Posted inଜାତୀୟ

ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି ପାଇଁ ମନା କଲେ କୋର୍ଟ

ଚେନ୍ନାଇ,୧୨।୯: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ନଳିନୀଙ୍କ ପାରୋଲ ଅବଧି ବୃଦ୍ଧି କରିବାକୁ ମାଡ୍ରାସ ହାଇକୋର୍ଟ ମନା କରି ଦେଇଛନ୍ତି। ପୂର୍ବରୁ ୨୨ ଅଗଷ୍ଟରେ ମାଡ୍ରାସ ହାଇକୋର୍ଟ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ୭ ଦୋଷୀଙ୍କ ମଧ୍ୟରୁ ନଳିନୀଙ୍କ ପାରୋଲ ଅବଧିକୁ ୩ ସପ୍ତାହ ବୃଦ୍ଧି କରିଥିଲେ। ସେତେବେଳେ ନଳିନୀ ଗୋଟିଏ ମାସ ପାଇଁ ପାରୋଲା ଆବେଦନ କରିଥିଲେ। କାରଣ ଏହି ସମୟ ମଧ୍ୟରେ ସେ ତାଙ୍କ ଝିଅର ବିବାହ ପ୍ରସ୍ତୁତି କରିପାରିବେ ବୋଲି ଦର୍ଶାଇଥିଲେ। ଏଥର ପୁଣି ଥରେ ଏହି ଅବଧିକୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସେ ଆବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଦୌଡ଼ରେ ମୁଁ ନାହିଁ: ଶାହ

ନୂଆଦିଲ୍ଲୀ,୧୮।୧୨: ପ୍ରଧାନମନ୍ତ୍ରୀ ଦୌଡ଼ରେ ନ ଥିବା କଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତିି। ଏକ ସାକ୍ଷାତ୍‌କାରରେ ଶାହ ଏହା ପ୍ରକାଶ କରିଛନ୍ତି। ଦଳରେ ବହୁ...

ରାଜ୍ୟଗୁଡିକୁ ଗୃହ ମନ୍ତ୍ରଣାଳୟର ଚିଠି: ପ୍ଲାଷ୍ଟିକ ତ୍ରିରଙ୍ଗା ବ୍ୟବହାର ବନ୍ଦ କରାଯାଉ

ନୂଆଦିଲ୍ଲୀ,୮।୮:ସ୍ବାଧୀନତା ଦିବସ ପୂର୍ବରୁ ପ୍ଲାଷ୍ଟିକରେ ପ୍ରସ୍ତୁତ ତ୍ରିରଙ୍ଗା ବ୍ୟବହାରକୁ ଅନୁମତି ନ ଦେବାକୁ କେନ୍ଦ୍ର ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦେଇଛି। ଲୋକମାନେ ପ୍ଲାଷ୍ଟିକର ଜାତୀୟ ପତାକା ବ୍ୟବହାର...

ସୋମବାର ଲୋକସଭାରେ ଆଗତ ହୋଇପାରେ ନାଗରିକତା ସଂଶୋଧନ ବିଲ୍‌

ନୂଆଦିଲ୍ଲୀ,୮।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ଗତ ସପ୍ତାହରେ ମଞ୍ଜୁରୀ ଦେଇଛି। ଏବେ ଏହା ସଂସଦର ଉଭୟ ଗୃହରେ ଉପସ୍ଥାପିତ ହେବ।...

ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ ଅନୁମତି

ନୂଆଦିଲ୍ଲୀ,୧୫ା୬: ପଞ୍ଜାବୀ ଗାୟକ ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ହାଜତକୁ ନେବା ଲାଗି ପଞ୍ଜାବ ପୋଲିସକୁ କୋର୍ଟ...

ଭବାନୀପୁର ଉପ ନିର୍ବାଚନ ପ୍ରଚାର ବେଳେ ଭାଜପା ମୁଖ୍ୟଙ୍କୁ ସେକିଲେ

କୋଲାକାତା,୨୭।୯: ଆସନ୍ତା ୩୦ ତାରିଖରେ ହେବାକୁ ଯାଉଥିବା ଭବାନୀପୁର ଉପ ନିର୍ବାଚନ ଲାଗି ସୋମବାର ଘରରୁ ଘର ପ୍ରଚାରବେଳେ ଭାଜପାର ଜାତୀୟ ଉପ ସଭାପତି ଦୀଲିପ...

ଦିଲ୍ଲୀରେ ବଢ଼ୁଛି କରୋନା ଗ୍ରାଫ: ୨୪ ଘଣ୍ଟାରେ ଗଲା ୧୧୮ଜୀବନ

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ମୁକାବିଲା ପାଇଁ ରାଜ୍ୟସରକାର...

ଦାଉଦଙ୍କ ଘର ଭଙ୍ଗା ଯାଇ ପାରୁ ନ ଥିବା ବେଳେ କାହିଁକି ଭଙ୍ଗାଗଲା କଙ୍ଗନାଙ୍କ ଘର: ଫଡନବିଶ

ମୁମ୍ବାଇ,୧୧ ।୯: ମହାରାଷ୍ଟ୍ର ସରକାର ଓ ବଲିଉଡ୍ ନାୟିକା କଙ୍ଗନା ରାନାୱତଙ୍କ ମଧ୍ୟରେ ତୁତୁ ମେମେ ଲାଗି ରହିଛି । ଇତିମଧ୍ୟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କ...

ବିବାଦୀୟ ମନ୍ତବ୍ୟକୁ ନେଇ ସଫେଇ ଦେଲେ ଶିବରାଜ

ନୂଆଦିଲ୍ଲୀ,୨୧।୧୦: ପୂର୍ବତନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଶିବରାଜ ପାଟିଲ ନିଜ ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ଯଦି...

Advertisement
Archives

Model This Week