ଡୋନାଙ୍କୁ ବିବାହ କରିବା ପରେ ବି ନଗ୍‌ମାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ସୌରଭ ଗାଙ୍ଗୁଲୀ…

ମୁମ୍ବାଇ,୨୫।୧୨: ସାଉଥ୍‌ ଅଭିନେତ୍ରୀ ନଗ୍‌ମା ବୁଧବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ଡିସେମ୍ବର ୨୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ନନ୍ଦିତା ଅରବିନ୍ଦ ମୋରାରଜି ଥିଲା। ତେବେ ଫିଲ୍ମରେ ଅଭିନୟ ପରେ ତାଙ୍କର ନାମ ପରିବର୍ତ୍ତନ କରାଯାଇଥିଲା। ନଗ୍‌ମାଙ୍କ ପ୍ରତି କ୍ରିକେଟର ସୌରଭ ଗାଙ୍ଗୁଲୀ ଆକର୍ଷିତ ହୋଇଥିଲେ। ସେତେବେଳେ ସୌରଭ ଡୋନାଙ୍କୁ ବିବାହ ମଧ୍ୟ କରିସାରିଥିଲେ। ନଗ୍‌ମା ଏବଂ ସୌରଭଙ୍କ ସାକ୍ଷାତ୍‌ ୧୯୯୯ ବିଶ୍ୱ କପ୍‌ ସମୟରେ ହୋଇଥିଲା। ଦୁଇଜଣଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ନେଇ ବେଶ୍‌ ଚର୍ଚ୍ଚା ଆରମ୍ଭ ହୋଇଥିଲା। ୨୦୦୧ରେ ଦୁହିଁଙ୍କର ବହୁ ଫଟୋ ମଧ୍ୟ ପ୍ରକାଶିତ ହେବାରେ ଲାଗିଥିଲା। ଏକ ମନ୍ଦିରରେ ମଧ୍ୟ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା। ଏହି ସମ୍ପର୍କ ଡୋନାଙ୍କୁ ଜଣାପଡ଼ିବା ପରେ ସୌରଭଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଥିଲା। ମାମଲା ଛାଡ଼ପତ୍ର ପର୍ଯ୍ୟନ୍ତ ମଧ୍ୟ ଯାଇଥିବା କୁହାଯାଉଥିଲା। ତେବେ ପରବର୍ତ୍ତୀ ସମୟରେ ସୌରଭ ନଗ୍‌ମାଙ୍କଠାରୁ ଦୂରେଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଲେ ଦାନ କଲେ ୫ଲକ୍ଷ ପାଉଣ୍ଡ

ଲଣ୍ଡନ, ୨୪ା୪ (ଏଏଫ୍‌ପି)-କରୋନାରେ ଆକ୍ରାନ୍ତଙ୍କ ରୋଗୀଙ୍କ ଚିକିତ୍ସା ଷ୍ଟାର ଫୁଟ୍‌ବଲ ଖେଳାଳି ଗ୍ୟାରେଥ୍‌ ବାଲେ କାର୍ଡିଫ୍‌ସ୍ଥିତ ଏକ ହସ୍ପିଟାଲକୁ ୫ ଲକ୍ଷ ପାଉଣ୍ଡ (୬୧୫,୦୦୦ ଡଲାର)...

ଡେବ୍ୟୁ ମ୍ୟାଚ୍‌ରେ ଏମିତି କରିଥିଲେ ଧୋନୀ, ଯାହା ସେ କେବେ ଭୁଲିପାରିବେ ନାହିଁ

ଏକଦିବସୀୟ କ୍ରିକେଟର ଅନ୍ୟତମ ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ୧୬ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ଧୋନୀ କ୍ରିକେଟର...

କ୍ୱାଲିଫାୟରରୁ ଅଙ୍କିତା ଆଉଟ୍‌

ପ୍ୟାରିସ୍‌,୨୫।୯(ପି.ଟି.): ଭାରତୀୟ ମହିଳା ଟେନିସ୍‌ ତାରକା ଅଙ୍କିତା ରାଇନା ଫ୍ରେଞ୍ଚ୍‌ ଓପନ୍‌ କ୍ୱାଲିଫାୟର ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡ ପାର କରିପାରିନାହାନ୍ତି। ଗୁରୁବାର...

ଜନଙ୍କ ପରଫେକ୍ଟ ଫିଗରକୁ ଅଭିଷେକ, ଟାଇଗରଙ୍କ ପ୍ରଶଂସା

ମୁମ୍ବାଇ,୬।୧୨: ବଲିଉଡ୍‌ରେ ହ୍ୟାଣ୍ଡସମ ହଙ୍କ ଭାବେ ପରିଚିତ ଜନ ଆବ୍ରାହାମ ଏବେ ଆଗାମୀ ଫିଲ୍ମ ‘ସତ୍ୟମେବ ଜୟତେ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଇନ୍‌ଷ୍ଟାଗ୍ରାମରେ...

ଧୋନୀଙ୍କ ସ୍ତ୍ରୀ ଉପରେ ଭାଜପାର ନଜର, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଅଗଷ୍ଟ ୧୫ରେ କ୍ରିକେଟରୁ ଅବସର ନେଇଛନ୍ତି। ଏହାପରେ ତାଙ୍କ ଆଗାମୀ କାର୍ଯ୍ୟପନ୍ଥାକୁ ନେଇ...

‘ଦି ହଣ୍ଡ୍ରେଡ୍‌’ରେ ୫ ଭାରତୀୟ ମହିଳା ଖେଳିବେ

ଲଣ୍ଡନ, ୧୧।୬(ପି.ଟି.)- ୟୁନାଇଟେଡ କିଙ୍ଗ୍‌ଡମ୍‌ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ...

ମୁଡି ସନରାଇଜର୍ସର କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୧୬।୧୨ (ପି.ଟି.)-କ୍ରିକେଟରରୁ କୋଚ୍‌ ହୋଇଥିବା ଅଷ୍ଟ୍ରେଲିଆର ଟମ୍‌ ମୁଡି ମଙ୍ଗଳବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ସନରାଇଜର୍ସ ହାଇଦ୍ରାବାଦର କ୍ରିକେଟ ନିର୍ଦ୍ଦେଶକ ଭାବେ...

ସଲମାନଙ୍କ ସହ ‘ସ୍ଲୋ ମୋଶନ’ ଗୀତରେ ଦିଶା ପଟାନୀଙ୍କ ଲୁକ୍‌କୁ ନେଇ ବଢ଼ୁଛି ବିବାଦ

ମୁମ୍ବାଇ,୨୯।୪: ସଲମାନ ଖଁ।ଙ୍କ ଅପ୍‌ କମିଂ ଫିଲ୍ମ ଭାରତର ‘ସ୍ଲୋ ମୋଶନ’ ଗୀତକୁ ନେଇ ବିବାଦ ଦେଖାଦେଇଛି। ଏହି ଗୀତରେ ଦବଙ୍ଗ ସଲମାନଙ୍କ ସହ ଦିଶା...

Advertisement
Seven Jackpot
Ten Cric Info


Archives

Model This Week