ନିରନ୍ତର ସେବା ଯୋଗାଉଛନ୍ତି ତୈଳ ବିପଣନ କମ୍ପାନୀ

ଭୁବନେଶ୍ୱର, ୨।୪: କରୋନା ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ଦେଶର ତୈଳ ବିପଣନ କମ୍ପାନୀଗୁଡିକ ଲୋକଙ୍କୁ ନିରନ୍ତର ସେବା ଯୋଗାଣ ଧାରା ଜାରି ରଖିଥିବା ସୂଚନା ଦେଇଛନ୍ତି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ ଏଭଳି ସହାୟତା କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଦେଶର ଉର୍ଜା ଆବଶ୍ୟକତାକୁ ସୁନିଶ୍ଚିତ କରିବା ଦିଗରେ ତୈଳ ବିପଣନ କମ୍ପାନୀଗୁଡିକ ନିରନ୍ତର ଯୋଗଦାନ ରଖିଥିବା କହିଛନ୍ତି। ଏଲ୍‌ପିଜି ବିତରଣ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ମତ୍ୟୁ ଘଟିଲେ ୫ ଲକ୍ଷ ସହାୟତା କରାଯିବ। ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଆଗାମୀ ୩ ମାସ ଲାଗି ୩ଟି ସିଲିଣ୍ଡର ମିଳିବ। ଏହି ସମୟରେ ମଧ୍ୟ ଦେଶରେ ଏଲ୍‌ପିଜି ଯୋଗାଣ ଜାରି ରହିଛି। ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ବିପଣନ କମ୍ପାନୀଗୁଡିକ ୧୦୯୨ କୋଟି ଟଙ୍କା ଯୋଗଦାନ ରଖିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ତୈଳବୀଜ ମହଜୁଦ ଉପରେ ସରକାରଙ୍କ କଟକଣା

ଭୁବନେଶ୍ୱର,୬ା୨: ଗତ କିଛି ମାସ ହେବ ବିଭିନ୍ନ କାରଣ ଯୋଗୁ ଦେଶରେ ଖାଇବା ତେଲ ଦର ବୃଦ୍ଧି ଘଟିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର...

ଭାରତ ବଜାର ଛାଡ଼ିବ ଏୟାର ଏସିଆ; ସମ୍ପୂର୍ଣ୍ଣ ଅଂଶଧନ ଟାଟାକୁ ବିକିପାରେ

ନୂଆଦିଲ୍ଲୀ: ସୁଲଭ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏୟାର ଏସିଆ ଭାରତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। କରୋନା ଯୋଗୁ ବିମାନ ଚଳାଚଳ କ୍ଷେତ୍ର...

ପ୍ରାୟ ୬ ମାସ ପରେ କମିଲା ଡିଜେଲ

  ଭୁବନେଶ୍ୱର,୪।୯: ପ୍ରାୟ ୬ ମାସ ପରେ ପ୍ରଥମ ଥର ଲାଗି ଡିଜେଲ ଦର କମିଥିବା ନଜରକୁ ଆସିଛି। ଗୁରୁବାର ଭୁବନେଶ୍ୱରରେ ଡିଜେଲ ଲିଟର ପିଛା...

ରାମ୍‌କୋ ସିମେଣ୍ଟର ଡିଲର ସମ୍ମିଳନୀ

ଭୁବନେଶ୍ୱର,୮-୧୧(ବ୍ୟୁରୋ):ରାମ୍‌କୋ ସିମେଣ୍ଟ ଲିମିଟେଡ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଡିଲର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରାୟ ୯୦୦ ଡିଲର ଯୋଗ ଦେଇଥିଲେ। ଗ୍ରାହକଙ୍କ ଚାହିଦାକୁ...

୨୦୦ ସହରରେ ପେଟିମ୍‌ ଦେବ ୫୦ କୋଟିର କ୍ୟାସ୍‌ବ୍ୟାକ୍‌…

ନୂଆଦିଲ୍ଲୀ,୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅନ୍‌ଲାଇନ୍‌ରେ ଡିଜିଟାଲ କାରବାର କରିବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ଏପରିସ୍ଥଳେ ପେଟିମ୍‌ ଏହାର ୟୁଜରମାନଙ୍କ ପାଇଁ...

ଜେଇଇ(ଆଡଭାନ୍ସଡ)ରେ ଆକାଶ ବାଇଜୁସର ବାଜିମାତ

ଭୁବନେଶ୍ୱର,୧୯।୬: ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ଯୁଗ୍ମ...

ଶୀଘ୍ର ଖର୍ଚ୍ଚ ହେଉଛି କି ଫୋନ୍‌ର ଇଣ୍ଟରନେଟ୍‌ ଡାଟା ? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ।...

ବେଦାନ୍ତ ଆଲୁମିନିୟମରେ ନୂତନ ନୀତି ପ୍ରଣୟନ

ଭୁବନେଶ୍ୱର,୮।୮ (ଅଭୟ ଦାଶ) :ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଏକ ନୂତନ ନୀତି ‘ ନ୍ୟୁ ଜେଣ୍ଡର ରିଆଫାରମେଶନ ପଲିସି’ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ...

Advertisement
Archives

Model This Week