ଧୂପବତି ଆମଦାନୀ ଉପରେ ଜାରି ହେଲା କଟକଣା

ନୂଆଦିଲ୍ଲୀ,୧-୯: ଦେଶରେ ଧୂପବତି ଆମଦାନୀ ଅହେତୁକ ବୃଦ୍ଧି ପାଇଥିବା ବେଳେ ଏଥିରେ ଲଗାମ ଲଗାଇବାକୁ ଯାଇ କେନ୍ଦ୍ର ସରକାର ଏହା ଉପରେ କଟକଣା ଜାରି କରିଛନ୍ତି। ଏଣିକି ଧୂପବତୀ ଆମଦାନୀକାରୀଙ୍କୁ ଏଥିପାଇଁ ଲାଇସେନ୍ସ ନେବାକୁ ହେବ। ଏ ସମ୍ପର୍କରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ(ଡିଜିଏଫ୍‌ଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନାଥାଉ କି, ଚାଇନା ଓ ଭିଏତନାମରୁ ବିପୁଳ ମାତ୍ରାରେ ଧୂପବତି ଆମଦାନୀ ହେଉଛି। ଡିଜିଏଫ୍‌ଟି ପକ୍ଷରୁ କୁହାଯାଇଛି ଯେ, ଧୂପବତି ଓ ସୁଗନ୍ଧିତ କରିବାରେ ବ୍ୟବହାର ହେଉଥିବା ସାମଗ୍ରୀଗୁଡ଼ିକର ଆମଦାନୀ ଉପରେ କଟକଣା ଜାରି କରାଯାଉଛି। ଏଭଳି ପଦାର୍ଥର ଆମଦାନୀ ୨୦୧୭-୧୮ରେ ୭୫.୧ ଲକ୍ଷ ଡଲାର ଥିଲା , ଯାହା କି ୨୦୧୮-୧୯ରେ ବୃଦ୍ଧି ପାଇ ୧.୨୩ କୋଟି ଡଲାରରେ ପହଞ୍ଚତ୍ଗଲାଣି। ଚଳିତ ବର୍ଷ ଏପ୍ରିଲ-ଜୁନରେ ଧୂପବତି ଓ ଅନ୍ୟ ସୁଗନ୍ଧଯୁକ୍ତ ସାମଗ୍ରୀ ଆମଦାନୀ ୧.୭୭ କୋଟି ଡଲାରରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ବଜେଟ-୨୦୨୧: ନଜରରେ ୫ ପ୍ରମୁଖ କ୍ଷେତ୍ର

ନୂଆଦିଲ୍ଲୀ,୧ା୨: ବଜେଟ ୨୦୨୧ ଅର୍ଥ ବ୍ୟବସ୍ଥା ଲାଗି ଅନେକ ଗୁରୁତ୍ୱ ବହନ କରେ। ପୂର୍ବର ବଜେଟଗୁଡ଼ିକ ତୁଳନାରେ ୨୦୨୧-୨୨ ଆର୍ଥତ୍କ ବର୍ଷର ବଜେଟ ଭିନ୍ନ ହେବ...

ଭାରତୀୟ ଟିକାର ଚାହିଦା ବଢ଼ୁଛି, ଅପେକ୍ଷା କରି ରହିଛନ୍ତି ୨୫ ଦେଶ: ମନ୍ତ୍ରୀ

ନୂଆଦିଲ୍ଲୀ,୭।୨: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଭାରତରେ ମେଡ୍‌ ଇନ୍‌ ଇଣ୍ଡିଆ କୋଭିଡ୍‌ ଟିକା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା କିମ୍ବା ଅଘଟଣ...

ବିଶ୍ୱାସ ଦେଇଥାଏ ବ୍ୟବସାୟକୁ ବଳ

ଭୁବନେଶ୍ୱର,୨୩।୧୦: ଇତିହାସ ସାଙ୍ଗକୁ ପୁରାଣରେ ବର୍ଣ୍ଣତ ରହିଛି ଯେ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଜନ୍ମଦିବସକୁ ଧନ୍‌ତେରସ ଭାବେ ଜୈନ ଧର୍ମାବଲମ୍ବୀମାନେ ପାଳନ କରୁଥିବା ବେଳେ ସମୟକ୍ରମେ...

ସିଦ୍ଧାର୍ଥ ଏଲ୍‌ଆଇସିର ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ,୨୯।୪: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଚେୟାରମ୍ୟାନ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ ଶୁକ୍ରବାର ଭାରତ ସରକାର ନିଯୁକ୍ତ କରିଛନ୍ତି। ସେ...

ଡ୍ୟୁକ ପକ୍ଷରୁ ନୂଆ ଜ୍ୟାକେଟ ସମ୍ଭାର

ଭୁବନେଶ୍ୱର,୧୫-୧୧: ଡ୍ୟୁକ୍‌ ଫ୍ୟାଶନ୍ସ ଲିମିଟେଡ ପକ୍ଷରୁ ନୂଆ ଜ୍ୟାକେଟ ଏବଂ ସ୍ବେଟର ସମ୍ଭାର ବଜାର ପ୍ରବେଶ କରାଯାଇଛି। ଏଥିରେ ଗ୍ରାହକମାନେ ଷ୍ଟାଇଲ, ଡିଜାଇନ, କଲର, ଫ୍ୟାବ୍ରିକ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଶାଖା ସ୍ତରରୁ ପରାମର୍ଶ ଗ୍ରହଣ

ନୂଆଦିଲ୍ଲୀ, ୧୯-୮: ପାଞ୍ଚ ବର୍ଷରେ ୫ ଟ୍ରିଲିୟନ ଡଲାର ଅର୍ଥନୀତି ଲକ୍ଷ୍ୟ ହାସଲ ଦିଗରେ ବ୍ୟାଙ୍କଗୁଡିକର ଯୋଗଦାନ ତଥା ଆଗାମୀ କାର୍ଯ୍ୟପନ୍ଥା ନେଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ...

ରିଲାଏନ୍ସ ଫାଉଣ୍ଡେଶନର ବୃହତ୍‌ ଛାତ୍ରବୃତ୍ତି ପ୍ରତିବଦ୍ଧତା

ମୁମ୍ବାଇ,୩୦।୧୨:ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ପ୍ରତିଷ୍ଠାତା ଚେୟାରମ୍ୟାନ ଧୀରୁଭାଇ ଅମ୍ବାନୀଙ୍କ ୯୦ତମ ଜୟନ୍ତୀ ଅବସରରେ ରିଲାଏନ୍ସ ଫାଉଣ୍ଡେଶନ ଆଗାମୀ ୧୦ବର୍ଷରେ ୫୦,୦୦୦ ଛାତ୍ରବୃତ୍ତି ପ୍ରଦାନ କରିବ।...

ଆର୍‌କମ୍‌ ରିଜଲ୍ୟୁଶନ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ,୫-୩: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌)ର ଦେବାଳିଆ ସମାଧାନ ଯୋଜନାକୁ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟା...

Advertisement
Archives

Model This Week