାଉଥିଲା କି ସେ ନିର୍ବାଚନ ଲଢି ପାରନ୍ତି। ଆଉ ଏହାଥିଲା ତା’ର ଆରମ୍ଭ। କାରଣ ‘ଜନ ଆଶୀର୍ବାଦ’ ରାଲି ମାଧ୍ୟମରେ ସେ ଯୁବ ଭୋଟରଙ୍କୁ ନିଜ ଆଡକୁ ଆଣିବାକୁ ପ୍ରୟାସ କରିଥିଲେ ବୋଲି କୁହାଯାଉଛି। ଆହୁରି ମଧ୍ୟ ଅଲୋଚନା ହେଉଛି କି ଆଦିତ୍ୟ ଶିବସେନାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକ୍‌ ଟକ୍‌ ଭିଡିଓ ପାଇଁ ନଦୀକୁ ଡେଉଁଛନ୍ତି ଯୁବକ

ପାଟନା,୨୬।୭: ବିହାରର ଦରଭଙ୍ଗା ଜିଲାରେ ବନ୍ୟା ଜଳରେ ଉଛୁଳୁଥିବା ନଦୀକୁ ହେଇଁ ଯୁବକମାନେ ଟିକ୍‌ ଟକ୍‌ ଭିଡିଓ କରୁଥିବା ଘଟଣା ଏବେ ସାମ୍ନାକୁ ଆସିଛି। ବନ୍ୟା...

ସୁପ୍ରିମକୋର୍ଟରେ କରୋନା କଟକଣା

ନୂଆଦିଲ୍ଲୀ,୨୪ା୩(ପି.ଟି.): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାପତ୍ତା ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ଅଦାଲତ ଓକିଲାମାନଙ୍କ ଚାମ୍ବରଗୁଡ଼ିକୁ ବନ୍ଦ କରିବା ଲାଗି ସୋମବାର ନିଷ୍ପତ୍ତି ନେଇଛନ୍ତି। କେବଳ...

ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟ ପୁଣି ବର୍ଷେ ବଢ଼ିଲା

ନୂଆଦିଲ୍ଲୀ,୨୧।୭: ବାଂଲାଦେଶୀ ଲେଖିକା ତସଲିମା ନସରୀନ୍‌ଙ୍କ ଭାରତରେ ରହିବା ସମୟକୁ ପୁଣି ବର୍ଷେ ପାଇଁ ବଢ଼ାଇ ଦିଆଯାଇଛି। ରବିବାର ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା...

ପ୍ରତିରାଜ୍ୟରେ ପ୍ରତିଷ୍ଠା ହେବ ଏମ୍ସ୍‌: ବୃଦ୍ଧି ହେବ ୧୦,୦୦୦ ପିଜି ମେଡ଼ିକାଲ ସିଟ୍‌

ଋଷିକେଶ, ୧୪।୩: ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଦେଶର ପ୍ରତିରାଜ୍ୟରେ ଏମ୍ସ୍‌ ପ୍ରତିଷ୍ଠା ହେବ। ସେହିପରି ଆଗାମୀ ଦିନରେ ପିଜି ମେଡ଼ିକାଲ ସିଟ୍‌ରେ...

୩ ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କ ପରିବର୍ତ୍ତନ

ନୂଆଦିଲ୍ଲୀ, ୨।୬: ଦିଲ୍ଲୀ, ଛତିଶଗଡ଼ ଏବଂ ମଣିପୁର ଆଦି ୩ ରାଜ୍ୟର ଭାଜପା ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରାଯାଇଛି। ଦିଲ୍ଲୀ ଭାଜପା ଅଧ୍ୟକ୍ଷ ପଦରୁ ମନୋଜ...

ପିଓକେ-ଗିଲ୍‌ଗିଟ୍‌କୁ ଲୋକ ସଭା ଆସନ ଘୋଷଣା ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ: ପୂର୍ବ ‘ର’ ଅଧିକାରୀଙ୍କୁ ୫୦ ହଜାର ଜରିମାନା

ନୂଆଦିଲ୍ଲୀ,୧।୭: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଏବଂ ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଲୋକ ସଭା ଆସନ ଭାବେ ଘୋଷଣା କରିବା ଆବେଦନ ସୁପ୍ରିମ୍‌କୋର୍ଟରେ ସୋମାବାର ଖାରଜ ହୋଇଯାଇଛି। ଏହି ମାମଲାରେ...

ବଦଳି ଗଲାଣି କି ରାହୁଲଙ୍କ ଲୁକ୍‌

ନୂଆଦିଲ୍ଲୀ,୧୯।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଲୁକ୍‌ରେ ପରିବର୍ତ୍ତନ କରିଥିବା ଆଲୋଚନା ହେଉଛି। ସେ ତାଙ୍କ ନୂଆ ଲୁକ୍‌ରେ ଯୁବକ ବଦଳରେ ଟିକେ...

ଅପରେଶନ୍‌ ସମୁଦ୍ର ସେତୁ: ଭାରତୀୟଙ୍କୁ ଆଣିବା ଲାଗି ମାଳଦ୍ୱୀପରେ ପହଞ୍ଚିଲା ଆଇଏନ୍‌ଏସ୍‌ ଜଲଶ୍ୱା

ନୂଆଦିଲ୍ଲୀ,୭।୫: କରୋନା ସଂକ୍ରମଣ ଯୋଗୁ ପୃଥବୀରେ ଅଚଳାବସ୍ଥା ଦେଖାଦେଇଛି। ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟଙ୍କୁ ସ୍ବଦେଶ...

Play 250+ Trending Games
Archives

Model This Week

Why Dharitri