Posted inଜାତୀୟ

ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’: ଚିଠି ଦେଉଛି ପ୍ରେରଣା କହିଲେ ମୋଦି

ନୂଆଦିଲ୍ଲୀ,୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ନିଜ ମନର କଥା ରବିବାର ଖୋଲି କହିଛନ୍ତି। ଅଲ୍‌ ଇଣ୍ଡିଆ ରେଡ଼ିଓ ଦ୍ୱାରା ପ୍ରସାରିତ ହେଉଥିବା ଏହି କାର୍ଯ୍ୟକ୍ରମରେ ମୋଦି କହିଛନ୍ତି ଯେ, ଦେଶବାସୀଙ୍କ ଚିଠି ତାଙ୍କୁ ପ୍ରେରଣା ଦେଉଛି। ଏହାଦ୍ୱାରା ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ମଧ୍ୟ ହେଉଛି। ଏହା ସହିତ ମୋଦି ୪୪ ବର୍ଷ ତଳେ ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା କେବଳ ରାଜନୈତିକସ୍ତରରେ ସୀମିତ ନ ହୋଇ କିଭଳି ଦେଶର ଜନସାଧାରଣଙ୍କ ମନରେ ରେଖାପାତ କରିଥିଲା ତାହା ମୋଦି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତଙ୍କୁ ଚେତାବନୀ ଦେଲେ ମମତା

କୋଲକାତା,୨୧ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ହେଲେ ଏହି ସମୟରେ ଶାସନ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ନେତା ଦଳ ଛାଡି...

୨୪ ଘଣ୍ଟାରେ ୪୫ ଜଙ୍ଗଲରେ ନିଆଁ

ଡେରାଡୁନ୍‌,୫।୪: ଉତ୍ତରାଖଣ୍ଡରେ ଗୋଟିଏ ଦିନରେ ୪୫ଟି ଜଙ୍ଗଲରେ ନିଆଁ ଲାଗିଛି। ରବିବାର ଏଭଳି ଘଟିଥିବା ଜଣାପଡ଼ିଛି। ଏହାଯୋଗୁ ୪ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।...

ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟି ଅନୁଦାନ

ନୂଆଦିଲ୍ଲୀ, ୯।୫: ଗ୍ରାମାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ନିମନ୍ତେ ୮,୯୨୩.୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଓଡ଼ିଶାକୁ...

ଭାରତ ହିଁ ବିଶ୍ୱକୁ ଟିକା ଯୋଗାଇପାରିବ

ନୂଆଦିଲ୍ଲୀ,୧୩।୫: ଅନେକ ଦେଶରେ ଟିକା ଉତ୍ପାଦନକାରୀ କମ୍ପାନୀ ରହିଛି। କିନ୍ତୁ ସମଗ୍ର ବିଶ୍ୱକୁ ଟିକା ଯୋଗାଇଦେବାର କ୍ଷମତା କେବଳ ଭାରତ ପାଖରେ ଅଛି ବୋଲି କହିଛନ୍ତି...

ଭାଜପାର ମିଶନ ପଶ୍ଚିମବଙ୍ଗ

କୋଲକାତା, ୧୪।୧୦: ଭାଜପା ପକ୍ଷରୁ ପଶ୍ଚିମବଙ୍ଗରେ ଶକ୍ତି ବୃଦ୍ଧି ପାଇଁ ଯୋଜନା ଆରମ୍ଭ ହୋଇଛି। ମିଶନ ପଶ୍ଚିମବଙ୍ଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ଗାପୂଜା ଅବସରରେ...

ଆବଶ୍ୟକ ପଡ଼ିଲେ ସ୍ଥିତି ଅନୁଧ୍ୟାନ ଲାଗି ଜମ୍ମୁ-କଶ୍ମୀର ଯିବି: ଗୋଗୋଇ

ନୂଆଦିଲ୍ଲୀ,୧୬।୯: ଜମ୍ମୁ-କଶ୍ମୀରର ସ୍ଥିତି କିପରି ରହିଛି ସେ ନେଇ ସ୍ଥାନୀୟ ହାଇକୋର୍ଟକୁ ସୂଚନା ଦେବାକୁ ସୁପ୍ରିମ୍‌କୋର୍ଟ ପକ୍ଷରୁ କୁହାଯାଇଛି। ସେଠାରେ ୧୦ରୁ ୧୮ ବର୍ଷ ମଧ୍ୟରେ...

‘ବଚପନ କା ପ୍ୟାର’ର ଗାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଜୟପୁର,୨୮।୭: ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ‘ବଚପନ କା ପ୍ୟାର’ ଗୀତର ଗାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ। ଏ ସମ୍ପର୍କରେ...

ସିଏଏକୁ ରୋକିପାରିବେନି ଦିଦି

କୋଲକାତା,୨ା୩(ପି.ଟି.): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ରୋକି ପାରିବେନି। ଶରଣାର୍ଥୀମାନଙ୍କୁ ଭାରତର ନାଗରିକତ୍ୱ ଦେବାରେ ସେ କେନ୍ଦ୍ର ସରକାରଙ୍କୁ ଅଟକାଇ...

Advertisement


Archives

Model This Week