ଡ. ଅର୍ଥୋ ଆୟୁର୍ବେଦିକ ତେଲ, ସୁପର-୩୦ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ, ୨୨ା୭: ସୁପର-୩୦ ଚଳଚ୍ଚିତ୍ରର ପ୍ରମୋଶନ ଲାଗି ଏସ୍‌ବିଏସ୍‌ ବାୟୋଟେକ୍‌ର ଲୋକପ୍ରିୟ ପ୍ରଡକ୍ଟ ଡ. ଅର୍ଥୋ ଆୟୁର୍ବେଦିକ ତୈଳ ଚୁକ୍ତିରେ ସାମିଲ ହୋଇଛି। ଚଳଚ୍ଚିତ୍ରର ସଫଳତା ଲାଗି କମ୍ପାନୀ ପକ୍ଷରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି। ଏଭଳି ପଦକ୍ଷେପ ନେଇଥିବାରୁ ଖୁସି ବୋଲି କମ୍ପାନୀର ନିର୍ଦ୍ଦେଶକ ସଞ୍ଜୀବ ଜୁନେଜା କହିଛନ୍ତି। ନିଜର କର୍ତ୍ତବ୍ୟ ପାଳନ ପାଇଁ ଆନନ୍ଦ କୁମାର ବିଭିନ୍ନ ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଗରିବ ମେଧାବୀଙ୍କୁ ଯେଭଳି ଭାବେ ସହାୟତା କରିଛନ୍ତି। ତାହା ପ୍ରଶଂସାଯୋଗ୍ୟ ବୋଲି ଜୁନେଜା କହିଛନ୍ତି। ସିନେମାରେ ଆନନ୍ଦ କୁମାର ଭୂମିକାରେ ହ୍ରିତିକ ରୋଶନ ନଜର ଆସିଥିବା ବେଳେ ରିତୁ ରଶ୍ମି ଭୂମିକାରେ ମୃଣାଳ ଠାକୁର ରହିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଗରିବଙ୍କ ପ୍ରତି ରହିଥିବା ଅସମାନତାକୁ ଦେଖି ଆନନ୍ଦ କୁମାର କିଭଳି ମାଗଣା ଶିକ୍ଷା ପ୍ରଦାନ ଦ୍ୱାରା ଛାତ୍ରୀଛାତ୍ରଙ୍କ ଜୀବନରେ ପରିବର୍ତ୍ତନ ଆଣୁଛନ୍ତି,ସିନେମାରେ ଦେଖାଯାଇଛି। କମ୍ପାନୀର ଡ.ଅର୍ଥୋ ଅଏଲ ଆଣ୍ଠୁଗଣ୍ଠି ପୀଡା ଲାଗି ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଟସ୍‌ ଜରିଆରେ ସଚେତନ କରାଇଲା ହ୍ବାଟ୍‌ସଆପ୍‌

ନୂଆଦିଲ୍ଲୀ: ହ୍ବାଟ୍‌ସଆପ୍‌ର ନୂଆ ଫିଚର ଓ ନିୟମାବଳୀକୁ ନେଇ ଗତ କିଛିଦିନ ହେବ ୟୁଜର୍ସମାନେ (ହ୍ବାଟ୍‌ସଆପ୍‌ ବ୍ୟବହାରକାରୀ) ନାନା ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି। ୟୁଜର୍ସଙ୍କ ଗୋପନୀୟତା ପଦାରେ...

ଆର୍‌ବିଆଇ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ୩ ଦିନିଆ ମୁଦ୍ରାନୀତି କମିଟି ବୈଠକ (ଏମ୍‌ପିସି) ବୁଧବାରଠାରୁ ଆରମ୍ଭ ହୋଇଛି। ବର୍ତ୍ତମାନ ବଜାରରେ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି।...

କୋକାକୋଲାର ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୨୭।୧୦: ବହୁରାଷ୍ଟ୍ରୀୟ ମୃଦ୍ୟୁପାନୀୟ କମ୍ପାନୀ ‘କୋକାକୋଲା’ ପକ୍ଷରୁ ଚଳିତ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ କୋକାକୋଲା’ର ଚେୟାରମ୍ୟାନ ତଥା...

ଡିଜିଟାଲ ପଲିସିକୁ ଗୁରୁତ୍ୱ ଦେବ ବୀମା କମ୍ପାନୀ

ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ସମୟରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗରୁତ୍ୱ ଦେଉଛନ୍ତି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ...

୬ ଲକ୍ଷ କୋଟିର ଆସେଟ ମନିଟାଇଜେଶନ ଯୋଜନା

ନୂଆଦିଲ୍ଲୀ,୧୨।୮: ସରକାର ବର୍ତ୍ତମାନ ୬ଲକ୍ଷ କୋଟି ଟଙ୍କାର ଆସେଟ ମନିଟାଇଜେଶନ ଯୋଜନା ଉପରେ କାମ କରୁଛନ୍ତି। ପାଓ୍ବାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ, ନ୍ୟାଶନାଲ ହାଇଓ୍ବେ...

ଟୟୋଟାର କୁଲ ନ୍ୟୁ ଗ୍ଲାନଜାର ବୁକିଂ ଆରମ୍ଭ

ନୂଆଦିଲ୍ଲୀ,୧୨ ।୩ ଟୟୋଟା କିଲୋସ୍କର ମୋଟରର ବହୁ ପ୍ରତୀକ୍ଷିତ ଷ୍ଟାଇଲିଶ ଏବଂ ସ୍ପୋର୍ଟି କୁଲ୍‌ ନ୍ୟୁ ଟୟୋଟା ଗ୍ଲାନ୍‌ଜା ପାଇଁ ବୁକିଂ ଆରମ୍ଭ ସମ୍ପର୍କରେ ଘୋଷଣା...

ମାଲାବାରରେ ୧୦ ଦିନିଆ ବ୍ରାଇଡାଲ୍‌ ଜୁଏଲେରି ଶୋ

ଭୁବନେଶ୍ୱର,୨୫।୧୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସର ଶହୀଦନଗରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ୧୦ ଦିନିଆ ବ୍ରାଇଡାଲ୍‌ ଜୁଏଲେରି ଶୋ’ର ଶୁଭାରମ୍ଭ...

ପିଆଜ ରପ୍ତାନିରେ ଲାଗିଲା କଟକଣା

ନୂଆଦିଲ୍ଲୀ, ୧୫।୯: କେନ୍ଦ୍ର ସରକାର ପିଆଜ ରପ୍ତାନିକୁ ସୋମବାରଠାରୁ ବ୍ୟାନ କରିଛନ୍ତି। ଦେଶର ଦକ୍ଷିଣ ଭାଗରେ ରହିଥିବା ରାଜ୍ୟଗୁଡିକରେ ଲଗାଣ ବର୍ଷା ଯୋଗୁ ଏହା ଫସଲ...

Advertisement
Archives

Model This Week