Posted inଜାତୀୟ

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼ ଯୋଗୁ ହୋଇଥିବା ହିମ ସ୍ଖଳନରେ ୩ ଜଣ ଯବାନ ଶହୀଦ୍‌ ହୋଇଛନ୍ତି। ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ହିମସ୍ଖଳନରେ ତଳେ ଚାପି ହୋଇ ରହିଥିବା କେତେକ ଯବାନଙ୍କୁ ଉଦ୍ଧାର କରାଯାଇଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଜଣେ ଯବାନ ନିଖୋଜ ଥିବା କୁହାଯାଉଛି। ରାମପୁର ଏବଂ ଗୁରେଜ ସେକ୍ଟରରେ ଏକାଧିକ ସ୍ଥାନରେ ହିମସ୍ଖଳନ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୧ ବର୍ଷ ତଳେ ପାକିସ୍ତାନ କରିଥିଲା ଦୁଃସାହସ, ମିଳିଥିଲା କଡ଼ା ଜବାବ: ମୋଦି

ନୂଆଦିଲ୍ଲୀ, ୨୬।୭: ଭାରତୀୟ ସେନା ପକ୍ଷରୁ ୨୧ ବର୍ଷ ତଳେ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଥିଲା। ପାକିସ୍ତାନ ଦୁଃସାହସର ପରିଣତି ଭୋଗ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୧୦୦ କୋଟିର ବ୍ରାଉନ୍‌ ସୁଗାର ଜବତ

ଇମ୍ଫାଲ,୧ା୭:ମଣିପୁରର ଥୋଉବାଲ ଜିଲାରୁ ୧୧୧.୨ କେ.ଜି.ର ବ୍ରାଉନ୍‌ ସୁଗାର ଜବତ ହୋଇଛି। ଲିଲୋଙ୍ଗ ଗ୍ରାମରେ ବ୍ରାଉନ୍‌ ସୁଗାର ପ୍ରସ୍ତୁତି ଚାଲିଥିବାବେଳେ ନାର୍କୋଟିକ୍ସ ଆଣ୍ଡ ଆଫେୟାର୍ସ ଅଫ୍‌...

କୁଲଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

ନୂଆଦିଲ୍ଲୀ,୧୭।୭: ବହୁପ୍ରତୀକ୍ଷିତ କୁଳଭୂଷଣ ଯାଦବ ମାମଲାରେ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ବୁଧବାର ଶୁଣାଣି କରିଛନ୍ତି। ଏହି ଶୁଣାଣି ଭାରତ ସପକ୍ଷରେ ଯାଇଛି। ଆଇସିଜେ...

ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର, ୨୫।୫: ଏନ୍‌କାଉଣ୍ଟରରେ ସୋମବାର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର କୁଲଗ୍ରାମ ଜିଲାର ମଞ୍ଜନାମ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ପାଇବା ପରେ ସୁରକ୍ଷାକର୍ମୀ...

ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ: ଭାରତର ପ୍ରତିନିଧିତ୍ୱ କରିବେ ମଞ୍ଜୁ ଥାପ୍ପା

ନୂଆଦିଲ୍ଲୀ,୬।୧: ମିସ୍‌ ଗ୍ଲୋରି ଅଫ୍‌ ୟୁନିଭର୍ସ-୨୦୨୦ ଫେବୃୟାରୀ ୫ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗୀତାରେ ଗ୍ଲୋରି ଅଫ୍‌ ନର୍ଥ-ଇଷ୍ଟ ମଞ୍ଜୁ ଥାପ୍ପା ଭାରତ ପକ୍ଷରୁ...

ପିଏମ୍‌ କେୟାର୍ସ ଫଣ୍ଡକୁ ୫୧ଲକ୍ଷ ଟଙ୍କା ଦାନ କଲେ ପୂର୍ବତନ ବିଚାରପତି

ନୂଆଦିଲ୍ଲୀ,୧।୪: କରୋନା ଭାଇରସ୍‌ ବିରୋଧରେ ଜାରି ରହିଥିବା ଲଢ଼େଇରେ ସାରା ଦେଶରୁ ସହାୟତାର ହାତ ବଢ଼ିଛି। ଇତିମଧ୍ୟରେ ସୁପ୍ରମିକୋର୍ଟର ପୂର୍ବତନ ବିଚାରପତି ଦୀପକ ବର୍ମା ବୁଧବାର...

ନଦୀକୁ ଖସିଲା ବସ୍‌, ୬ ମୃତ

ଭୋପାଳ,୩।୧୦:ମଧ୍ୟପ୍ରଦେଶର ରାୟସେସ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସିପଡିବା ଫଳରେ ୬ଜଣଙ୍କ ମୃତ୍ୟୁ ହୋଇଛି। ୧୯...

୩ ଗୁପ୍ତଚର ଧରାପଡ଼ିଲେ: ପାକିସ୍ତାନକୁ ଦେଉଥିଲେ ଗୁରୁତ୍ୱପୂର୍ଣ୍ଣ ସୂଚନା

ହିସାର,୩।୮: ହରିୟାଣାର ହିସାରରୁ ୩ ଗୁପ୍ତଚର ଧରାପଡ଼ିଛନ୍ତି। ସେମାନେ ପାକିସ୍ତାନକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଛି। ସେନାର ସୂଚନା ଆଧାରରେ ରାଗିବ୍‌, ମେହତାବ୍‌ ଏବଂ...

Coronavirus Update


Archives

Model This Week

Why Dharitri