ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ ଉପଲବ୍ଧ। ଏହା ମଧ୍ୟରେ ଶାର୍ଟ,ଟ୍ରାଉଜର ଏବଂ ଡେନିମ୍‌ ରହିଛି। ଏଥିରେ ଷ୍ଟାଇଲ ଏବଂ ଫ୍ୟାଶନ ଷ୍ଟେଟମେଣ୍ଟକୁ ପ୍ରାଥମିକତା ଦିଆଯାଇଛି। ଏହାକୁ ଉଭୟ ଫର୍ମାଲ ଏବଂ କାଜୁଆଲ ଭାବେ ବ୍ୟବହାର କରାଯାଇ ପାରିବ ବୋଲି କମ୍ପାନୀ ପ୍ରକାଶ କରିଛି। ସଦ୍ୟତମ ପୋଷାକପତ୍ର ଚାହୁଥିବା ଯୁବବର୍ଗଙ୍କୁ ଧ୍ୟାନରେ ରଖି ଏହା ବଜାରକୁ ଛାଡିଥିବା କମ୍ପାନୀର ନିର୍ଦ୍ଦେଶକ କୁନ୍ତଲ ରାଜ ଜୈନ କହିଛନ୍ତି। ଏଥିରେ ଗ୍ରାହକମାନେ ଅନ୍ତର୍ଜାତୀୟ ଗୁଣବତ୍ତା ଏବଂ ଷ୍ଟାଇଲ ପାଇ ପାରିବେ ବୋଲି ଜୈନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ବ୍ୟାଙ୍କିଙ୍ଗ ସଙ୍କଟ…

ବେଜିଂ,୧୬।୭ : ଲାଭ ହ୍ରାସ କରିବାକୁ ଚାଇନା ସରକାର ଦେଶର ବଡ ବ୍ୟାଙ୍କଗୁଡିକ ଉପରେ ଚାପ ପକାଉଛନ୍ତି। ସ୍ଥାନୀୟ ସରକାରଙ୍କୁ ଅଧିକ ଋଣ ଦେବାକୁ ମଧ୍ୟ...

ଫେସ୍‌ବୁକ୍‌ ଏମ୍‌ଡିଙ୍କୁ ଅକ୍ଟୋବର ୧୫ ଯାଏ ଆଶ୍ୱସ୍ତି

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ପ୍ରସଙ୍ଗରେ ଫେସ୍‌ବୁକ ଇଣ୍ଡିଆ ଏମ୍‌ଡି ଅଜିତ ମୋହନଙ୍କୁ ସୁପ୍ରିମକୋର୍ଟ ଅକ୍ଟୋବର ୧୫ ଯାଏ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଦଙ୍ଗା ଘଟଣାରେ...

ଅନ୍‌ଲାଇନ ନେଣଦେଣ ୮୦% ବଢ଼ିଛି

ନୂଆଦିଲ୍ଲୀ,୧୪।୧: ବର୍ଷ ୨୦୨୦ରେ ଦେଶ ମଧ୍ୟରେ ଅନ୍‌ଲାଇନ ନେଣଦେଣ ପ୍ରାୟ ୮୦% ବୃଦ୍ଧି ପାଇଛି। ଛୋଟ ଏବଂ ମଧ୍ୟମ ବର୍ଗ ସହରଗୁଡିକରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଗ୍ରହଣ ହାର...

ଦ୍ୱିତୀୟ ପର୍ଯ୍ୟାୟ ୟୁଏସ୍‌-ଚାଇନା ବାଣିଜ୍ୟ ଚୁକ୍ତି ଶୀଘ୍ର

ଡାଭୋସ,୨୨-୧: ଦୀର୍ଘ ୧୯ ମାସର ବାଣିଜ୍ୟ ଯୁଦ୍ଧକୁ ଅନ୍ତ କରିବା ଲାଗି ଆମେରିକା ଏବଂ ଚାଇନା ପ୍ରଥମ ପର୍ଯ୍ୟାୟ ବାଣିଜ୍ୟ ଚୁକ୍ତିରେ ସାମିଲ ହୋଇଛନ୍ତି। ଦୁଇ...

ବ୍ୟାଙ୍କିଙ୍ଗ୍‌ ଉଦ୍ୟୋଗ ମହଙ୍ଗା ଭତ୍ତା ୨୫.୬୯%

ଭୁବନେଶ୍ୱର:  ଦେଶର ଶିଳ୍ପ ଶ୍ରମିକଙ୍କ ପାଇଁ ସର୍ବଭାରତୀୟ ଖାଉଟି ମୂଲ୍ୟସୂଚୀ ନିକଟରେ ପ୍ରକାଶ ପାଇଛି। ଉକ୍ତ ସୂଚୀ ଅନୁସାରେ ୨୦୨୧ ଫେବୃୟାରୀରେ ଏହା ୧୧୯ ପଏଣ୍ଟ ରହିଥିଲା;...

ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ

ନୂଆଦିଲ୍ଲୀ: ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ସର୍ବାଧିକ ଦିନିକିଆ ହ୍ରାସ ଦେଖାଯାଇଛି। ଦେଶ ମଧ୍ୟରେ କରୋନା ମାମଲା ବଢିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।...

ଏସ୍‌ବିଆଇ ଡିଭିଡେଣ୍ଡ ୟିଲ୍‌ଡ ଫଣ୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୨୩।୨: ଏସ୍‌ବିଆଇ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ଏସ୍‌ବିଆଇ ଡିଭିଡେଣ୍ଡ ୟିଲ୍‌ଡ ଫଣ୍ଡର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଏକ ଓପନ ଏଣ୍ଡେଡ୍‌ ଇକ୍ୟୁଟି...

କ୍ୟାରଟ୍‌ଲେନ୍‌ର ଏକ୍ସକ୍ଲୁସିଭ ଆଉଟଲେଟ

ଭୁବନେଶ୍ୱର,୧୧।୪: ଭାରତର ଅଗ୍ରଣୀ ଓମ୍‌ନି ଚ୍ୟାନେଲ ଜୁଏଲେରି ବ୍ରାଣ୍ଡ୍‌ କ୍ୟାରଟ୍‌ଲେନ୍‌ର ଆଉ ଏକ ଏକ୍ସକ୍ଲୁସିଭ ଆଉଟଲେଟ ସୋମବାର ଓଡ଼ିଶା ବଜାରରେ ଶୁଭାରମ୍ଭ କରାଯାଉଛି। ଏପରିକି ଭୁବନେଶ୍ୱର...

Advertisement
Archives

Model This Week