ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍‌ରେ ସେ ଶାର୍ଟ ଲେସ୍‌ ଅନ୍ଦାଜରେ ନଜର ଆସିବେ। ଏଥିପାଇଁ ସେ ଜିମ୍‌ରେ ପ୍ରବଳ ଝାଳ ବୁହାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ ହେବ ‘ଡବଙ୍ଗ-୩’। ହିନ୍ଦୀ ସମେତ ତେଲୁଗୁ, ତାମିଲ ଓ କନ୍ନଡ ଭଳି ଆଉ ୩ଟି ଭାଷାରେ ରିଲିଜ ହେବ ଏହି ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରଭୁଦେବା ସଲମାନ ଏଥିରେ ମୁଖ୍ୟ ଚରିତ୍ରରେ ଥିଲାବେଳେ ତାଙ୍କ ଭାଇ ଅରବାଜ ଖାନଙ୍କୁ ବି ଏଥିରେ ଦେଖିବାକୁ ମିଳିବ। ସେ ଏଥିରେ ଅଭିନୟ କରିବା ସହିତ ସଲମାନଙ୍କ ସହ-ପ୍ରଯୋଜକ ଦାୟିତ୍ୱ ତୁଲାଇବେ। ଦବଙ୍ଗର ୩ରେ ନାୟିକା ଭାବେ ସୋନାକ୍ଷିଙ୍କୁ ହିଁ ଦେଖିବାକୁ ମିଳିବେ। ଖଳନାୟକ ଭାବେ ସାଉଥ ଷ୍ଟାର୍‌ ସୁଦୀପ ଦେଖାଦେବେ। ଏହା ବ୍ୟତୀତ ଦବଙ୍ଗ ୩-ରେ ଶାହରୁଖ ଖାନ ଅତିଥି ଭୂମିକାରେ ନଜର ଆସିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି...

ଓଟିଟିରେ ରିଲିଜ୍‌ ହେବ ସାମନ୍ଥାଙ୍କ ଫିଲ୍ମ ‘ଯଶୋଦା’

ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଫିଲ୍ମ‘ଯଶୋଦା’ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ଭଲ ପଦର୍ଶନ କରିଛି।...

ରିଲିଜ ହେଲା ‘ହମ୍‌ ଦୋ ହମାରେ ଦୋ’ର ଟ୍ରେଲର

ମୁମ୍ବାଇ: ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଫିଲ୍ମ ‘ହମ୍‌ ଦୋ ହମାରେ ଦୋ’ର ଟ୍ରେଲର ସୋମବାର ରିଲିଜ ହୋଇଛି। ଏହି ଫିଲ୍ମରେ କ୍ରିତି ସାନନ୍‌ ଓ...

ବିରାଟ କୋହଲିଙ୍କ ଏହି କାମ ଦେଖି ଅନୁଷ୍କାଙ୍କ ଆଖିରେ ଆସିଯାଇଥିଲା ଲୁହ

ଲଣ୍ଡନ,୧୬।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ପାଇଁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡରେ ଅଛନ୍ତି। ଚାରି ମାସର...

ନିର୍ମାତା କି ନିର୍ଦ୍ଦେଶକ ନୁହେଁ, ବୈଜ୍ଞାନିକ ହେବାକୁ ଚାହୁଁଥିଲେ…

ବଲିଡଡ୍‌ର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କର ଆଜି ହେଉଛି ଜନ୍ମଦିନ। ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମଗ୍ରହଣ କରିଥିବା ଅନୁରାଗ ତାଙ୍କର କ୍ୟାରିଅରରେ ଅନେକ ଫିଲ୍ମ...

କିଆରା-ସିଦ୍ଧାର୍ଥଙ୍କ ଗ୍ରାଣ୍ଡ ୱେଲକମ

ମୁମ୍ବାଇ: ସେଲିବ୍ରିଟି କପୁଲ କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା ୭ ଫେବୃୟାରୀରେ ରାଜସ୍ଥାନ ଜୈସଲମରର ସୂର୍ଯ୍ୟଗଡ଼ ପ୍ୟାଲେସରେ ଟ୍ରାଡିସନାଲ ୱେଡିଂ ଫଙ୍କସନରେ ବିବାହ ବନ୍ଧନରେ...

ରଜନୀକାନ୍ତଙ୍କ ସହ ରୋମାନ୍ସକୁ ନେଇ ଐଶ୍ୱର୍ଯ୍ୟାଙ୍କ ଉଡ଼ିଥିଲା ମଜା

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଆଜି ଅର୍ଥାତ୍‌ ଡିସେମ୍ବର ୧୨ରେ ତାଙ୍କର ୭୨ତମ ଜନ୍ମଦିବସ ପାଳନ କରୁଛନ୍ତି। ତାଙ୍କର ଆକ୍ସନ, ରୋମାନ୍ସ ସବୁକୁ ଦର୍ଶକ ବେଶ୍‌ ପସନ୍ଦ...

ବିଦେଶୀ ପ୍ରେମିକାଙ୍କୁ ଦୁଇଥର ବିବାହ କରିବେ ‘ମସ୍ତରାମ’ ଅଭିନେତା, କିଛି ଏଭଳି…

ବମ୍ବେ: ଓ୍ବେବ୍‌ ସିରିଜ ‘ମସ୍ତରାମ୍‌’ର ଅଭିନେତା ଅଂଶୁମାନ ଝା ତାଙ୍କ ବିଦେଶୀ ପ୍ରେମିକା ସିଆର୍‌ ଓ୍ବିଣ୍ଟର୍ସଙ୍କୁ ବିବାହ କରିବେ। ଚଳିତ ବର୍ଷ ଅକ୍ଟୋବର ୨୯ରେ ଆମେରିକାରେ...

Advertisement
Archives

Model This Week