ଧରିତ୍ରୀର ପ୍ରଭାବ: ପୋଲିସ ଚଢ଼ାଉରେ ଚୋରା କୋଇଲା ଜବତ

ଯୋଡ଼ା, ୧୭।୯ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣି ମଣ୍ଡଳରେ ଥିବା ବାଂଶପାଣିଠାରେ ଚୋରା କୋଇଲା କାରବାର ସମ୍ପର୍କରେ କିଛି ଦିନ ତଳେ ଧରିତ୍ରୀରେ ଶୀର୍ଷକ ‘ବାଂଶପାଣି ଅଞ୍ଚଳରେ କୋଇଲା ଚୋରା ଚାଲାଣ’ ପ୍ରକାଶିତ ହେବା ପରେ ପୋଲିସ ପ୍ରଶାସନ ତପତ୍ରତା ଦେଖାଇଥିଲା। ଯୋଡା ଥାନା ସବ୍‌ଇନ୍ସପେକ୍ଟର ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ସୋମବାର ବିଳମ୍ବିତ ରାତିରେ ବାଂଶପାଣି ଅଞ୍ଚଳରେ ହେଉଥିବା ଚୋରା କାରବାର ପେଣ୍ଠସ୍ଥଳୀ ଉପରେ ଚଢ଼ାଉ କରାଯାଇଥିଲା ା ରାତିରେ ଅନ୍ଧକାରର ସୁଯୋଗ ନେଇ ଚୋରା ବେପାରିମାନେ ସେଠାରୁ ଖସିଯିବାରେ ସମର୍ଥ ହୋଇଥିଲେ ହେଁ, ପୋଲିସ ସେଠାରୁ ବିପୁଳ ପରିମାଣର ଚୋରା କୋଇଲା ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନ ଲାଗି ଓ୍ବାର୍ଡ ସଂରକ୍ଷଣ

ଅନୁଗୋଳ ଅଫିସ,୩ା୨: ପଞ୍ଚାୟତ ନିର୍ବାଚନ ପରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ବୁଧବାର ଓ୍ବାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ ଥିବା...

୧୪୪ ଧାରା ଉଲ୍ଲଂଘନ: ୭ ଗିରଫ

ଖୋର୍ଦ୍ଧା ଅଫିସ,୨୪।୩: କରୋନା ପାଇଁ ଲାଗୁ ହୋଇଥିବା ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୋଲିସ ସୋମବାର ୭ଜଣଙ୍କୁ ଗିରଫ କରି କୋର୍ଟ...

ଦେଶୀ ମଦ ସହ ମୋଟରସାଇକେଲ ଜବତ: ୨ ଜଣଙ୍କୁ ଗରିଫ କଲା ପୋଲିସ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.): କରୋନାକୁ ନେଇ ଗଞ୍ଜାମ ଜିଲାପାଳ ମଦ କାରବାର ସମ୍ପୂର୍ଣ୍ଣ ରୂପେ ବନ୍ଦ ଲାଗି କଡ଼ା ନିର୍ଦ୍ଦେଶ ଜାରି କରିଥିବା ସତ୍ତ୍ୱେ ପୁରୁଷୋତ୍ତମପୁର ଅଞ୍ଚଳରେ ମଦମାଫିଆମାନେ...

ଚାନ୍ଦବାଲିରେ ହାଇଓ୍ବା-ବାଇକ୍‌ ମୁହାଁମୁହିଁ

ଭଦ୍ରକ ଅଫିସ,୫।୧୨: ଭଦ୍ରକ-ଚାନ୍ଦବାଲି ରାସ୍ତାର ନଛିପୁର ଛକ ନିକଟରେ ଗୁରୁବାର ସକାଳେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ...

ମିଳୁନି ସାର, କଳାବଜାର ଅଭିଯୋଗ

ବଇଣ୍ଡା,୨୦।୯(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର...

୪ ପିଏଲ୍‌ଏଫ୍‌ଆଇ ସଦସ୍ୟ ଗିରଫ

ସୁନ୍ଦରଗଡ଼,୧୮।୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡାରେ ଗତ ୧୭ ତାରିଖରେ ଜଣେ ସ୍କ୍ରାପ୍‌ ବ୍ୟବସାୟୀଙ୍କୁ ୧ ଲକ୍ଷ ଟଙ୍କା ଦାଦାବଟି ଦାବିକରି ପରେ...

ଅଟୋଚାଳକରୁ ୟୁଟ୍ୟୁବ୍‌ ହିରୋ

କେନ୍ଦୁଝର, ୩।୧୨(ସ୍ବ.ପ୍ର.)-ୟୁଟ୍ୟୁବ୍‌ ଏବେ ଅନେକ ପ୍ରତିଭାଙ୍କ ପାଇଁ ବରଦାନ ପାଲଟି ଯାଇଛି। ଏଥିଯୋଗୁ ବହୁ ପ୍ରତିଭା ଲୋକଲୋଚନକୁ ଆସୁଛନ୍ତି, ଆଉ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ମିଳୁଛି...

ପାଣିରେ ବୁଡ଼ି ଶିଶୁ ମୃତ

ବସ୍ତା, ୧୧।୧୦(ସ୍ବ.ପ୍ର.)-ବସ୍ତା ଥାନା ଧୋବଚକୁରାଇ ଗ୍ରାମର ପତିତପାବନ ଆଚାର୍ଯ୍ୟଙ୍କ ୩ବର୍ଷର ପୁଅ ସୋନୁ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଶୁକ୍ରବାର ସେ ପରିବାର ଲୋକଙ୍କ ଦୃଷ୍ଟି...

Advertisement
Archives

Model This Week