Posted inଜାତୀୟ

ଦିଦିଙ୍କ ଦୁର୍ଗାପୂଜା ଭେଟି

କୋଲକାତା,୩୦।୮: ପାଖେଇ ଆସିଲାଣି ଦୁର୍ଗାପୂଜା। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସହରର ପୂଜା କମିଟି ଗୁଡିକୁ କିଛି ଉପହାର ଦେଇଛନ୍ତି। ଚଳିତ ବର୍ଷ ସମସ୍ତ ପୂଜା କମିଟିକୁ ୨୫ ହଜାର ଲେଖାଁ ଟଙ୍କା ଦେବାକୁ ଶୁକ୍ରବାର ଦିଦି ଘୋଷଣା କରିଛନ୍ତି। ଏହାସହ ବିଜୁଳି ବିଲ୍‌ରେ ମଧ୍ୟ ୨୫ ପ୍ରତିଶତ ରିହାତି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗର ଦୁର୍ଗାପୂଜା ଭାରତର ସବୁଠାରୁ ବଡ ଦୁର୍ଗାପୂଜା ଭାବେ ପରିଗଣିତ ହୋଇଥାଏ। ଏହି ସମୟରେ ଦେଶ ବିଦେଶରେ ଥିବା ସମସ୍ତ ସଦସ୍ୟ ପ୍ରାୟତଃ ଘରକୁ ଫେରି ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ଦୁର୍ଗାପୂଜା ପାଳନ କରିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ କନ୍ନଡ଼ ଭାଷାରେ କଥା ହେଲେ ଦେବାକୁ ପଡ଼ିବ ୧୦୦ ଟଙ୍କା ଜରିମାନା

ବେଙ୍ଗାଲୁରୁ,୪।୨: କର୍ନାଟକର ବେଙ୍ଗାଲୁରୁରେ ଏକ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ କନ୍ନଡ଼ ଭାଷାରେ କଥା ନ ବେହାକୁ ବାରଣ କରାଯାଇଛି। ଏହାର ଉଲ୍ଲଂଘନ କଲେ ୧୦୦ ଟଙ୍କା ଜରିମାନା...

ପରେଡ୍‌ରେ ସ୍ଥାନ ପାଇବ ୨୫ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ,୨୩।୧: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ବିଭିନ୍ନ ରାଜ୍ୟ ତଥା ବିଭାଗ ଓ ସଶସ୍ତ୍ର ବଳର ୨୫ଟି ପ୍ରଜ୍ଞାପନ ମେଢ଼ ସ୍ଥାନ...

ଲାଲ୍‌ ଟୋପି ବିପଦର ଘଣ୍ଟି, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ଯୋଗଦେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ ଅଖିଳେଶ ଯାଦବଙ୍କ ନାମ ନ...

କରୋନାରେ ସଂକ୍ରମିତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୬ ।୯: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି । ଟୁଇଟ୍ କରି କହିଛନ୍ତି ମୋ ନିକଟରେ କରୋନାର...

ମସଜିଦ କମ୍ପ୍ଲେକ୍ସରେ ଶିବଲିଙ୍ଗ ଥିବା ଦାବି

ବାରାଣସୀ,୧୬।୫: ବାରାଣସୀର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସ ସର୍ବେକ୍ଷଣ ସମୟରେ ପ୍ରାୟ ୧୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ମିଳି ଥିବା ହିନ୍ଦୁ ପକ୍ଷ...

କମଲନାଥ ଆରମ୍ଭ କଲେ ସ୍କୁଲ୍‌ ଚଲୋ ଅଭିଯାନ

ଭୋପାଳ,୭।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ରବିବାର ସ୍କୁଲ ଚଲୋ ଅଭିଯାନ ଆରମ୍ଭ କରିଛନ୍ତି। ସ୍ଥାନୀୟ ଛିନ୍ଦ୍‌ଓ୍ବାଡାରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଶିଶୁଙ୍କୁ ଶିକ୍ଷାଦାନ ଅଧିକାରରୁ...

କରୋନାରେ ମୃତ୍ୟୁ ହୋଇଥିଲେ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ

ନୂଆଦିଲ୍ଲୀ,୧୨ ।୯: କରୋନାରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ । ଅର୍ଥାତ୍ କରୋନାରେ ମୃତ୍ୟୁ ବୋଲି ଲେଖାଯିବ ।...

ରାଜଙ୍କୁ ମିଳିଲାନି ଜାମିନ

ମୁମ୍ବାଇ,୨୮।୭: ବଲିଉଡ୍‌ ଅଭିନେତ୍ରୀ ଶିଳ୍ବା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅଶ୍ଲୀଳ ଭିଡିଓ ମାମଲାରେ ଗିରଫ ହୋଇଥିବା କୁନ୍ଦ୍ରାଙ୍କ...

Advertisement
Archives

Model This Week