Posted inଜାତୀୟ

ଧୋତି କୁର୍ତ୍ତାରେ କ୍ରିକେଟ୍‌ ଖେଳ: ସଂସ୍କୃତରେ ହେଲା କମେଣ୍ଟ୍ରି

ପାଟନା,୧।୯: ବିହାର ଦରଭଙ୍ଗାଠାରେ ଏକ ନିଆରା କ୍ରିକେଟ୍‌ ଖେଳ ହୋଇଛି। ଏଥିରେ ଖେଳାଳିମାନେ ଧୋତି କୁର୍ତ୍ତା ପିନ୍ଧି ଖେଳିଛନ୍ତି। ଖେଳରେ କମେଣ୍ଟ୍ରି ସଂସ୍କୃତରେ କରାଯାଇଥିଲା। ସ୍ଥାନୀୟ କାମେଶ୍ୱର ସିଂ ଦରଭଙ୍ଗା ସଂସ୍କୃତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି କ୍ରିକେଟ୍‌ ଖେଳର ଆୟୋଜନ କରାଯାଇଥିଲା। ଶିକ୍ଷକ ଏକାଦଶ ଏବଂ ଛାତ୍ର ଏକାଦଶ ମଧ୍ୟରେ ଏଥିରେ ମୁକାବିଲା ହୋଇଥିଲା। ୧୦ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ ଦେଖିବାକୁ ବେଶ୍‌ ଜନସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ନାଦର ଶ୍ରେଷ୍ଠ ପରୋପକାରୀ

ନୂଆଦିଲ୍ଲୀ,୨୧।୧୦ : ଶିଳ୍ପପତି ତଥା ଏଚସିଏଲ ଟେକ୍‌ନୋଲୋଜିର ପ୍ରତିଷ୍ଠାତା ଶିବ ନାଦର ଭାରତ ଶ୍ରେଷ୍ଠ ପରୋପକାରୀ ପରିଚୟ ହାସଲ କରିଛନ୍ତି। ତାଙ୍କର ବାର୍ଷିକ ଦାନ ପରିବାର...

ଭାରତୀୟ ଯବାନଙ୍କ ‘ପ୍ଲାନ୍‌-୧୯୦’ ଚାଇନା ସୈନ୍ୟଙ୍କୁ ପରାସ୍ତ କରିବାକୁ ସକ୍ଷମ ହେବ…

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ସେନା ଚାଇନାର ସୈନ୍ୟଙ୍କ ମୁକାବିଲା ପାଇଁ ଏନେ ନୂଆ ଯୋଜନା ଉପରେ କାର୍ଯ୍ୟ ଜାରି ରଖିଛି। ଶୀତ ଆସିବା ପୂର୍ବରୁ ଏବେ ଭାରତ...

ନୌସେନାକୁ ମିଳିଲା ପ୍ରଥମ ପି୧୫ବି ଯୁଦ୍ଧଜାହାଜ

ନୂଆଦିଲ୍ଲୀ, ୧।୧୧: ଭାରତୀୟ ନୌସେନାକୁ ଅକ୍ଟୋବର ୨୮ରେ ପ୍ରଥମ ପି୧୫ବି ଗାଇଡେଡ୍‌-ମିଶାଇଲ ଡେଷ୍ଟ୍ରୟର ମିଳିଛି। ମାଜଗାଁଓ ଡକ୍‌ ଲିମିଟେଡ୍‌ରେ ଉକ୍ତ ଯୁଦ୍ଧଜାହାଜ ନିର୍ମାଣ କରାଯାଉଥିଲା। ପ୍ରୋଜେକ୍ଟ...

କରୋନା ଭାଇରସ କବଳରେ ୩ ବର୍ଷର ଭାରତୀୟ ଶିଶୁ

ଥିରୁଭାନନ୍ତପୁରମ,୯।୩: ଡରାଇଲାଣି କରୋନା ଭାଇରସ। ଆମେରିକା, ଇଟାଲି ଭଳି ଦେଶ ଏହି କରୋନା ଭାଇରସ କବଳରେ ଆସିଥିବା ବେଳେ ଏବେ ଏହା ଭାରତରେ କାୟା ବିସ୍ତାର...

ସମଲିଙ୍ଗୀ ବିବାହ ପାଇଁ ସୁପ୍ରିମକୋର୍ଟରେ ପିଟିଶନ: କେନ୍ଦ୍ରକୁ ଜବାବ ତଲବ

ନୂଆଦିଲ୍ଲୀ,୨୬।୧୧: ମହିଳା ସମଲିଙ୍ଗୀ, ପୁରୁଷ ସମଲିଙ୍ଗୀ, ଉଭୟଲିଙ୍ଗୀ, ତୃତୀୟଲିଙ୍ଗୀ ଓ ଅପ୍ରାକୃତିକ ଯୌନ ସମ୍ବନ୍ଧ ରକ୍ଷାକାରୀ (ଏଲ୍‌ଜିବିଟିକ୍ୟୁ) ସମ୍ପ୍ରଦାୟକୁ ବିବାହ ସମ୍ପର୍କିତ ଅଧିକାର ପ୍ରଦାନ ପାଇଁ...

ଉଦ୍ଧବଙ୍କ ଘରେ ବିଦ୍ରୋହ ! ଶିନ୍ଦେଙ୍କୁ ଭେଟିଲେ ବାଲାସାହେବ ଠାକରେଙ୍କ ବୋହୂ ସ୍ମିତା…

ମୁମ୍ବାଇ, ୨୭।୭ : ଶିବସେନା ବିଧାୟକମାନେ ବିଦ୍ରୋହ କରିବା ପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ କ୍ଷମତା ହରାଇଥିଲେ। ଏବେ ଦଳ ତାଙ୍କ ହାତରୁ ବାହାରକୁ ଯାଉଥିବା...

ମହାରାଷ୍ଟ୍ର ବିଧାନସଭା ପାଇଁ ଏନ୍‌ସିପି ଜାରି କଲା ଷ୍ଟାର ପ୍ରଚାରକଙ୍କ ତାଲିକା

ପୁଣେ,୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ଶନିବାର ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ଦଳ...

ଅଧା ରାତିରେ ଆସାମ ପହଞ୍ଚିଲେ ଶାହା

ଗୁଆହାଟୀ,୨୬ ।୧୨: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦୁଇ ଦିନିଆ ଆସାମ ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗୁଆହାଟୀ ପହଞ୍ଚିଛନ୍ତି । ଶାହାଙ୍କୁ ସ୍ୱାଗତ କରିବାକୁ ନିଜେ...

Advertisement
Archives

Model This Week