ଅମ୍ଫନ ଉଜାଡିଛି ଧାନ କ୍ଷେତ

ରେମୁଣା, ୨୩।୩(ଡି.ଏନ.ଏ.)-ବାତ୍ୟା ପ୍ରଭାବରେ ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତର ୩୦ଏକର ଚାଷ ଜମି ଉଜୁଡ଼ିଯାଇଛି। ଶନିବାର କୃଷି ଅଧିକାରିଣୀ କ୍ଷମାମୟୀ ଦାସ, ଆର୍‌ଆଇ ମଦନମୋହନ ଲେଙ୍କା, ସହକାରୀ ଆର୍‌ଆଇ ସୋମନାଥ ସିଂ ଏବଂ ତୁଣ୍ଡୁରା ସରପଞ୍ଚ ଅଜୟ କୁମାର ବାରିକ ଚାଷଜମି ପରିଦର୍ଶନରେ ଯାଇ କ୍ଷୟକ୍ଷତି ଆକଳନ କରିଥିଲେ। ପାଖାପାଖି ୮୦ରୁ ୮୫ ଭାଗ ଧାନ ନଷ୍ଟ ହୋଇଛି। ଏଥିପାଇଁ ଚାଷୀକୁଳକୁ ସରକାରଙ୍କ ତରଫରୁ ତୁରନ୍ତ ସାହାଯ୍ୟ କରିବା ପାଇଁ ଚାଷୀମାନେ ସରକାରୀ ଅଧିକାରୀଙ୍କୁ ନିବେଦନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ୍‌ରୁ ସାପ ଧରା କୌଶଳ ଦେଖି ଓଡ଼ିଶାର ସାପ ଧରାଳିଙ୍କୁ ଭେଟିଲେ ବିଦେଶୀ ଦମ୍ପତି

ଭଦ୍ରକ ଅଫିସ,୨୪ା୨: ଜୀବଜନ୍ତୁମାନଙ୍କୁ ଭଲପାଉଥିବା ବିଦେଶୀ ଦମ୍ପତି ଭଦ୍ରକର ସାପ ଧରାଳି ମିର୍ଜା ଆରିଫଙ୍କୁ ଶୁକ୍ରବାର ଦେଖା କରି ତାଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି। ୟୁଟ୍ୟୁବ୍‌ରୁ...

ଧାନ ଅଭାବୀ ବିକ୍ରି: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୧୭।୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ବିକ୍ରି ସମସ୍ୟା ସମାଧାନ ନ ହେବାରୁ ପୁଣି ଚାଷୀମାନେ ମଙ୍ଗଳବାର ରାଜରାସ୍ତାକୁ ଓହ୍ଲାଇଛନ୍ତି । ସକାଳେ ଶତାଧିକ ଚାଷୀ ଅଇଁଠାପାଲି...

ମହୀଧରପୁରରେ ପୃଥକ୍‌ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ଅନୁଗୋଳ ଅଫିସ,୧୨।୧୦: ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁରରେ ଶନିବାର ୨ଟି ସ୍ଥାନରେ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨...

ବାହାରିଲା ଆଡ଼ପ ଅବଢ଼ା

ପୁରୀ ଅଫିସ,୨୫ା୬: ମହାପ୍ରଭୁ ଜନ୍ମବେଦୀରେ ବିଜେ କରିବା ପରେ ଆଡ଼ପ ଅବଢ଼ା ପାଇବା ଲାଗି ଭକ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍କଣ୍ଠା ରହିଥାଏ। ଏବେ ଏହି ଉତ୍କଣ୍ଠାର...

ମହାନଦୀ ଶଯ୍ୟା ଅନୁଧ୍ୟାନ କଲା ଏନ୍‌ଜିଟି ଟିମ୍‌

କଟକ ଅଫିସ, ୮ା୪: ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ଙ୍କ ନିର୍ଦ୍ଦେଶରେ ଗଠିତ ୫ଜଣିଆ କମିଟି ବୁଧବାର ମହାନଦୀ ଶଯ୍ୟା ସମେତ ହାଡ଼ିଆ ପଠା ପରିଦର୍ଶନ କରିଛନ୍ତି। ଏହି...

କଟକ ସହରରୁ ୫୧ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୧୧।୧୦-କଟକ ସହରରୁ ଆଜି ମୋଟ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୨୨ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯...

ବିବାହ ପାଇଁ ଆସିଲେନି ବିଧାୟକ: ଅପେକ୍ଷା କରି ଫେରିଲେ ସୁମାଲିକା

ଜଗତ୍‌ସିଂହପୁର ଅଫିସ, ୧୮ା୬: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ (୩୦) ଏବଂ ତାଙ୍କ ପ୍ରେମିକା ତଥା ସ୍ଥାନୀୟ ଦେଉଳି ଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର...

ସିସିଟିଭି ଭାଙ୍ଗି ବ୍ୟାଙ୍କରେ ପଶିଲେ ଦୁର୍ବୃତ୍ତ

ଠାକୁରମୁଣ୍ଡା,୧।୮(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଭାରତୀୟ ଷ୍ଟେଟବ୍ୟାଙ୍କ ଯଶୀପୁର ଶାଖାରୁ ଶନିବାର ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଛି। ଗେଟ ତାଲା ଭାଙ୍ଗିବା ସହ ସିସିଟିଭି ଭାଙ୍ଗି...

Advertisement
Archives

Model This Week