Posted inଜାତୀୟ

ଦିଲ୍ଲୀରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ନୂଆଦିଲ୍ଲୀ,୨୪ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀର ଜାଫ୍‌ରାବାଦ ନିକଟରେ ରବିବାର ନାଗରିକତ୍ୱ ସିଏଏ ବିରୋଧୀ ଆନ୍ଦୋଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ମୌଜପୁରରେ ପରସ୍ପରକୁ ଢେଲାମାଡ଼ କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ସୀଲମପୁର ସହ ମୌଜପୁର ଓ ଯମୁନା ବିହାରକୁ ସଂଯୋଗ କରୁଥିବା ଜାଫ୍‌ରାବାଦ ମେଟ୍ରୋ ଷ୍ଟେଶନ ପାଖ ରାସ୍ତାକୁ ସିଏଏ ବିରୋଧୀ ବିକ୍ଷୋଭକାରୀମାନେ ଅବରୋଧ କରି ରଖିଥିବାରୁ ଏହାକୁ ନେଇ ଉତ୍ତେଜନା ଲାଗି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାସନକାଳର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନତାଙ୍କୁ ଧନ୍ୟବାଦ ଦେଲେ ଠାକରେ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ର ସରକାରଙ୍କ ଶାସନକୁ ୨ ବର୍ଷ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ୨ ବର୍ଷ ମଧ୍ୟରେ...

ଗଣମାଧ୍ୟମ ପ୍ରତିନିଧି ମଧ୍ୟ କରୋନା ଯୋଦ୍ଧା: ପ୍ରକାଶ ଜାଭେଡ୍‌କର

ନୂଆଦିଲ୍ଲୀ,୧୩।୪: ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ ଆଦିଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା...

ରେକର୍ଡ କଲା ଭାରତ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୨୪୨ କରୋନା ପଜିଟିଭ

ନୂଆଦିଲ୍ଲୀ,୧୮।୫: ଗୋଟିଏ ଦିନରେ ଦେଶରେ ଯେଉଁ ପରିମାଣରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି ଏହା ଏପର୍ଯ୍ୟନ୍ତ ଚିହ୍ନଟର ରେକର୍ଡକୁ ଭାଙ୍ଗି ଦେଇିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ...

ଫ୍ଲୋର ଟେଷ୍ଟ ପାଇଁ ଭାଜପାକୁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡିବ

ଭୋପାଳ,୧୭।୩: ମଧ୍ୟପ୍ରଦେଶର କଂଗ୍ରେସ ସରକାର ଏବେ ସଙ୍କଟରେ। ଏହାକୁ ଦେଖି ବିରୋଧୀ ଭାରତୀୟ ଜନତା ପାର୍ଟି(ଭାଜପା) କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ପ୍ରୟାସ ଜାରି ରଖିଛି। କରୋନା...

ଅଭିନେତ୍ରୀ ଚିତ୍ରାଙ୍କ ମୃତ୍ୟୁର ତଦନ୍ତ କରିବ ସିସିବି

ମୁମ୍ବାଇ,୭।୧: ଲୋକପ୍ରିୟ ତାମିଲ ଅଭିନେତ୍ରୀ ଭିଜେ ଚିତ୍ରାଙ୍କ ମୃତ୍ୟୁର ତଦନ୍ତ ଭାର ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ(ସିସିବି)କୁ ଗୁରୁବାର ହସ୍ତାନ୍ତର କରାଯାଇଛି। ୨୦୨୦ ଡିସେମ୍ବର ୯ରେ ପୋଲିସ...

ବୁଲଡୋଜର ଉପରେ ଚଢିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର,୨୧।୪: ଦେଶରେ ବୁଲଡୋଜରକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଗୁରୁବାର ଗୁଜରାଟ...

ମହାରାଷ୍ଟ୍ରରେ ମୃଦୁ ଭୂକମ୍ପ

ମୁମ୍ବାଇ,୨୩।୧୨: ମହାରାଷ୍ଟ୍ର ସତାରା ଜିଲାର କୋୟନା ଅଞ୍ଚଳରେ ସୋମବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରହିଥିଲା। ଏଥିରେ...

ନଦୀକୁ ଖସିଲା ଟ୍ରେନ୍‌

ଭୋପାଳ,୧୦।୭: ମଧ୍ୟପ୍ରଦେଶର ଅନୁପପୁର ନିକଟରେ ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଏକ ମାଲବାହୀ ଟେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୯ ବଗି ବିଶିଷ୍ଟ କୋଇଲା ବୋଝେଇ ଟ୍ରେନ୍‌...

Advertisement
Archives

Model This Week