Posted inଜାତୀୟ

ନିଜକୁ ନାବାଳକ ଦାବି କଲେ ପଓ୍ବନ କୁମାର

ନୂଆଦିଲ୍ଲୀ,୧୯।୧୨(ପି.ଟି): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅନ୍ୟତମ ଅପରାଧୀ ପଓ୍ବନ କୁମାର ଗୁପ୍ତା ୨୦୧୨ରେ ନାବାଳକ ଥିଲେ ବୋଲି ଦାବି କରି ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜଷ୍ଟିସ୍‌ ସୁରେଶ କୁମାର କାୟତ ଗୁରୁବାର ଆବେଦନର ଶୁଣାଣି କରିବେ। ଅପରାଧ ସମୟରେ ସେ ନାବାଳକ ଥିଲେ। ତଦନ୍ତକାରୀ ଅଧିକାରୀ ତାଙ୍କ ହାଡ଼ର ପରୀକ୍ଷା କରି ନ ଥିଲେ ବୋଲି ପଓ୍ବନ ଅଭିଯୋଗ କରିବା ସହ ଜୁଭେନାଇଲ ଜଷ୍ଟିସ୍‌ ଆଇନ (ଜେଜେଏ)ରେ ତାଙ୍କୁ ସୁବିଧା ମିଳିବାକୁ ଦାବି କରିଛନ୍ତି। ଜେଜେ ଆଇନର ଧାରା ୭ଏ ଅନୁଯାୟୀ ମାମଲା ବିଚାରର ଯେକୌଣସି ସମୟରେ ଅଭିଯୁକ୍ତଙ୍କ ନାବାଳକ ଦାବି କୋର୍ଟରେ ଉପସ୍ଥାପନ କରାଯାଇପାରିବ। ନାବାଳକ ଭାବେ ତାଙ୍କର ଦାବିକୁ ସୁନିଶ୍ଚିତ କରାଇବା ଲାଗି ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ହାଡ଼ ପରୀକ୍ଷା କରାଇବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ପଓ୍ବନ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେବା ପରେ ଡ୍ରାଇଭରଙ୍କ ମୃତ୍ୟୁ, ଆଶାକର୍ମୀ ଅସୁସ୍ଥ: ପରୀକ୍ଷା ନିରୀକ୍ଷା ଜାରି

ହାଇଦ୍ରାବାଦ୍‌/ଚଣ୍ଡିଗଡ଼, ୨୧।୧: କରୋନା ଟିକା ନେବା ପରେ ତେଲଙ୍ଗାନାର ନିର୍ମଳ ଜିଲାରେ ଆମ୍ବୁଲାନ୍ସ୍‌ ଡ୍ରାଇଭର ବିଠୁଲଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ...

ହାଇଦ୍ରାବାଦ୍‌ ପୋଲିସଙ୍କୁ ସଲାମ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ, ୬।୧୨: ତେଲେଙ୍ଗାନାର ଡାକ୍ତରାଣୀଙ୍କୁ ଗଣବଳାତ୍କାର କରିବା ପରେ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ଶୁକ୍ରବାର ସକାଳୁ ଏଭଳି ଘଟଣା...

ଭୂକମ୍ପ ଆସିବା ପୂର୍ବରୁ ମିଳିବ ସତର୍କ ସୂଚନା: ଉତ୍ତରାଖଣ୍ଡରେ ଆରମ୍ଭ ହେବ ପ୍ରଥମ ଓ୍ବାର୍ନିଂ ସିଷ୍ଟମ

ଡେରାଡୁନ,୪।୮: ଜାପାନ, ମେକ୍ସିକୋ ଓ ଆମେରିକା ପରେ ଏବେ ଭାରତରେ ପ୍ରଥମ ଭୂକମ୍ପ ପୂର୍ବ ସତର୍କତା ସୂଚନା ଉତ୍ତରାଖଣ୍ଡରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟରେ ବୁଧବାରଠାରୁ...

ଉଦ୍ଧବ ଠାକରେ ପୁରୁଷତ୍ୱ ପାଇଁ ଏକ କଳଙ୍କ: ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ…

ମୁମ୍ବାଇ,୧୧।୭ : ମହାରାଷ୍ଟ୍ରର ଭାଜପା ବିଧାୟକ ନୀତେଶ ରାଣେ ମଙ୍ଗଳବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଉଦ୍ଧବ ଠାକରେଙ୍କୁ...

ସଲିମ୍‌ଙ୍କ ପାଇଁ ଅଟକି ରହିଛି ଶବନମ୍‌ଙ୍କ ଫାଶୀ

ଲକ୍ଷ୍ନୌ,୨୧।୨: ପ୍ରେମ ପାଇଁ ନିଜ ପରିବାରର ୭ ଜଣଙ୍କୁ ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗରେ ଫାଶୀଦଣ୍ଡ ହୋଇଥିବା ଶବନମ୍‌ଙ୍କ ପାଇଁ ମୃତ୍ୟୁ...

ବି.ଭି.ଆର ସୁବ୍ରମଣ୍ୟମ ନୀତି ଆୟୋଗର ନୂଆ ସିଇଓ

ନୂଆଦିଲ୍ଲୀ,୨୦।୨: ପୂର୍ବତନ ଆଇଏଏସ୍‌ ଅଧିକାରୀ ବି.ଭି.ଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ...

ଘର ଆଗରେ ମଳତ୍ୟାଗ କରିବା ହେଲା କାଳ: ଦୁଇ ପଡୋଶୀଙ୍କ କଳିରେ ଦେଢ ବର୍ଷ ଶିଶୁର ପ୍ରାଣ ଗଲା

ଭୋପାଳ,୪।୧୦:ମଧ୍ୟ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ୭ବର୍ଷର ଶିଶୁ ଘର ଆଗରେ ମଳତ୍ୟାଗ କରିବାରୁ ଦୁଇ ପଡୋଶୀ ମଧ୍ୟରେ ଝଗଡା ଲାଗି ଦେଢ ବର୍ଷର...

ଜନସଂଖ୍ୟା ଆଇନ ନେଇ ଏନ୍‌ଡିଏରେ ଫାଟ…

ପାଟନା,୧୩।୭: ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ଜାରି କରାଯାଇଥିବା ଜନସଂଖ୍ୟା ଆଇନକୁ ନେଇ ଏନ୍‌ଡିଏରେ ଫାଟ ସୃଷ୍ଟି ହୋଇଛି। ବିହାରରେ ମୁଖ୍ୟମନ୍ତ୍ରୀ ଜେଡ଼ିୟୁ ପ୍ରମୁଖ...

Advertisement
Archives

Model This Week