ଡାର୍କନେଟ୍‌ରେ ୧ ଲକ୍ଷ ଲୋକଙ୍କ ଡାଟା

ନୂଆଦିଲ୍ଲୀ,୪।୬: ୧ ଲକ୍ଷରୁ ଅଧିକ ଲୋକଙ୍କ ଆଧାର, ପାନ୍‌ ଏବଂ ପାସ୍‌ପୋର୍ଟ ସମେତ ଅନ୍ୟ ତଥ୍ୟର ସ୍କାନ୍‌ ନଥି ଡାର୍କନେଟ୍‌ରେ ବିକ୍ରି ଲାଗି ଉପଲବ୍ଧ ରହିଛି। ସାଇବର ସୁରକ୍ଷା ସମାଧାନ ପ୍ରଦାନ କରୁଥିବା କମ୍ପାନୀ ସାଇବଲ ପକ୍ଷରୁ ଏଭଳି ଦାବି କରାଯାଇଛି। ଡାର୍କ ନେଟ୍‌ ସାମାନ୍ୟ ସର୍ଚ୍ଚ ଇଞ୍ଜିନଠାରୁ ଭିନ୍ନ ରହିଥାଏ। ଏହାକୁ ବ୍ୟବହାର କରିବା ଲାଗି ବିଶେଷ ସଫ୍ଟଓ୍ବେରର ଆବଶ୍ୟକତା ରହିଥାଏ। ଏହି ଡାର୍କନେଟ୍‌କୁ ଆତଙ୍କୀ ତଥା ଅନ୍ୟ ଖଳପ୍ରକୃତିର ବ୍ୟକ୍ତିବିଶେଷ ବ୍ୟବହାର କରିଥାନ୍ତି। ରିପୋର୍ଟରେ କୁହାଯାଇଛି ଯେ ହୁଏତ ତୃତୀୟ ପକ୍ଷଠାରୁ ଏହି ଡାଟା ଆସିଥାଇପାରେ। ଏଭଳି ଭାବେ ଭାରତୀୟଙ୍କ ଡାଟା ଖୁଲମଖୁଲା ବିକ୍ରି ଲାଗି ଉପଲବ୍ଧ ହେଉଥିବା ନଜରକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋକୁ ଗୋଲ୍‌ଡେନ ପିକକ ପୁରସ୍କାର

ଭୁବନେଶ୍ୱର,୧୪-୭(ବ୍ୟୁରୋ): ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)କୁ ଗୋଲ୍‌ଡେନ ପିକକ ପରିବେଶ ପରିଚାଳନା ପୁରସ୍କାର ମିଳିଛି। ପରିବେଶ ପରିଚାଳନାରେ ବିଶ୍ୱସ୍ତରୀୟ ମାନ୍ୟତା, ଔଦ୍ୟୋଗିକ ବିକାଶ ସହ ନିରନ୍ତର...

‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’

ନୂଆଦିଲ୍ଲୀ,୨୭।୧୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ (ଡିସିବିଏଲ) ପକ୍ଷରୁ ‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି।...

ଦେଶ ନିର୍ମାଣରେ ସିଏସ୍‌ଆର୍‌ର ଭୂମିକା

ଭୁବନେଶ୍ୱର,୨୧।୫ ଦେଶର ଅଗ୍ରଣୀ ଆଇଟି କମ୍ପାନୀ ‘ଏଚ୍‌ସିଏଲ୍‌ ଟେକ୍ନୋଲୋଜିସ୍‌’ର ସହଯୋଗୀ ଅନୁଷ୍ଠାନ ଏଚ୍‌ସିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ଏହାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଜରିଆରେ...

କାହା ପାଣ୍ଠିରେ ‘ଟ୍ରୁଥ୍‌ ସୋସିଆଲ’

ଓ୍ବାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରକୁ ଟକ୍କର ଦେବା ପାଇଁ ଏକ ନୂଆ ମିଡିଆ କମ୍ପାନୀ ଖୋଲିବା ପରଠୁ...

ରୋଜଗାର ସ୍ଥିତିରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୨୮।୫: ଲକ୍‌ଡାଉନର ପ୍ରଭାବରେ ପ୍ରବାସୀ ଶ୍ରମିକ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଘରକୁ ଫେରୁଥିବା ଦେଖାଯାଉଛି। ୩୧ ମେ’ରେ ଲକ୍‌ଡାଉନ...

ୱିଣ୍ଡଫଲ୍‌ ଟିକସ ହାର ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୪।୧: ଅନ୍ତଃରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଭାରତରେ ତା’ର ପ୍ରଭାବ ଦେଖିବାକୁ ମିଳୁନାହିଁ। ଫଳରେ ସବୁ...

ଇ-ବାଣିଜ୍ୟ କାରବାରରେ ପାଦ ଥାପିବ ବିଓବି

ନୂଆଦିଲ୍ଲୀ,୧୨।୭: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ଇ-ବାଣିଜ୍ୟ କାରବାରରେ ପାଦ ଥାପିବାକୁ ଯାଉଛି। ଏହା ଅନ୍‌ଲାଇନ ବଜାର ମଞ୍ଚରୁ ବ୍ୟାଙ୍କ ସେବା ତଥା କୃଷି...

ଶ୍ୟାମ୍‌ ଷ୍ଟିଲ୍‌ ଏଲ୍‌ଏସ୍‌ଜିର ପ୍ରମୁଖ ପ୍ରାୟୋଜକ

ନୂଆଦିଲ୍ଲୀ,୨୪।୩:ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରମୁଖ ଟିମ୍‌ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲ୍‌ଏସ୍‌ଜି) ଏବଂ ଶ୍ୟାମ ଷ୍ଟିଲ୍‌ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ...

Advertisement
Archives

Model This Week