ଡିଲରଶିପ୍‌ ପୁନଃ କାର୍ଯ୍ୟକ୍ଷମ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୭।୫: କରୋନା ପାଇଁ ବନ୍ଦ ହୋଇଥିବା ୬୦୦ ଡିଲରଶିପ୍‌କୁ ପୁଣି ଥରେ ଶୁଭାରମ୍ଭ କରାଯାଇଥିବା ଦେଶର ପ୍ରମୁଖ ୪ ଚକିଆ ଯାନ ନିର୍ମାତା କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ପକ୍ଷରୁ ସୂଚନା ରହିଛି। ଏହି ଡିଲରଶିପ୍‌ଗୁଡିକରୁ ଡେଲିଭରି ମଧ୍ୟ ଆରମ୍ଭ ହୋଇଛି। ଯାନ କ୍ରୟ ଲାଗି ଡିଜିଟାଲ ଭିତ୍ତିଭୂମି ସୁବିଧା ଏବଂ ଆଉଟଲେଟଗୁଡିକରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜ୍ୟୁର(ଏସ୍‌ଓପି) ଲାଗୁ କରାଯାଇଛି ବୋଲି କମ୍ପାନୀ କହିଛି। ଗତ କିଛିଦିନ ମଧ୍ୟରେ ଏହି ଡିଲରଶିପଗୁଡିକୁ ଖୋଲାଯାଇଛି ବୋଲି କମ୍ପାନୀର ମାର୍କେଟିଂ ଏବଂ ସେଲ୍‌ସ ବିଭାଗ ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ କମ୍ପାନୀର ସାରା ଦେଶରେ ୩୦୮୦ ଡିଲରଶିପ ରହିଛି। ଏହା ମଧ୍ୟରେ ୪୭୪ ଏରେନା ,୮୦ ନେକ୍ସା ଏବଂ ୪୫ ବାଣିଜି୍ୟକ ଯାନ ଆଉଟଲେଟ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ବାଟ୍ସଆପ୍‌ରେ ନୂଆ ଶପିଂ ବଟନ

ମୁମ୍ବାଇ: ହ୍ବାଟ୍ସ ଆପ୍‌ ପକ୍ଷରୁ ବିଜ୍‌ନେସ ଆକାଉଣ୍ଟ ଲାଗି ନୂଆ ଶପିଂ ବଟନ ଫିଚର ସଂଯୋଗ କରାଯାଇଛି। ବିଜନେସ କାଟାଲଗ୍‌ ସମ୍ପର୍କରେ ଅଧିକ ଜାଣିବାରେ ଏହା...

୪.୯%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୭-୧୧: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୯%କୁ ଖସିଯିବ ବୋଲି ଅର୍ଥନୈତିକ ଥିଙ୍କ ଟ୍ୟାଙ୍କ ନ୍ୟାଶନାଲ କାଉନସିଲ ଅଫ୍‌ ଆପ୍ଲାଏଡ...

୧୭ ଅଳଙ୍କାର ଦୋକାନ ଉପରେ ଜିଏସ୍‌ଟି ଚଢ଼ାଉ

ଭୁବନେଶ୍ୱର,୫।୧୦ ବାଣିଜ୍ୟ କର ଏବଂ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ଏନଫୋର୍ସମେଣ୍ଟ ୟୁନିଟ୍‌ ସୋମବାର ରାଜ୍ୟର ୧୮ଟି ସହରର ୧୭ଟି ଅଳଙ୍କାର ଦୋକାନ ଉପରେ...

ଅଭିବୃଦ୍ଧି ଇଞ୍ଜିନର ମୁଖ୍ୟ ଚକା ଜାମ୍‌

ନୂଆଦିଲ୍ଲୀ,୩୦।୫: କରୋନା ଯୋଗୁ ହୋଇଥିବା ଲକ୍‌ଡାଉନ ଦେଶର ଅଭିବୃଦ୍ଧିକୁ ଗଭୀର ଭାବେ କ୍ଷତି ପହଞ୍ଚାଇଛି। ଘରୋଇ ବଜାରର ଅଭିବୃଦ୍ଧି ଲାଗି ପ୍ରମୁଖ ଯୋଗଦାନ ରଖୁଥିବା ସେବା...

ହ୍ୟାକିଂ ସମ୍ଭାବନା: ଅପ୍‌ଡେଟ୍‌ ଲାଗି ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୧୫-୫: ସିକ୍ୟୁରିଟି ଫିଚର୍ସରେ ତ୍ରୁଟି ପରିଲକ୍ଷିତ ହେବା ପରେ ହ୍ବାଟ୍ସଆପ୍‌ ଏହାର ୟୁଜରଙ୍କୁ ତୁରନ୍ତ ଏହି ଆପ୍‌କୁ ଅପ୍‌ଡେଟ୍‌ କରିନେବା ଲାଗି ଚେତାଇ ଦେଇଛି। କାରଣ...

ଇ-କମର୍ସରେ ପାର୍ବଣ ବିକ୍ରି ୨୨ ହଜାର କୋଟି

ନୂଆଦିଲ୍ଲୀ: ପାର୍ବଣ ଉପଲକ୍ଷେ ବିଭିନ୍ନ ଇ-କମର୍ସ କମ୍ପାନୀରେ ସେଲ୍‌ ଜାରି ରହିଛି। ଗତ ୫ଦିନରେ କମ୍ପାନୀଗୁଡିକ ୨୨ ହଜାର କୋଟି ଟଙ୍କାର ସାମଗ୍ରୀ ବିକ୍ରି କରିଥିବା...

ଜିଏସ୍‌ଟି କ୍ଷତିପୂରଣକୁ ନେଇ ୮ ଦଳର ପ୍ରତିବାଦ

ନୂଆଦିଲ୍ଲୀ: ପ୍ରତିଶ୍ରୁତି ମୁତାବକ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଜନିତ କ୍ଷତିପୂରଣ ପ୍ରଦାନକୁ ନେଇ ବର୍ତ୍ତମାନ ଟଣାଓଟରା ଲାଗି ରହିଛି।...

ନଗଦ ଉଠାଣ ଲାଗି ବ୍ୟାଙ୍କଗୁଡ଼ିକୁ ଅଧିକ ସମୟ

ନୂଆଦିଲ୍ଲୀ,୨୮।୬: କରୋନା ଭାଇରସ୍‌ ଲାଗି ବଜାର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇ ରହିଛି। ବ୍ୟାଙ୍କଗୁଡିକର ନଗଦ ଅସୁବିଧାକୁ ସମାଧାନ କରିବା ଲାଗି ବର୍ଦ୍ଧିତ ଋଣ ସୁବିଧାର ସୀମାକୁ...

Advertisement
Archives

Model This Week