Posted inଜାତୀୟ

ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ: ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଲେ ମୋଦି

ନୂଆଦିଲ୍ଲୀ,୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ ଇନିଂସ୍‌ର ଦ୍ୱିତୀୟ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି। ସରକାର ଦେଶର ସମସ୍ତ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ନେଇ କାର୍ଯ୍ୟ ଜାରି ରଖିଛନ୍ତି। ଜଳ ସଂରକ୍ଷଣ କ୍ଷେତ୍ରରେ ଝାଡ଼ଖଣ୍ଡର କେରମ୍‌ ଗାଁ ଏକ ଉଦାହରଣ ସୃଷ୍ଟି କରିଛି। ସେହିପରି ମେଘାଳୟ ସରକାର ଏକ ସ୍ବତନ୍ତ୍ର ଜଳ ସଂରକ୍ଷଣ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ଅମରନାଥ ଯାତ୍ରାର ସଫଳତା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଡ ଶୋ’ ସମୟରେ କେଜରିଓ୍ବାଲଙ୍କୁ ବିରୋଧ

ନୂଆଦିଲ୍ଲୀ, ୩।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଆଗକୁ ଥିବା ବେଳେ ଏହାକୁ ଆଖି ଆଗରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜ ପ୍ରଚାର ଅଭିଯାନକୁ ଜୋରଦାର...

ଅନୁଚ୍ଛେଦ ୩୭୦ ହଟିବା ପରେ ମୋଦିଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ, ୨୦ ହଜାର କୋଟିର ପରିଯୋଜନା ଉପହାର…

ଶ୍ରୀନଗର, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜମ୍ମୁ-କଶ୍ମୀରର ସାମ୍ବାରେ ପହଞ୍ଚିଛନ୍ତି। ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର...

ଗୋଟିଏ ପରିବାରର ୨୬ ସଦସ୍ୟ କରୋନା ପଜିଟିଭ

ଜଇପୁର,୯।୬: ରାଜସ୍ଥାନରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏବେ ସେଠାରେ ଗୋଟିଏ ପରିବାରର ୨୬ ଜଣ ସଦସ୍ୟ କରୋନାରେ ପୀଡ଼ିତ ହେବା...

ଓଓ୍ବାଇସି ବୁଝାଇଲେ ଫରକ୍‌ କ’ଣ

ହାଇଦ୍ରାବାଦ,୨୫ା୧୨: ସିଏଏକୁ ଆରମ୍ଭରୁ ବିରୋଧ କରୁଥିବା ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ବାଇସି ମଙ୍ଗଳବାର ଏନ୍‌ପିଆର୍‌ ସମ୍ପର୍କରେ ୫ଟି ଟୁଇଟ୍‌ କରିଛନ୍ତି। ଏଥିରେ ସେ ଏନ୍‌ଆର୍‌ସି ଏବଂ...

ନୂଆ କୃଷି ଆଇନକୁ ସମର୍ଥନ କରି କୃଷିମନ୍ତ୍ରୀଙ୍କୁ ଭେଟିଲା କୃଷକ ସଙ୍ଘ

ନୂଆଦିଲ୍ଲୀ, ୧୨।୧୨- ନୂଆ କୃଷି ଆଇନକୁ ବିରୋଧରେ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଶନିବାର ୧୭ ଦିନରେ ପହଞ୍ଚିଛି। ପରିସ୍ଥିତି ଜଟିଳ ଆଡ଼େ ମୁହାଁଉଥିବାବେଳେ...

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବଡ ନିଷ୍ପତ୍ତି: ଆସାମ ରାଇଫଲ୍ସରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ

ନୂଆଦିଲ୍ଲୀ,୧୮ ।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ‘ ଯୋଜନାକୁ ନେଇ ବିହାରରେ ସବୁଠାରୁ ଅଧିକ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ସାରା ଦେଶରେ ଏହି ଯୋଜନାକୁ ବିରୋଧ...

ଦନ୍ତଓ୍ବାଡା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀଙ୍କ ବାର୍ତ୍ତା ପଢିଲେ ପିଲା

ଦନ୍ତଓ୍ବାଡା,୨।୭: ଛତିଶଗଡ଼ର ଦନ୍ତଓ୍ବାଡାରେ ଥିବା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀମାନେ ଲେଖିଥିବା ବାର୍ତ୍ତାକୁ ପିଲାମାନେ ପଢୁଛନ୍ତି। ତାହା ପୁଣି ଲୁଚାଇ ଛପାଇ ନୁହେଁ ବରଂ ବଡ...

ମୋଦିଙ୍କ ନିମନ୍ତ୍ରଣ ରକ୍ଷା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଗଣତନ୍ତ୍ର ଦିବସରେ ହେବେ ଅତିଥି

ନୂଆଦିଲ୍ଲୀ,୧୫ ।୧୨: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆଗାମୀ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ ବୋଲି ଜଣାପଡିଛି ।...

Advertisement
Archives

Model This Week