Posted inଜାତୀୟ

ଡେମ୍‌ଚୋକ୍‌ରେ ଚାଇନା କରି ନାହିଁ ଅନୁପ୍ରବେଶ: ଭାରତୀୟ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୩।୭: ଚାଇନା ସୈନ୍ୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଦ୍ଦାଖର ଡେମ୍‌ଚୋକ୍‌ ସେକ୍ଟରରେ ଅନୁପ୍ରବେଶ କରି ନାହାନ୍ତି ବୋଲି ଭାରତୀୟ ସେନା ମୁଖ୍ୟ ବିପିନ୍‌ ରାଓ୍ବତ୍‌ ଶନିବାର ସୂଚନା ଦେଇଛନ୍ତି। ଏହା ଏକ ନିୟମିତ କାର୍ଯ୍ୟ। ଏଭଳି କାର୍ଯ୍ୟ ସୀମା ତଦାରଖ ପାଇଁ କରାଯାଇଥାଏ। କେତେକ ସମୟରେ ଭାରତୀୟ ସେନା ମଧ୍ୟ ଏଭଳି କରିଥାନ୍ତି ବୋଲି ସେ କହିଛନ୍ତି। ଭାରତ-ଚାଇନା ସୀମାରେ ଉତ୍ତେଜନା ସୃଷ୍ଟି ହୋଇ ନାହିଁ। ଏଠାରେ ସବୁ ଠିକ ଏବଂ ସ୍ବାଭାବିକ ଥିବା ସେ କହିଛନ୍ତି। ଜୁଲାଇ ୬ରେ ଦଲାଇ ଲାମାଙ୍କ ଜନ୍ମଦିନ ଅବସରରେ କିଛି ତିବ୍ବତ୍‌ ଲୋକେ ଏଠାରେ ପତାକା ଉତ୍ତୋଳନ କରିଥିବା ରିପୋର୍ଟ ମିଳିଥିଲା। ଚାଇନା ସୈନ୍ୟ ଡେମ୍‌ଚୋକ୍‌ ଅଞ୍ଚଳରେ ଅନୁପ୍ରବେଶ କରିଥିବା ଅଭିଯୋଗ ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ ’

କର୍ନାଲ, ୧୪।୨ : କୃଷକଙ୍କ ଦାବି ପୂରଣ ନ ହେଲେ ସରକାରଙ୍କୁ ଶାନ୍ତିରେ ବସିବାକୁ ଦେବୁ ନାହିଁ। ହରିୟାଣାର କର୍ନାଲ ଜିଲାରେ ଆୟୋଜିତ ଏକ ‘ମହାପଞ୍ଚାୟତ’ରେ...

ଆଜି ରାଜ୍ୟ ସଭା ନିର୍ବାଚନ: ଭୋଟିଂର ହେବ ଭିଡିଓଗ୍ରାଫ

ନୂଆଦିଲ୍ଲୀ,୧୦।୬: ଚାରି ରାଜ୍ୟର ୧୬ ରାଜ୍ୟ ସଭା ଆସନ ଲାଗି ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ଘୋଡ଼ାବେପାର ଉଦ୍ୟମ ଚାଲିଥିବା...

ସ୍କୁଲ୍‌ ଖୋଲିବା ନେଇ ଜାରି ହେଲା ନୂଆ ଏସ୍‌ଓପି

ନୂଆଦିଲ୍ଲୀ,୩।୧:କେନ୍ଦ୍ର ସରକାର ସ୍କୁଲ୍‌ ଖୋଲିବା ନେଇ ଗୁରୁବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ସ୍କୁଲ୍‌ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା ନାହିଁ। ସେ ନିଷ୍ପତ୍ତି ରାଜ୍ୟ...

ଜେଟଲୀଙ୍କ ପରଲୋକ

ନୂଆଦିଲ୍ଲୀ,୨୪।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ୬୬ ବର୍ଷ ବୟସରେ ପରଲୋକ ହୋଇଛି। ଏମ୍ସର ଆଇସିୟୁରେ...

୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ

ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ...

ଜୁଲାଇ ୧ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ

ଲକ୍ଷ୍ନୌ,୧୬।୬: କରୋନାର ଦ୍ୱିତୀୟ ଲହର ଉତ୍ତରପ୍ରଦେଶରେ ତାଣ୍ଡବ ରଚିଥିବା ବେଳେ ବର୍ତ୍ତମାନ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ତେବେ କିଛି ଜିଲାକୁ ଛାଡ଼ିଦେଲେ ଅନ୍ୟ...

ପ୍ରଥମ ମହିଳା ଫୁଟବଲର୍‌ ଭାବେ ଓନାମ ବେମବେମ ଦେବୀଙ୍କୁ ପଦ୍ମଶ୍ରୀ ପୁରସ୍କାର

ନୂଆଦିଲ୍ଲୀ,୯।୧୧: ଭାରତୀୟ ଫୁଟବଲର ଦୁର୍ଗା ଓନାମ ବେମବେମ ଦେବୀ ପ୍ରଥମ ଭାରତୀୟ ମହିଳା ଫୁଟବଲର୍‌ ଭାବେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ସୋମବାର ଓନାମ ଏହି...

କରୋନା ପାଇଁ ବଢୁଛି ଟ୍ରେନ ଯାତ୍ରା ଭଡ଼ା

ନୂଆଦିଲ୍ଲୀ,୨୬।୨: ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଭଡ଼ା ବୃଦ୍ଧି କରାଯାଇଛି। ଲୋକାଲ ପାସେଞ୍ଜର ଟ୍ରେନରେ ୩୦ରୁ ୪୦ କି.ମି ଯାତ୍ରା କରୁଥିବା ଯାତ୍ରୀଙ୍କ ଭଡ଼ା...

Advertisement
Archives

Model This Week