Advertisement
Posted inଜାତୀୟ

ନିର୍ବାଚନରେ ପରାସ୍ତ ହେବାପରେ କାନ୍ଦିଲେ ଟିକ୍‌ଟକ୍‌ ଷ୍ଟାର୍‌ ସୋନାଲି

ଚଣ୍ଡିଗଡ,୨୫।୧୦: ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗାଟ ନିର୍ବାଚନ ମୈଦାନରେ ଫେଲ୍‌ ମାରିବା ପରେ ଚିରାଚରିତ ଟିକ୍‌ଟକ୍‌ ଭିଡିଓ କରି ନିଜ ପ୍ରତିକ୍ରିୟା ଦେଇଛନ୍ତି। ପରାଜୟ ପରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ତାଙ୍କୁ କାନ୍ଦୁଥିବାର ଦେଖାଯାଇଛି। ହରିଆଣାର ଆଦମପୁରରୁ ଭାଜପା ସୋନାଲିଙ୍କୁ ପ୍ରାର୍ଥୀ କରିଥିଲା। ଟିକଟକରେ ତାଙ୍କର କ୍ରେଜ ଥିବାରୁ ଅଦାମପୁରର ଲୋକମାନେ ମଧ୍ୟ ତାଙ୍କୁ ଭୋଟ ଦେବେ ବୋଲି ଦଳ ଆଶା କରିଥିଲା। ହେଲେ ଦଳର ଟିକଟକ ଗୋଟି ଚାଳନା ଏଠାରେ ବର୍ତ୍ତମାନ ସୁଦ୍ଧା ଫେଲ ମାରିଛି। ସୋନାଲି ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କୁଲଦୀପ ବିଶୋଇଙ୍କ ଠାରୁ ୨୯, ୪୭୧ ଖଣ୍ତ ଭୋଟରେ ପରାସ୍ତ ହୋଇଛନ୍ତି। ନିଜର ପରାଜୟ ସ୍ବୀକାର କରି ସୋନାଲି କହିଛନ୍ତି, ଏଥର ପ୍ରଚାର ପାଇଁ ମୁଁ ବହୁତ କମ ସମୟ ପାଇଲି। ଆସନ୍ତା ଥରକୁ ମୁଁ କଠିନ ପରିଶ୍ରମ କିରିବି ଓ ଲୋକଙ୍କ ପାଇଁ କାର୍ଯ୍ୟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ସଚିନ ନୁହଁନ୍ତି, ବାପା ରାଜେଶ ମଧ୍ୟ କରିଥିଲେ ଗାନ୍ଧୀ ପରିବାର ବିରୋଧରେ ବିଦ୍ରୋହ: ଗେହଲଟଙ୍କ ସହ ଭଲ ନୁହେଁ ସମ୍ପର୍କ

ନୂଆଦିଲ୍ଲୀ,୧୫।୭: ରାଜସ୍ଥାନରେ ଗେହଲଟ ସରକାରଙ୍କ ବିରୋଧରେ ବିଦ୍ରୋହ କରି ବିଦା ହୋଇଛନ୍ତି ସଚିନ ପାଇଲଟ। ଏହି ନେତାଙ୍କୁ ଉଭୟ ଉପମୁଖ୍ୟମନ୍ତ୍ରୀ ଓ ରାଜସ୍ଥାନ ପ୍ରଦେଶ କଂଗ୍ରେସ...

ଠିକ୍‌ ଭାବେ ମାସ୍କ ନ ପିନ୍ଧିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ଡେରାଡୁନ,୧୬।୫: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ହେଲେ ଏବେବି କେତେକ ଲୋକ ଠିକ୍‌ ଭାବେ ମାସ୍କ ପିନ୍ଧୁ ନ ଥିବା...

ବିମୁଦ୍ରୀକରଣକୁ ପୂରିଲା ୩ବର୍ଷ, ସରକାରଙ୍କୁ ଘେରିଲେ ବିରୋଧୀ

ନୂଆଦିଲ୍ଲୀ,୮।୧୧: ଦେଶର ଅର୍ଥବ୍ୟବସ୍ଥା ଇତିହାସରେ ନଭେମ୍ବର ୮ ଏକ ଖାସ୍‌ ଦିନ ଭାବେ ଧରାଯାଇଛି। ୨୦୧୬, ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣା...

୧୬ ହଜାର ତଳେ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୫।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣର ଆତଙ୍କ ପୁଣି ଆରମ୍ଭ ହୋଇଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି...

ପାଠ ନ ପଢିବାରୁ ଝିଅକୁ ଏଭଳି ଦଣ୍ଡ ଦେଲେ ପିତା, ଜାଣିଲେ ଥରିବ ହୃଦୟ

କୋଲକତା,୧୭।୧: ସାଧାରଣତଃ ମାତାପିତାମାନେ ନିଜ ପିଲାମାନଙ୍କର ସୁରକ୍ଷାକାରୀ ଏବଂ ଶୁଭଚିନ୍ତକ ହୋଇଥାନ୍ତି। ଏପରି ପରିସ୍ଥିତିରେ, ଯଦି ପିତା ନିଜ ପିଲାମାନଙ୍କ ପ୍ରତି ନିଷ୍ଠୁର ତେବେ କ’ଣ...

ମୋଦି ସରକାର ନିର୍ବାଚନୀ ଫାଇଦା ପାଇଁ କରୁଛନ୍ତି ଧ୍ରୁବୀକରଣ: ସୋନିଆ…

ନୂଆଦିଲ୍ଲୀ, ୧୪।୯ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଏକ ବଡ ଅଭିଯୋଗ ଆଣିଛନ୍ତି। ଏକ ଇଂଲିଶ୍‌...

ପ୍ରତିଦିନ ଗୋମୁତ୍ର ପିଇଲେ ହେବନି କରୋନା: ସାଧ୍ୱୀ ପ୍ରଜ୍ଞା

ଭୋପାଳ,୧୭।୫: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶ ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ କରୋନାକୁ ନେଇ ଏକ...

କେଜ୍‌ରିଓ୍ବାଲଙ୍କୁ ‘କପି ମାଷ୍ଟର’ କହିଲେ ଗୋଆ ମୁଖ୍ୟମନ୍ତ୍ରୀ

ପାଣାଜୀ,୩।୧୦: ଆସନ୍ତା ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ବହୁ ଦଳ ଜୋରଦାର କାର୍ଯ୍ୟ କରୁଛନ୍ତି। ସେଥିମଧ୍ୟରୁ ଦିଲ୍ଲୀର ଶାସକ ଆମ...

Advertisement
Archives

Model This Week