Posted inଜାତୀୟ

ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି। ସରକାର ଦେଶର ସମସ୍ତ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ଝାଡ଼ଖଣ୍ଡର କେରମ୍‌ ଗାଁ ଏକ ଉଦାହରଣ ସୃଷ୍ଟି କରିଛି। ସେହିପରି ମେଘାଳୟ ସରକାର ଏକ ସ୍ବତନ୍ତ୍ର ଜଳ ସଂରକ୍ଷଣ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ଅମରନାଥ ଯାତ୍ରାର ସଫଳତା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ ବିଭିନ୍ନ ସାମଗ୍ରୀ ବୋହି ଜଙ୍ଗଲରେ ବୁଲିବୁଲି ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ବିଧାୟିକା: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ,୨୮।୫: ଭାରତରେ କରୋନା ସଂକ୍ରମଣ ବଢ଼ିଚାଲିଛି। କରୋନା ସଙ୍କଟ ସମୟରେ ବହୁ ବ୍ୟକ୍ତିବିଶେଷ, ସଂସ୍ଥା ତଥା ସରକାରଙ୍କ ପକ୍ଷରୁ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା...

ମୁମ୍ବାଇ ଜେଲ ବାହାରେ ଶାହରୁଖଙ୍କୁ ଘେରିଲେ କ୍ୟାମେରାମ୍ୟାନ

ମୁମ୍ବାଇ,୨୧।୧୦: ମୁମ୍ବାଇର ଆର୍ଥର ରୋଡ୍‌ ଜେଲ ବାହାରେ ଗୁରୁବାର ମଧ୍ୟାହ୍ନରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ପହଞ୍ଚିବା ପରେ ତାଙ୍କୁ ଚାରି ଆଡ଼ୁ ଘେରି ଦେଇଥିଲେ...

ପ୍ରଶ୍ନ ପଚାରିବାରୁ ରିପୋର୍ଟରଙ୍କୁ ଧମକାଇଲେ ରାମଦେବ

ନୂଆଦିଲ୍ଲୀ,୩୧।୩: ବର୍ଦ୍ଧିତ ତେଲ ଦର ଉପରେ ପ୍ରଶ୍ନ କରିବାରୁ ଯୋଗ ଗୁରୁ ରାମଦେବ କ୍ୟାମେରା ଆଗରେ ଏକ ରିପୋର୍ଟରଙ୍କୁ ଧମକାଇଛନ୍ତି। ହରିୟାଣାର କର୍ନାଲଠାରେ ଆୟୋଜିତ ଏକ...

ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ୍‌

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଟ୍ରମ୍ପ୍‌ ସ୍ତ୍ରୀ ମେଲାନିଆଙ୍କ ସହିତ...

କରୋନା ସଙ୍କଟରେ ଦେଶକୁ ଫେରିଛନ୍ତି ୧୪ ଲକ୍ଷରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବା ସମୟରେ ୧୪ ଲକ୍ଷରୁ ଅଧିକ ଭାରତୀୟ ସ୍ବଦେଶ ଫେରିଛନ୍ତି। ଗୁରୁବାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ...

ଶୈବପୀଠରେ ପୂଜାର୍ଚ୍ଚନା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ଲକ୍ଷ୍ନୌ,୨୧।୨: ମହାଶିବରାତ୍ରୀ ଅବସରରେ ଶୁକ୍ରବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଶୈବ ପୀଠକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ମନ୍ଦିରରେ ଜଳାଭିଷେକ କରିବା ସହ ପୁଷ୍ପାଞ୍ଜଳି...

୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ମାଗଣା ରାଶନ…

ନୂଆଦିଲ୍ଲୀ,୨୪।୧୧: ଏବେ ଆସନ୍ତା ୨୦୨୨ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ମାଗଣା ରାଶନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ପକ୍ଷରୁ ଏହି ନିଷ୍ପତ୍ତି...

୨ ବର୍ଷ ପରେ ମିଳିଲା ଚୋରି ହୋଇଥିବା କାର୍‌, ବ୍ୟବହାର କରୁଥିଲେ ପୋଲିସ ଅଫିସର

ଲକ୍ଷ୍ନୌ,୧।୧- ଦୁଇ ବର୍ଷ ତଳେ ଚୋରି ହୋଇଥିବା କାର୍‌ ମାଲିକଙ୍କୁ ହଠାତ୍‌ ଏକ ଅଟୋ ସର୍ଭିସିଂ ସେଣ୍ଟରରୁ କଲ୍‌ ଆସିଥିଲା। ଫିଡ୍‌ବ୍ୟାକ୍‌ ପାଇଁ କରାଯାଇଥିବା ଫୋନକଲରେ...

Advertisement
Archives

Model This Week