Posted inଜାତୀୟ

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ କରିଛି। କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚାଇନା ନିଜର ପ୍ରତିନିଧିଙ୍କୁ ଲକ୍ଷ୍ନୌ ପଠାଇବାକୁ ଅମଙ୍ଗ ହୋଇଥିବା କୁହାଯାଉଛି। ବିମାନ ବନ୍ଦରରେ ଚାଇନାରୁ ଆସିଥିବା ପ୍ରତିନିଧି ଦଳଙ୍କର ସ୍ବତନ୍ତ୍ର ସ୍କ୍ରିନିଂ ଏବଂ ମେଡିକାଲ ଯାଞ୍ଚ୍‌ କରାଯିବ। ତେଣୁ ଚାଇନା ଏଥିରେ ଯୋଗ ଦେବାକୁ ମନା କରି ଦେଇଛି। ଏହି ଡିଫେନ୍ସ୍‌ ଏକ୍ସ୍‌ପୋରେ ୧୬୫ ଦେଶର ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

‘କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ନୁହେଁ’

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ।...

ବଂଶୀ ସ୍ବର ଶୁଣି ଅଧିକ କ୍ଷୀର ଦିଏ ଗାଈ: ଭାଜପା ବିଧାୟକ

ଗୁଆହାଟୀ, ୨୮।୮: ବଂଶୀ ସ୍ବର ଶୁଣିଲେ ଗାଈ ଅଧିକ କ୍ଷୀର ଦେବ। ଏ କଥା ମୁଁ ନୁହେଁ, ଗୁଜରାଟର ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଗବେଷଣା କରି...

ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଗିରଫ ହେଲେ ଭାଜପା ନେତା

ନୂଆଦିଲ୍ଲୀ,୧୧।୮ : ଦିଲ୍ଲୀର ଜନ୍ତର ମନ୍ତରଠାରେ ମୁସଲିମ ବିରୋଧୀ ସ୍ଲୋଗାନ ଦେଇ ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ ଗିରଫ ହୋଇଥିଲେ। ତାଙ୍କ ଜାମିନକୁ କୋର୍ଟ ବୁଧବାର...

ବାହାରେ ପ୍ରଦର୍ଶନ, ଭିତରେ ହଟ୍ଟଗୋଳ, ଲୋକ ସଭା-ରାଜ୍ୟ ସଭା ଅଚଳ…

ନୂଆଦିଲ୍ଲୀ,୨୯।୧୧: ସଂସଦର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହ ଅଚଳ ହୋଇପଡ଼ିଛି। ବାହାରେ ବିରୋଧୀଙ୍କ ପକ୍ଷରୁ ପ୍ରଦର୍ଶନ ଆରମ୍ଭ କରାଯିବା ସହିତ ଉଭୟ ରାଜ୍ୟ...

‘ମାର୍ଚ୍ଚ ସୁଦ୍ଧା ମହାରାଷ୍ଟ୍ରରେ ଭାଜପା ସରକାର’

ନୂଆଦିଲ୍ଲୀ,୨୬।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦୁଇ ବର୍ଷ ପୂର୍ବରୁ ଭାଜପା ରାଜ୍ୟରେ ସରକାର ଗଢ଼ିବ। ମାର୍ଚ୍ଚ ସୁଦ୍ଧା ପରିବର୍ତ୍ତନ ଦେଖିବାକୁ ମିଳିବ। ଏଭଳି ବୟାନ ଦେଇଛନ୍ତି...

ଭାରତ-ଚାଇନା ସୀମାରେ ସ୍ଥିତି ସ୍ବାଭାବିକ: ଚାଇନା ରାଷ୍ଟ୍ରଦୂତ…

କୋଲକାତା,୧।୪ : ଭାରତ-ଚାଇନା ସୀମାରେ ଥିବା ଜରୁରୀକାଳୀନ ସ୍ଥିତି ଏବେ ଆଉ ନାହିଁ। ପୂର୍ବର ଅବସ୍ଥା ବର୍ତ୍ତମାନ ଅତୀତର ହୋଇସାରିଛି। ବର୍ତ୍ତମାନ ସ୍ଥିତି ସ୍ବାଭାବିକ ରହିଛି।...

ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ: ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟନା,୨୯।୭ : ଏକ ମାମଲାର ବିଚାର କରି ପାଟନା ହାଇକୋର୍ଟ କହିଛନ୍ତି ସନ୍ତାନ ଜନ୍ମ ପାଇଁ ଅକ୍ଷମତା ଛାଡପତ୍ରର କାରଣ ହୋଇ ପାରିବ ନାହିଁ। ଜଷ୍ଟିସ...

‘ଏହି ଦୁଃଖ ସମୟରେ ପୂରା ଦେଶ ପ୍ରଧାନମନ୍ତ୍ରୀଙ୍କ ସହ ଅଛି’

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ଦୁନିଆକୁ ଅଲବିଦା କହିଛନ୍ତି। ସେ ଶୁକ୍ରବାର ଭୋର ୩.୩୦ରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ହୀରାବେନଙ୍କ ଦେହାନ୍ତ ପରେ...

Advertisement
Archives

Model This Week