ତାପସଙ୍କ ସଜବାଜ

ଜଲିଉଡ୍‌ର ଆଗଧାଡିର ନିର୍ଦ୍ଦେଶକ ତାପସ ସ୍ବାଇଁ। ଚଳିତବର୍ଷ ତାଙ୍କ ନିର୍ଦ୍ଦେଶିତ ନାଟକ ‘ମୁଁ ସେହି ଭଦ୍ରକିଆ ଟୋକା (ରଙ୍ଗମହଲ) ଖଣ୍ଡଗିରି ଅପେରା ମେଳାରେ ବାଜିମାତ କରିଛି। ଅନ୍ୟପକ୍ଷରେ ଆସନ୍ତା ଯାତ୍ରା ସିଜନକୁ ନେଇ ଏବେଠାରୁ ଅଣ୍ଟା ଭିଡିଲେଣି ସେ। ଆସନ୍ତାବର୍ଷ ତାଙ୍କ ହାତରେ ୬ଟି ନାଟକ ରହିଛି। ତେଣୁ ସବୁ ନାଟକକୁ କିପରି ଦର୍ଶକାଦୃତ କରାଯାଇପାରିବ ସେ ନେଇ ନିଜକୁ କିପରି ପ୍ରସ୍ତୁତ କରିଛନ୍ତି ସେ ସମ୍ପର୍କରେ ତାପସ କହନ୍ତି, ‘ନାଟକର କାହାଣୀକୁ ମୁଁ ପ୍ରଥମେ ଭଲ ଭାବରେ ବିଶ୍ଳେଷଣ କରେ। ନିର୍ଦ୍ଦେଶନା ସମୟରେ ନାଟକର ପ୍ରତିଟି ବିଷୟକୁ ସରିୟସ୍‌ଲି ନେଇଥାଏ, ଯାହାଫଳରେ ମୋ ନାଟକରେ ସବୁବେଳେ ସ୍ପେଶାଲ ଚାର୍ମ ରହିଥାଏ। ଦର୍ଶକ ମୋ ନାଟକକୁ ଭଲ ରେସପନ୍ସ ଦେଉଛନ୍ତି ତାହା ମୋ ପାଇଁ ବଡ କଥା।’ ଆସନ୍ତାବର୍ଷ ପାଇଁ ତାପସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ନାଟକଗୁଡିକ ମଧ୍ୟରେ ରହିଛି-‘ଲୁହକୁ କହିଛି ରହିଯା ଟିକେ’ (ରଙ୍ଗମହଲ), ‘ଲାଗିଲାରେ ପ୍ରୀତି ରଙ୍ଗ ଲାଗିଲା’ (ସ୍ବର୍ଣ୍ଣମହଲ), ‘କୋଟିଏ ତାରାରେ ଗୋଟିଏ ଜହ୍ନ’ (ବିଶ୍ୱଦରବାର), ‘ରାଜା ଝିଅ ତମେ କ’ଣ କଲ’ (ତୁଳସୀ), ‘କଳଙ୍କ ମୋ ପାଇଁ ଚନ୍ଦନ ଟିକା’ (ଧଉଳି) ଏବଂ ‘ବାଟରେ କନିଆ ହାଟରେ ବର’ (ପାର୍ବତୀ)।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟଥର ପାଇଁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଲିସା ହେଡେନ୍‌ ତୃତୀୟଥର ପାଇଁ ମା’ ହୋଇଛନ୍ତି। ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଢଙ୍ଗରେ ଦେଇଛନ୍ତି। ଲିସା ଇନଷ୍ଟାଗ୍ରାମରେ...

ଏକଦା ଗୋଟିଏ ବଖରା ଘରେ ସ୍ତ୍ରୀ,ପିଲାଙ୍କ ସହ ରହୁଥିଲେ ଏହି ଅଭିନେତା; ଏବେ ଆମିରଙ୍କ ଘର ନିକଟରେ କିଣିଲେ ବଙ୍ଗଳା

ବମ୍ବେ: ବଲିଉଡ୍‌ର ଏପରି କିଛି କଳାକାର ଅଛନ୍ତି , ଯେଉଁମାନେ ନିଜର ଅଭିନୟ ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ସେମାନଙ୍କ ମଧ୍ୟରୁ ଅଭିନେତା ପଙ୍କଜ ତ୍ରିପାଠୀ...

୪୪ ବର୍ଷ ବୟସରେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମିର ଖାଁଙ୍କ ହିଟ୍ ଫିଲ୍ମ କଥା ଯଦି ବିଚାରକୁ ନିଆଯାଏ ତେବେ କୟା ମତ ସେ କୟାମତକ,...

ରିଲିଜ ହେଲା ଶୋ’ ଲକଅପର ଧମାକାଦାର ଟ୍ରେଲର

ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ପଙ୍ଗା ଗର୍ଲ କଙ୍ଗନା ରାନାୱତ ଏବେ ତାଙ୍କ ନୂଆ ଶୋ’କୁ ନେଇ ଆସିଛନ୍ତି...

ଭିନ୍ନ ରୂପରେ ସାରା

ମୁମ୍ବାଇ: ବଲିଉଡ୍ ନାୟିକା ସାରା ଅଲି ଖାଁ ନିଜର ଫିଲ୍ମ, ଫିଟନେସ୍ ଓ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବେଶ୍ ଚର୍ଚ୍ଚିତ । ନିକଟରେ ସେ...

ଓବାମାଙ୍କ ପସନ୍ଦ ତାଲିକାରେ ଭାରତୀୟ ଗାୟକଙ୍କ ଗୀତ

ବମ୍ବେ: ୨୦୧୯ ସରିବାକୁ ଆଉ କିଛି ଘଣ୍ଟା ବାକି। ନୂତନ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଆତୁର। ଅପରପକ୍ଷେ ବିଗତ ବର୍ଷର କିଛି ସ୍ମୃତିକୁ ମନେପକାଉଛନ୍ତି...

ସେଲ୍ସମ୍ୟାନ୍‌ରୁ ସେଲିବ୍ରିଟି: ୨.୪୪ କୋଟିରୁ ଅଧିକ ମୂଲ୍ୟର ରେଞ୍ଜ ରୋଭର୍‌ କିଣି ଚର୍ଚ୍ଚାରେ ଫୈଜଲ ଶେଖ୍‌

ବମ୍ବେ: ସେଲ୍ସମ୍ୟାନ୍‌ରୁ ସୋସିଆଲ ମିଡିଆ ଷ୍ଟାର। ଆଉ ଏବେ ଜୀବନରେ ଯୋଡ଼ି ହୋଇ ଚାଲିଛି ସଫଳତାର ନୂଆ ନୂଆ ଫର୍ଦ୍ଦ। ଆମେ କଥା ହେଉଛୁ ଫୈଜଲ...

ପୁଣିଥରେ ଏକାଠି ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ବଲିଉଡ୍‌ ଦୁନିଆରୁ ଆସିଛି ଏକ ଭିନ୍ନ ଧରଣର ଖବର। ସଞ୍ଜୟ ଲିଲା...

Advertisement
Archives

Model This Week