Posted inଜାତୀୟ

ଦେଶଦ୍ରୋହ ମାମଲା: କହ୍ନେୟା କୁମାରଙ୍କୁ କ୍ଲିନଚିଟ୍‌ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୬।୯: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଦେଶଦ୍ରୋହ ସ୍ଲୋଗାନ ଦେଇ ଫଶିଥିବା କହ୍ନେୟା କୁମାର ଏବଂ ୯ ଛାତ୍ରଙ୍କ ନାଁରେ ମକଦ୍ଦମା ଚଲାଇବାକୁ ଦିଲ୍ଲୀ ପୋଲିସକୁ ଅନୁମତି ଦେବ ନାହିଁ ଆପ୍‌ ସରକାର। ଦିଲ୍ଲୀର ଗୃହ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, କହ୍ନେୟାଙ୍କ ନାଁରେ ଦିଲ୍ଲୀl ପୋଲିସ ଯେଉଁ ସାକ୍ଷୀ ପ୍ରମାଣ ଭାବେ ଦେଉଛି, ସେହି ଅନୁସାରେ କହ୍ନେୟା ଏବଂ ଅନ୍ୟମାନଙ୍କ ନାଁରେ ଦେଶଦ୍ରୋହ ମାମଲା ହୋଇପାରିବ ନାହିଁ। ଦିଲ୍ଲୀର ରାଜ୍ୟପାଳ ଏବଂ ପୋଲିସକୁ ଏନେଇ ଅବଗତ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ରେ ଜେଏନୟୁ କ୍ୟାମ୍ପସ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହତ କାର୍ଯ୍ୟକ୍ରମରେ କହ୍ନେୟା କୁମାରଙ୍କ ସମେତ ୯ ଜଣଙ୍କ ନାଁରେ ଦେଶଦ୍ରୋହ ସ୍ଲୋଗାନ ଦେଇଥିବା ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଆସିପାରେ କରୋନା ଭଳି ମହାମାରୀ, ପ୍ରତିଦିନ ହୋଇପାରେ ୧୫ ହଜାର ଲୋକଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୧୪।୪: ପ୍ରାୟ ୩ ବର୍ଷ ହେବ ବିଶ୍ୱରୁ କରୋନା ମହାମାରୀର ପ୍ରଭାବ ଯାଇ ନ ଥିବା ବେଳେ ଏବେ ଏକ ନୂଆ ରିପୋର୍ଟ ଲୋକଙ୍କ ଚିନ୍ତା...

ବିବାହରେ ପହଞ୍ଚିଲେ ହଜାରେ ଅତିଥି: ଆଉ ତା’ପରେ

ରାୟପୁର,୭।୭: ଛତିଶଗଡ଼ ଅମ୍ବିକାପୁର ସହରରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ କରୋନା ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ କମ୍‌...

କମୁନି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୦୨୨...

ମେଣ୍ଟ ସମ୍ପର୍କିତ ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ: ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୮ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡଇଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି...

ଗର୍ଲଫ୍ରେଣ୍ଡ କଥା ନ ହେବାରୁ ଏମିତି କାଣ୍ଡ ଘଟାଇଲେ ଯୁବକ

ଗାଙ୍ଗଟକ(ସିକ୍କିମ),୧୪।୧୨: ଗର୍ଲଫ୍ରେଣ୍ଡ କଥା ହେବାକୁ ମନା କରି ଦେବାରୁ ଜଣେ ଡାକ୍ତରଙ୍କ ସମେତ ହସ୍ପିଟାଲରେ ଦୁଇ ଜଣଙ୍କୁ ଛୁରାମାଡ଼ କରିଛନ୍ତି ଜଣେ ଯୁବକ। ଏଭଳି ଘଟଣା...

ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ରାମମନ୍ଦିର ମୂଳଦୁଆ: ସହମତି ପ୍ରକାଶ କଲା ଆର୍‌ଏସ୍‌ଏସ୍‌

ନୂଆଦିଲ୍ଲୀ,୧୧।୧୧: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଛି। ମନ୍ଦିରର ମୂଳଦୁଆ ହିନ୍ଦୁ ନବବର୍ଷ ଅବା ରାମ ନବମୀରେ ପଡ଼ିବ ବୋଲି ସନ୍ଥମାନଙ୍କ...

ମୋଦିଙ୍କୁ ଉପହାର ମିଳିଥିବା ର‌୍ୟାକେଟ ୫୧ ଲକ୍ଷ ଟଙ୍କାରେ ହେଲା ନିଲାମ

ନୂଆଦିଲ୍ଲୀ,୧୩ ।୧୦: ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ବିଭିନ୍ନ ଉପହାରର ଚତୁର୍ଥ ବର୍ଷର ନିଲାମ ବୁଧବାର ଶେଷ ହୋଇଛି । ନିଲାମ ୱେବସାଇଟର ସୂଚନା ଅନୁଯାୟୀ, ଥମସ କପ...

ଆକାଶମାର୍ଗରେ ବି କଟକଣା ଜାରି କଲା ପାକ୍‌

ନୂଆଦିଲ୍ଲୀ,୮ା୮: ଜମ୍ମୁ-କଶ୍ମୀର ସମ୍ପର୍କିତ ନୂଆଦିଲ୍ଲୀର ପଦକ୍ଷେପକୁ ନେଇ କ୍ଷୁବ୍ଧ ପାକିସ୍ତାନ ନିଜ ଆକାଶମାର୍ଗରେ ଭାରତ ପାଇଁ ଆଂଶିକ କଟକଣା ଜାରି କରିଛି। ଭାରତ-ପାକିସ୍ତାନ ମଧ୍ୟରେ ଥିବା...

Advertisement
Archives

Model This Week