Posted inଜାତୀୟ

ଦେଶର ସଙ୍କଟ ଜନକ ଅର୍ଥବ୍ୟବସ୍ଥାରୁ ଧ୍ୟାନ ହଟାଇବା ପାଇଁ ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଛି: ସୁରେଜଓ୍ବାଲା

ନୂଆଦିଲ୍ଲୀ,୨୨।୮: ଦେଶର ସଙ୍କଟଜନକ ଅର୍ଥବ୍ୟବସ୍ଥାରୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଗିରଫ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ବରିଷ୍ଠ ସଦସ୍ୟ ରଣଦୀପ୍‌ ସୁରେଜଓ୍ବାଲା ଅଭିଯୋଗ କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ଗତ ଦୁଇଦିନ ଧରି ଚିଦାମ୍ବରମ୍‌ଙ୍କୁ ଗିରଫ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆକ୍ରୋଶମୂଳକ ଭାବେ ରାଜନୈତିକ ଷଡ଼ଯନ୍ତ୍ର ରଚିଛନ୍ତି। ସରକାର ନିଜର ଫାଇଦା ପାଇଁ ସିବିଆଇ ଏବଂ ଇଡ଼ିର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି। ଦେଶର ଆର୍ଥିକ ସ୍ଥିତି ଗୁରୁତର ହୋଇପଡ଼ିଥିବାବେଳେ ଅନେକ କ୍ଷେତ୍ରରେ କର୍ମଚାରୀ ଛଟେଇ ହେବାରେ ଲାଗିଛନ୍ତି। ଏପରିସ୍ଥଳେ ସରକାର ନିଜକୁ ରକ୍ଷା କରିବା ପାଇଁ ଚିଦାମ୍ବରମ୍‌ଙ୍କୁ ଗିରଫ କରିଥିବା ସୁରେଜଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ପାଇଁ କର୍ନାଟକରେ ବେଙ୍ଗୁଲୀ-ବେଙ୍ଗ ବାହାଘର

ଉଡ୍ଡୁପି,୯।୬: ବର୍ଷା ପାଇଁ କର୍ନାଟକ ଉଡ୍ଡୁପିରେ କରାଯାଇଛି ଏକ ନିଆରା ବାହାଘର। ଏଠାରେ ପରମ୍ପରା ଅନୁସାରେ ପ୍ରତିବର୍ଷ ବେଙ୍ଗୁଲୀ-ବେଙ୍ଗ ବାହାଘର ହୋଇଥାଏ। ଚଳିତ ବର୍ଷ ମଧ୍ୟ...

ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ କହିଲେ ରାଜ୍ୟପାଳ

ବେଙ୍ଗାଲୁରୁ,୧୯।୭: କର୍ନାଟକ ମେଣ୍ଟ ସରକାର ଏବେ ସଂଖ୍ୟା ଗରିଷ୍ଠତା ପ୍ରମାଣକୁ ନେଇ ଏକ ପ୍ରକାର କାଠ ଗଡାରେ ଠିଆ ହୋଇଛି କହିଲେ ଭୁଲ୍‌ ହେବ ନାହିଁ।...

କରୋନା ଆକ୍ରାନ୍ତ ହେଲେ ଅର୍ଥମନ୍ତ୍ରୀ: ୪ ଦିନ ପୂର୍ବରୁ ଉପସ୍ଥାପନ କରିଥିଲେ ରାଜ୍ୟ ବଜେଟ

ଚଣ୍ଡିଗଡ଼,୧୨।୩:  ପଞ୍ଜାବରେ କରୋନା ବ୍ୟାପୁଛି। ଏଥର ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କରୋନା ଶିକାର ହୋଇଛନ୍ତି। ୫୮ ବର୍ଷୀୟ ବାଦଲ ଫେସବୁକ ମାଧ୍ୟମରେ କରୋନା...

ରାଜସ୍ଥାନରେ ଲାଗୁ ହେବନାହିଁ ସିଏଏ-ଏନ୍‌ଆର୍‌ସି: ମୁଖ୍ୟମନ୍ତ୍ରୀ

ଜୟପୁର,୨୨।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ବିରୋଧ କରି ସାରା ଦେଶରେ ହିଂସାର ବାତାବରଣ ଉପୁଜିଥିବା ବେଳେ ଏବେ ଏହାକୁ...

ନିଟ୍‌, ଜେଇଇ ପରୀକ୍ଷାକୁ ବିରୋଧ କରୁଥିବା ଏହି ୯ ବର୍ଷୀୟା ଝିଅ କିଏ ଜାଣନ୍ତି କି

ମଣିପୁରର ଲିସିପ୍ରିୟା କଙ୍ଗୁଜାମଙ୍କୁ ମାତ୍ର ୯ ବର୍ଷ ବୟସ। କଲେଜରେ ପଢିବାକୁ ତାଙ୍କର ପ୍ରାୟ ୧୦ ବର୍ଷ ଅଛି, ତଥାପି ସେ ଏନ୍‌ଇଇଟି ଏବଂ ଜେଇଇ...

ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର, ଏଲ୍‌ଓସିରେ ମହିଳା ଅନୁପ୍ରବେଶକାରୀ…

ଶ୍ରୀନଗର, ୧୩।୧୨: ପାକିସ୍ତାନର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଜମ୍ମୁ-କଶ୍ମୀରର ଏଲ୍‌ଓସି ନିକଟବର୍ତ୍ତୀ ଆର୍‌ଏସ୍‌ପୁରା ଅଞ୍ଚଳରେ ଜଣେ ପାକିସ୍ତାନୀ ମହିଳା ଅନୁପ୍ରବେଶକାରୀଙ୍କର ଭାରତୀୟ ସେନା...

ନୌସେନାରେ ସାମିଲ ହେଲା କଓ୍ବରାତ୍ତିି

ବିଶାଖାପଟ୍ଟନମ୍‌, ୨୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ବଢୁଥିବାବେଳେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛି। ଏହି ମର୍ମରେ ବୁଡ଼ା ଜାହାଜ କଓ୍ବରାତ୍ତିିକୁ...

ଆଜିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୨୯ ।୧୧: କରୋନା ମହାମାରୀ ମଧ୍ୟରେ ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳିନ ଅଧିବେଶନ । କେନ୍ଦ୍ର ସରକାର ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିନେବା...

Advertisement
Archives

Model This Week