ନଓ୍ବାଜଙ୍କ ପରେ ତାଙ୍କ ଝିଅ ବି ହସ୍ପିଟାଲରେ ଭର୍ତ୍ତି

ଲାହୋର,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରେ ତାଙ୍କ ଝିଅ ମରିୟମ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନୱାଜଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋମବାର ଲାହୋରରେ ଥିବା ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭିଆଇପି ରୁମ୍‌ ନଂ ୧ ଭର୍ତ୍ତି କରାଯାଇଥିଲାବେଳେ ମରିୟମଙ୍କୁ ଭିଆଇପି ରୁମ୍‌ ନଂ ୨ରେ ରଖାଯାଇଛି। ନଓ୍ବାଜଙ୍କ ବ୍ଲଡ ପ୍ଲେଟିଲେଟସ ୧୬ ହଜାରରୁ ୨ହଜାର ହୋଇଛି। ଏବେ ନଓ୍ବାଜଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ଏପଟେ ନଓ୍ବାଜ ଜେଲରେ ଥିବାବେଳେ ତାଙ୍କ ଖାଇବାରେ ବିଷ ଦିଆଯାଇଛି ବୋଲି ତାଙ୍କ ପୁଅ ହୁସେନ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ପାନାମା ପେପର ମାମଲାରେ ସେ ଏବେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରା ଦଣ୍ଡିତ ହୋଇଛନ୍ତି। ୨୪ ଡିସେମ୍ବର ୨୦୧୮ରୁ ସେ ଏବେ ଜେଲରେ ସଜା କାଟୁଛନ୍ତି। ୭ ବର୍ଷ ପାଇଁ ଜେଲ ସଜା ଦେଇଛନ୍ତି ପାକିସ୍ତାନର ସର୍ବୋଚ୍ଚ କୋର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନ୍‌ଙ୍କୁ କୂଟନୈତିକ ସୁରକ୍ଷା ଦେଲା ଦକ୍ଷିଣ ଆଫ୍ରିକା

କେପ୍‌ଟାଉନ୍‌,୩୧ା୫: ୪୬୧ ଦିନ ହେଲା ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଗତ ମାର୍ଚ୍ଚରେ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅପରାଧ ଅଦାଲତ (ଆଇସିସି) ରୁଷିଆ...

ଯୁଦ୍ଧ ବିମାନ ଦୁର୍ଘଟଣା: ୭ ଯବାନ ମୃତ

ଆବୁଜା,୨୧।୨: ନାଇଜେରିଆର ରାଜଧାନୀ ଆବୁଜା ନିକଟରେ ରବିବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବାୟୁସେନା ମୁଖପାତ୍ର...

ଆମେରିକାରେ ମଧ୍ୟବର୍ତ୍ତିକାଳିନ ନିର୍ବାଚନ, ଟ୍ରମ୍ଫ-ବାଇଡେନଙ୍କ ପାଇଁ ଅଗ୍ନି ପରୀକ୍ଷା, ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ପଡିପାରେ ପ୍ରଭାବ

ୱାଶିଂଟନ,୮ ।୧୧: ଆମେରିକାରେ ଆଜି ଅର୍ଥାତ୍ ମଙ୍ଗଳବାର ମିଡ-ଟର୍ମ ଇଲେକସନ ବା ମଧ୍ୟବର୍ତ୍ତି କାଳିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଲକ୍ଷ ଲକ୍ଷ ଆମେରିକୀୟ...

ନେପାଳ, ବାଲାଂଦେଶରେ ବନ୍ୟା: ୬୫ ମୃତ, ଲକ୍ଷାଧିକ ବିସ୍ଥାପିତ

କାଠମାଣ୍ଡୁ/ଢାକା,୧୫।୭: ଭାରତର କିଛି ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ପଡୋଶୀ ଦେଶ ନେପାଳ ଏବଂ ବାଲାଂଦେଶରେ ମଧ୍ୟ ଜଳପ୍ରଳୟ ଲାଗିରହିଛି। ବନ୍ୟା ଏବଂ ଭୁସ୍ଖଳନ...

ଚାଇନାର ଶେଷ ସମ୍ରାଟଙ୍କ ଘଣ୍ଟା ୬ ନିୟୁତ ଡଲାର

ହଂକଂ: ଚାଇନାର ଶେଷ ସମ୍ରାଟ ଆସିନ୍‌-ଗିଓରୋ ପୁୟିଙ୍କ ହାତଘଣ୍ଟା ହଂକଂରେ ୬ ନିୟୁତ ଡଲାରରେ ନିଲାମ ହୋଇଛି। ଐତିହାସିକ ଦୃଷ୍ଟିକୋଣରୁ ମହତ୍ତ୍ୱପୂର୍ଣ୍ଣ ରେଫ୍‌ ୯୬ କ୍ୱାଣ୍ଟିମେ...

ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର ପାଇଁ ଆଗ୍ରହୀ ୟୁକ୍ରେନ: ପୁଟିନ୍‌

ମସ୍କୋ,୧୩।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ୍‌ଙ୍କ ସହିତ ସାକ୍ଷାତ କରିବାର କିଛି ଘଣ୍ଟା ପୂର୍ବରୁ ଏକ ବଡ...

ଗୁଗଲକୁ ଟକ୍କର ଦେବ ବିଙ୍ଗ୍‌…

ଓ୍ବାଶିଂଟନ,୮।୨ : ଅନ୍ଲାଇନ ସର୍ଚ୍ଚ ଜଗତରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରାଧାନ୍ୟ ଦେଇଥାଏ। ତେବେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ଅନୁସାରେ ଗୁଗୁଲର ଏହି ପ୍ରାଧାନ୍ୟ...

କିମ୍‌ଙ୍କୁ ଅଭିନନ୍ଦନ ଜଣାଇ ଟ୍ରମ୍ପ୍‌ ଅଡ଼ୁଆରେ

ଓ୍ବାଶିଂଟନ, ୫ା୬: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କାର୍ଯ୍ୟକାରିଣୀ ବୋର୍ଡରେ ଉତ୍ତର କୋରିଆ ସାମିଲ ହେବାକୁ ନେଇ ଏହାର ନେତା କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ଆମେରିକାର...

Advertisement
Archives

Model This Week