ଡେବ୍ରିଗଡ଼ ଅଭୟାରଣ୍ୟରେ ହାତୀପଲ: ଆଶ୍ୱସ୍ତ ହେଲେ ଚାଷୀ

ଭଟ୍‌ଲି, ୨୮।୧୦(ଡି.ଏନ୍‌.ଏ.): ବିଗତ ୩ ଦିନ ହେବ ହାତୀଙ୍କୁ ନେଇ ଭୟରେ ଥିବା ବରଗଡ଼ ଜିଲାର ଚାଷୀମାନେ ରବିବାରଠାରୁ ସାମାନ୍ୟ ଆଶ୍ୱସ୍ତିଲାଭ କରିଛନ୍ତି। ଛତିଶଗଡ଼ ରାଜ୍ୟ ଅନ୍ତର୍ଗତ ଭଟ୍‌ଲି ନିକଟସ୍ଥ ବାରପାହାଡ଼ ଜଙ୍ଗଲ ଅଭିମୁଖେ ଚାଲିଆସିଥିବା ୨ଟି ବଣୁଆ ହାତୀ ଧାନ ଫସଲ ନଷ୍ଟ କରିଦେଇଥିଲେ। ଏଥିପାଇଁ ଚାଷୀମାନେ ଚିନ୍ତାରେ ଥିଲେ । ମାତ୍ର ବନବିଭାଗ ଉଦ୍ୟମରେ ଏହି ହାତୀ ଡେବ୍ରିଗଡ଼ ଅଭୟାରଣ୍ୟ ମଧ୍ୟକୁ ପଶିଯାଇଛନ୍ତି। ସେମାନେ ଯେପରି ପୁଣି ଅଭୟାରଣ୍ୟରୁ ବାହାରି ନ ଆସିବେ ସେଥିପ୍ରତି ଦୃଷ୍ଟିଦେବାକୁ ଚାଷୀମାନେ ବନବିଭାଗକୁ ଅନୁରୋଧ କରିଛନ୍ତି। ଏହି ହାତୀପଲ ପୂର୍ବରୁ ବାରପାହାଡ଼ ଜଙ୍ଗଲରେ ଥିଲେ, ମାତ୍ର ଗତବର୍ଷ ସେମାନେ ଛତିଶଗଡ଼ ଜଙ୍ଗଲକୁ ଚାଲିଯାଇଥିଲେ। ତେବେ ବର୍ଷେ ପରେ ପୁଣି ଫେରିଥିବାରୁ ଏବଂ ବର୍ତ୍ତମାନ ଧାନ ପାକଳ ସମୟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଲାଇବ୍ରେରି ସ୍ବପ୍ନ

ଢେଙ୍କାନାଳ ଅଫିସ, ୧୮।୯: ସ୍ମାର୍ଟ ହେବ ପାଠାଗାର। କମ୍ପ୍ୟୁଟର, ସ୍କାନର, ଫର୍ନିଚରଠାରୁ ଆରମ୍ଭ କରି ପାନୀୟଜଳ, ଅଗ୍ନି ନିରାପତ୍ତା ଯାଏ ସମସ୍ତ ବ୍ୟବସ୍ଥା ରହିବ ଏଠାରେ। ଏକ...

ଜାତୀୟ ରାଜପଥରେ ରାହାଜାନି: କଣ୍ଟେନରରୁ ଲୁଟିନେଲେ ୨ କୋଟିର ସିଗାରେଟ

ଟାଙ୍ଗୀ (ଖୋର୍ଦ୍ଧା),୬ା୧୧ (ଡି.ଏନ.ଏ.): ୧୬ନଂ. ଜାତୀୟ ରାଜପଥର ଟାଙ୍ଗୀ ଥାନା ଉଗ୍ରତାରା ଛକରେ ସୋମବାର ବିଳମ୍ବିତ ରାତିରେ ଲୁଟେରାମାନେ ଏକ ବଡଧରଣର ରାହାଜାନି ଘଟାଇଛନ୍ତି। ଚାଳକଙ୍କୁ...

ଦାରିଙ୍ଗବାଡ଼ିରେ ଭାରତ ବନ୍ଦର ପ୍ରଭାବ

ଦାରିଙ୍ଗବାଡ଼ି,୨୭ା୯(ଡି.ଏନ୍‌.ଏ.): କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଖିଳଭାରତ କଂଗ୍ରେସ କମିଟି ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ବ୍ଲକ...

ବଂଶଧାରାର ଜଳକୁ ନେଇ ତୁଟୁନି ବିବାଦ: ସୁପ୍ରିମ୍‌କୋର୍ଟରେ ଶୁଣାଣି ଆଜି

କାଶୀନଗର, ୧୦।୧(ଡି.ଏନ୍‌.ଏ.)-ସୁପ୍ରିମ୍‌କୋର୍ଟ ଶୁକ୍ରବାର ବଂଶଧାରା ଜଳ ବିବାଦର ଶୁଣାଣି ରହିଛି। ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦୀର୍ଘ ଦିନରୁ ଏହାକୁ ନେଇ ବିବାଦ ଲାଗିରହିଛି। ଟ୍ରିବ୍ୟୁନାଲ୍‌ରୁ ବିବାଦ ଏବେ...

ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ

ପାଲଲହଡ଼ା, ୧୩।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡାର ଯୁବ ବିଧାୟକ ମୁକେଶ ପାଲ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନୁଗୋଳସ୍ଥିତ...

ଚିନିଶିଳ୍ପ ସଭାପତିଙ୍କ ବିରୋଧରେ ମହିଳାଙ୍କ ଅଭିଯୋଗ

ଆସିକା,୨୭ା୧୦(ଡି.ଏନ୍‌.ଏ.)-ଆସିକା ସମବାୟ ଚିନିଶିଳ୍ପର ମଦ ପ୍ରସ୍ତୁତି ଲାଗି ରହିଥିବା ବଟଲିଂ ପ୍ଲାଣ୍ଟର ମହିଳା ଶ୍ରମିକମାନେ ଚିନିଶିଳ୍ପର ସଭାପତି ବିପିନୀ ବିହାରୀ ପାତ୍ରଙ୍କ ବିରୋଧରେ ଆସିକା ଥାନାରେ...

‘ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଯାଉ’

ଖୋର୍ଦ୍ଧା,୨୦ା୭(ପ୍ରଭାତ ପାଣିଗ୍ରାହୀ)ବିଭିନ୍ନ ପ୍ରସଙ୍ଗ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦୀର୍ଘ ୪ବର୍ଷ ହେବ ଓଡ଼ିଶାରେ ଛାତ୍ର ସଂସଦ...

ଜେଲ ଗଲେ କୋଟିପତି ଟେକ୍‌ନିକାଲ କନସଲଟାଣ୍ଟ

କେନ୍ଦୁଝର,୧୧ା୮(ସ୍ବ.ପ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଭିଜିଲାନ୍ସ ଯୋଡ଼ା ବ୍ଲକରେ କାର୍ଯ୍ୟରତ ସମଗ୍ର ଶିକ୍ଷା ଅଭିଯାନର ଟେକ୍‌ନିକାଲ୍‌ କନ୍‌ସଲ୍‌ଟାଣ୍ଟ ଇଂ. କ୍ଷେତ୍ରବାସୀ ମହାନ୍ତଙ୍କୁ...

Advertisement
Archives

Model This Week