ତନିସ୍କର ମଦର୍ସ ଡେ କଲେକ୍ସନ

ଭୁବନେଶ୍ୱର,୯।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ମଦର୍ସ ଡେ ଲାଗି ସ୍ବତନ୍ତ୍ର ହାର୍ଟ ଅଫ୍‌ ଗୋଲ୍ଡ କଲେକ୍ସନ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ମଦର୍ସ ଡେ ପାଳନ ପୂର୍ବକ ଏହି କଲେକ୍ସନ ଶୁଭାରମ୍ଭ କରାଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା ମଧ୍ୟରେ ସ୍ବତନ୍ତ୍ର ଗହଣା ରେଞ୍ଜ ସାମିଲ ରହିଛି। ଡିଜାଇନ ଏବଂ କାରିଗରିକୁ ଏଥିରେ ବିଚାର କରାଯାଇଛି। କମ୍ପାନୀର ଇ-କମର୍ସ ପ୍ଲାଟ୍‌ଫର୍ମରେ ଏହି ଗହଣା କିଣିବାକୁ ଗ୍ରାହକ ସୁଯୋଗ ପାଇପାରିବେ। ପ୍ରାୟ ୧୫୦୦ ଶହରୁ ଅଧିକ ପ୍ରଡକ୍ଟ ଏହା ମଧ୍ୟରେ ସାମିଲ ରହିଛି। ଗହଣାଗୁଡିକର ଆରମ୍ଭ ମୂଲ୍ୟ ୫ ହଜାର ଟଙ୍କା ରହିଛି। ମଦର୍ସ ଡେ ଭଳି ଏକ ବିଶେଷ ଦିନକୁ ପାଳନ ସହ ସ୍ବତନ୍ତ୍ର କରିବା ଲାଗି ନୂଆ କଲେକ୍ସନ ଆରମ୍ଭ କରାଯାଇଛି ବୋଲି ଟାଇଟାନ କମ୍ପାନୀ ଲିମିଟେଡ୍‌ର ଜୁଏଲେରି ଡିଭିଜନ ମାର୍କେଟିଂ ବିଭାଗ ଜେନେରାଲ ମ୍ୟାନେଜର ରଞ୍ଜନୀ କ୍ରିଷ୍ଣସ୍ବାମୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ବିଆଇ ବିରୋଧରେ ଅଭିଯୋଗ ଆଣିଲେ ମାଲ୍ୟା

ଲଣ୍ଡନ,୨୦-୪: ପଳାତକ ଘୋଷିତ ବିଜୟ ମାଲ୍ୟା ରାଷ୍ଟ୍ରାୟତ୍ତ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ବିରୋଧରେ ଅଭିଯୋଗ ଆଣିଛନ୍ତି। ସୋସିଆଲ ମିଡିଆରେ ଏସ୍‌ବିଆଇକୁ ଟାର୍ଗେଟ କରି...

ଭାରତ ଲାଗି ଆଉଟ୍‌ଲୁକ୍‌ ଦୃଢ଼ କଲା ମୁଡିସ୍‌

ନୂଆଦିଲ୍ଲୀ,୬।୧୦: ରେଟିଂ ଏଜେନ୍ସି ମୁଡିସ୍‌ ମଙ୍ଗଳବାର ଭାରତ ବଜାର ଲାଗି ଆଉଟ୍‌ଲୁକ୍‌ ରେଟିଂକୁ ପୂର୍ବାପେକ୍ଷା ଦୃଢ଼ କରିଛି। ଏହା ପୂର୍ବରୁ ଭାରତର ରେଟିଂକୁ ନେଗେଟିଭ୍‌ ରଖିଥିଲା।...

‘ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ର ସାମ୍ପ୍ରତିକ ପରିବର୍ତ୍ତନ’

ଭୁବନେଶ୍ୱର,୨୭।୨: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ଅଫିସର୍ସ ଆସୋସିଏଶନ୍‌ ଓଡ଼ିଶା ୟୁନିଟ୍‌ର ୪୨ତମ ବାର୍ଷିକ ବୈଠକ ରବିବାର ସ୍ଥାନୀୟ ରେଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି...

୮% ବୃଦ୍ଧି ପାଇଛି ବିଦେଶୀ ଋଣ

ନୂଆଦିଲ୍ଲୀ,୭।୯: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ହାର ପୂର୍ବ ବର୍ଷ ତୁଳନାରେ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଏପରିକି ସରକାରଙ୍କ ପକ୍ଷରୁ ଜାରି...

ବାହାର ବ୍ୟକ୍ତି ହୋଇପାରିବେ ଟାଟା ଟ୍ରଷ୍ଟର ମୁଖ୍ୟ: ରତନ ଟାଟା

ନୂଆଦିଲ୍ଲୀ,୨୧।୭: ଟାଟା ଟ୍ରଷ୍ଟ ଉପରେ ଟାଟା ପରିବାରର କୌଣସି ବିଶେଷ ଅଧିକାର ନାହିଁ। ଭବିଷ୍ୟତରେ କୌଣସି ବାହାର ବ୍ୟକ୍ତି ଏହାର ମଙ୍ଗ ସମ୍ଭାଳିପାରିବେ। ଟାଟା ଟ୍ରଷ୍ଟର...

୪ ଦିନ ଧରି ବଢୁଛି ତେଲ ଦର

ନୂଆଦିଲ୍ଲୀ,୬-୧: ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ ପରେ ରବିବାର ସମେତ ଗତ ୪ ଦିନ ହେବ ଲଗାତର ତେଲ ଦର ବୃଦ୍ଧି ଘଟୁଛି। ଏହି...

୧୦ ବର୍ଷରେ ୫ ଗୁଣା ବୃଦ୍ଧି ପାଇଛି ମ୍ୟୁଚୁଆଲ ଫଣ୍ଡ ଇଣ୍ଡଷ୍ଟ୍ରି…

ନୂଆଦିଲ୍ଲୀ, ୧୨।୧୨: ଦେଶରେ ନିବେଶ ଧାରା ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ବ୍ୟାଙ୍କର କମ ସୁଧ ହାର ଯୋଗୁୁ ଲୋକମାନେ ଶୀଘ୍ର ଅନ୍ୟ ନିବେଶ ବିକଳ୍ପ...

ରାଜସ୍ବ ବୃଦ୍ଧି ଯୋଜନା : ନୂଆ ସମ୍ପତ୍ତିର ଚିହ୍ନଟ ପାଇଁ ସମସ୍ତ ମନ୍ତ୍ରଣାଳୟକୁ କେନ୍ଦ୍ରର ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୪।୧୧ : କେନ୍ଦ୍ର ସରକାର ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ନୂତନ ସମ୍ପତ୍ତି ଚିହ୍ନଟ କରିବାକୁ କହିଛନ୍ତି ଯାହା ଦ୍ୱାରା ସେସବୁର ଶୀଘ୍ର ମୁଦ୍ରୀକରଣ ହୋଇପାରିବେ।...

Advertisement
Archives

Model This Week