ଥାଇରଏଡ୍‌ ପାଇଁ ମେଦବହୁଳତା ଦାୟୀ ନୁହେଁ

ଥାଇରଏଡ୍‌ ପରି ସମସ୍ୟା ପାଇଁ ମେଦବହୁଳତା ଦାୟୀ ନୁହେଁ। ଏପରି ଏକ ରୋଚକପୂର୍ଣ୍ଣ ତଥ୍ୟ ନିକଟରେ ଲୋକଲୋଚନକୁ ଆସିଛି। ଏ ସମ୍ପର୍କରେ ଦୀର୍ଘଦିନ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ମିଶିଗାନ୍‌ ମେଡିକାଲ ସେଣ୍ଟରର ବିଶେଷଜ୍ଞମାନେ ଏପରି କଥା ଜାଣିପାରିଛନ୍ତି। ଗବେଷଣା ସମୟରେ ଥାଇରଏଡ୍‌ ହରମୋନ୍‌ ସ୍ତରକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ତେବେ ଥାଇରଏଡ୍‌ ରୋଗୀଙ୍କର ହରମୋନ୍‌ ସ୍ତର ଯଦି କୌଣସି କାରଣରୁ ଅସନ୍ତୁଳିତ ହୁଏ ତେବେ ତାହାର ସେତେ ପ୍ରଭାବ ଥାଇରଏଡ୍‌ ଉପରେ ପଡି ନ ଥାଏ ବୋଲି ଉକ୍ତ ଗବେଷଣାରୁ ଜଣାପଡିଥିଲା। ବିଶେଷଭାବରେ ଥାଇରଏଡ୍‌ ରୋଗୀଙ୍କ ମନରୁ ଏଭଳି ଧାରଣା ଦୂରହେବା ଆବଶ୍ୟକ ବୋଲି ଉକ୍ତ ମେଡିକାଲ ସେଣ୍ଟର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାଭେଲ୍‌ ଟାଟୁ: ଦେଖାଯାଏ ଫ୍ୟାଶନେବଲ୍‌, ବଢ଼ାଏ ବୁଲିବାର କ୍ରେଜ୍‌

ଆଜିକାଲିର ମଡର୍ନ ଦୁନିଆରେ ଟାଟୁ କରିବାକୁ ନେଇ ଯୁବପିଢ଼ିଙ୍କ ଭିତରେ ବେଶ୍‌ କ୍ରେଜ୍‌ ରହୁଥିବା ଦେଖିବାକୁ ମିଳୁଛି। ଖାସ୍‌ କରି ଟ୍ରାଭେଲ୍‌ ଟାଟୁର ଡିମାଣ୍ଡ ଏବେ...

ଲୋଭୀ ଲୋକଙ୍କୁ କେବେବି ମିଳେନି ଏହି ଜିନିଷ: ବେଳହୁଁ ହୁଅ ସାବଧାନ

ମାନବ ଜୀବନ ସହ ଜଡିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, କେଉଁ ପ୍ରକାରର ବ୍ୟକ୍ତିଙ୍କୁ ବିଶ୍ୱାସ କରାଯିବା...

ନିତି ଏହି ଜୁସ୍‌ରୁ ଅଧାକପ୍‌ ରଖେ ହାର୍ଟ ଆଟାକ୍‌ରୁ ଦୂରେଇ…

ସକାଳେ ଅଧାକପ୍‌ ତରଭୁଜ ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଏଥିରେ ଓମେଗା ୩ ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହି ଜୁସ୍‌କୁ ନିୟମିତ ପିଇଲେ...

ମେଦବହୁଳତା ପାଇଁ ଲାଭଦାୟକ ଗୋଲାପ

ଲାଲ ଗୋଲାପ କେବଳ ଘର ସଜାଇବା କାମରେ ଲାଗି ନ ଥାଏ। ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ। ଥକ୍କାପଣ ଦୂର କରିବା ସହ ମେଦବହୁଳତା...

ଏହି ୫ ରାଶିର ଝିଅମାନେ ପୁଅଙ୍କୁ ନିଜପ୍ରତି କରିଥାନ୍ତି ଆକର୍ଷିତ

ରାଶି ଦ୍ୱାରା ମଣିଷର ଗୁଣ ଏବଂ ବିଘ୍ନତା ବିଷୟରେ ସବୁକିଛି ଜଣାପଡ଼ିଥାଏ। ପ୍ରତିଦିନର ରାଶିଫଳ ମାଧ୍ୟମରେ ଦିନଟି କିପରି ବିତିବ ତାହା ଜଣାପଡ଼ିଥାଏ। ଯାହା ଫଳରେ...

ଚିମୁଟାଏ ହଳଦୀ ବଦଳାଇ ଦେବ ଆପଣଙ୍କ ଭାଗ୍ୟ: ଘର ପୋଛା ବେଳେ କରନ୍ତୁ ଏପରି

ମନୁଷ୍ୟ ବାସ୍ତୁ ସହିତ କୌଣସି ପ୍ରକାରେ ଜଡ଼ିତ। ଭସ୍ତୁଙ୍କର ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ଜାଣନ୍ତୁ ଏହି...

ସୁଗାର ଫ୍ରି ମିଠା ଖାଇବା ଉଚିତ ନୁହେଁ: ଡା. ଅଭୟ କୁମାର ସାହୁ

ଆଜିକାଲି ଆମ ଜୀବନଶୈଳୀ ଏପରି ହୋଇଯାଇଛି ଯେ ଆମେ ବିଭିନ୍ନ ରୋଗରେ ପୀଡ଼ିତ ହେଉଛନ୍ତି। ଆଉ କିଛି ରୋଗ ଅଛି, ଯାହା ଅନେକଙ୍କ କ୍ଷେତ୍ରରେ ଦେଖାଯାଏ।...

ଏସବୁ ଘରୋଇ ଉପାୟରେ କମିଥାଏ ଥଣ୍ଡା

ଥଣ୍ଡା ଧରିଥିଲେ କିଛି ଘରୋଇ ଉପାୟ ଅବଲମ୍ବନ କଲେ ଏହି ସମସ୍ୟା ଶୀଘ୍ର ଦୂର ହୋଇଥାଏ। ଜାଣନ୍ତୁ ଏ ସମ୍ପର୍କରେ… ୧. ପାଣିରେ ହଳଦୀ ଓ...

Advertisement


Archives

Model This Week