Advertisement

ଧୂମପାନକାରୀଙ୍କ ପ୍ରତି କରୋନା ବିପଦ ଅଧିକ

ଲଣ୍ଡନ,୩।୭:ଧୂମପାନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ପ୍ରାଣଘାତୀ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ତେବେ ଏହି ବିପଦ ପ୍ରକୃତରେ କେତେ ଅଧିକ ତାହା କୁହାଯାଇନାହିଁ। ଧୂମପାନ ଓ କୋଭିଡ୍‌-୧୯ ମଧ୍ୟରେ ଥିବା ସମ୍ପର୍କକୁ ନେଇ ପ୍ରକାଶିତ ୩୪ଟି ଅଧ୍ୟୟନ ଉପରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସମୀକ୍ଷା କରାଯାଇଥିଲା। ବିଶେଷ କରି ସଂକ୍ରମଣ, ରୋଗୀ ଗୁରୁତର ହେବା ଓ ମୃତ୍ୟୁ ଆଦି ଉପରେ ସମୀକ୍ଷା କରିବା ପରେ ଜଣାପଡିଥିଲା ଯେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଧୂମପାନକାରୀ। ଗତ ଏପ୍ରିଲରେ ଫ୍ରାନ୍ସର ଗବେଷକ କହିଥିଲେ, ଧୂମପାନକାରୀଙ୍କ ପ୍ରତି କରୋନା ସଂକ୍ରମଣ ଆଶଙ୍କା କମ୍‌। କିନ୍ତୁ ଅଧିକାଂଶ ବୈଜ୍ଞାନିକ ଏହା ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ଅଧିକ ତଥ୍ୟ ଅଧ୍ୟୟନରୁ ଜଣାପଡିଛି ଧୂମପାନ କରୁଥିବା କରୋନା ରୋଗୀ ଗୁରୁତର ହେବା ଆଶଙ୍କା ଅଧିକ। ସେଥିପାଇଁ ଧୂମପାନ ଛାଡ଼ିବାକୁ ଡବ୍ଲ୍ୟୁଏଚ୍‌ଓ ସୁପାରିସ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ବେଳର ବନ୍ଧୁ: ମଜଭୁତ ରହିବା ପାଇଁ ଭାରତକୁ ନିଆରା ବାର୍ତ୍ତା ଦେଲା ୟୁଏଇ

ଆବୁଧାବି,୨୬।୪: ଭାରତ କରୋନା ମହାମାରୀ ସହ ସଂଘର୍ଷ କରୁଛି। ଦିନକୁ ଦିନ ପରିସ୍ଥିତି ଖରାପ ହେବାରେ ଲାଗିଛି। ଏହି ଗୁରୁତର ସଙ୍କଟବେଳେ ଅନେକ ଦେଶ ଭାରତକୁ...

ଚନ୍ଦ୍ର ମୁହାଁ ଆର୍ଟେମିସ-୧…

ଓ୍ବାଶିଂଟନ,୧୬।୧୧ : ପ୍ରାୟ ୫୦ ବର୍ଷ ପରେ ନାସା ଚନ୍ଦ୍ର ଉପରେ ନିଜର ମିଶନ ଆରମ୍ଭ କରିଛି। ବୁଧବାର ଆମେରିକାର ସ୍ପେସ ଏଜେନ୍ସି ଚନ୍ଦ୍ରକୁ ମାନବ...

୧୨୦ ଦେଶକୁ ସହାୟତା ଦେବ ଆମେରିକା

ଓ୍ବାଶିଂଟନ,୪ା୫: କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ଭାରତ ସମେତ ୧୨୦ ଦେଶକୁ ଆମେରିକା ୭୭୫ ନିୟୁତ ଡଲାର ସହାୟତାର ପ୍ରତିଶ୍ରୁତି ଦେଇଛି। ଜରୁରୀ ସ୍ବାସ୍ଥ୍ୟସେବା, ମାନବୀୟ...

କରୋନା ଭାଇରସ: ଇରାନରେ କଏଦୀଙ୍କୁ କରାଗଲା ମୁକ୍ତ

ତେହେରାନ,୧୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱର ପାଖାପାଖି ୧୦୦ ଦେଶକୁ ବ୍ୟାପିଯାଇଥିବା ସୂଚନା ମିଳିଛି। ଏହା ଦ୍ରୁତଗତିରେ ବ୍ୟାପୁଥିବାରୁ ଓ...

ହେଡ୍‌ଫୋନରେ ଲୁଚିଥିଲା ବୁଢ଼ିଆଣୀ, ଗୀତ ଶୁଣିବା ପାଇଁ କାନରେ ଲଗାଇଲେ ମହିଳା, ଆଉ ତାପରେ…

କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ...

କତରରେ ଚାଲିଥିବା ଫିଫା ୱାର୍ଲଡ କପ ଯୋଗୁ ସାରା ବିଶ୍ୱରେ କ୍ୟାମେଲ ଫ୍ଲୁ ବ୍ୟାପିବାର ଆଶଙ୍କା?

ଦୋହା,୨୮ ।୧୧: ଫୁଟପ୍ରେମୀଙ୍କ ପସନ୍ଦର ଟୁର୍ନାମେଣ୍ଟ ଫିଫା ୱାର୍ଲଡ କପ ୨୦୨୨ ଏବେ ଶେଷ ପର୍ଯ୍ୟାୟରେ । ଇତି ମଧ୍ୟରେ ଏକ ରିପୋର୍ଟରେ କତରରେ ବ୍ୟାପୁଥିବା...

୪ ଦିନିଆ ତାଇଓ୍ବାନ ଗସ୍ତରେ ଆମେରିକୀୟ ଗଭର୍ନର

ତାଇପେଇ,୨୩।୮: ନିକଟରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ଉତ୍ତେଜିତ ହୋଇପଡିଥିଲା। ଏଭଳି ସ୍ଥିତିରେ ଆମେରିକାର ଇଣ୍ଡିଆନା ପ୍ରଦେଶର ଗଭର୍ନର...

ପାକିସ୍ତାନରେ ଚାଇନା ନାଗରିକଙ୍କୁ ଗୁଳି ମାରି ହତ୍ୟା: ୨ ଆହତ

କରାଚି,୨୮।୯: ପାକିସ୍ତାନର କରାଚିରେ ବୁଧବାର ଜଣେ ଚାଇନା ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। କରାଚିର ସଦର ଅଞ୍ଚଳରେ ଥିବା ଏକ କ୍ଲିନିକରେ ଅଜ୍ଞାତ ଆକ୍ରମଣକାରୀଙ୍କ...

Advertisement
Archives

Model This Week