ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ସୋୟାବିନ୍‌

ଆମେରିକାସ୍ଥିତ ମାସାଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ର ଏକ ଗବେଷଣାରୁ ଜଣାପଡ଼ିଛି, ଡାଇବେଟିସ ରୋଗୀଙ୍କ ପାଇଁ ସୋୟାବିନ ସବୁଠୁ ଲାଭଦାୟକ। ଏଥିରେ ଆଇସୋଫ୍ଲୋଭୋନେସ୍‌ ରହିଛି, ଯାହା ବ୍ଲଡ୍‌ ସୁଗାର ଓ କୋଲେଷ୍ଟରଲ ସ୍ତର କମ୍‌ କରିବାରେ ସାହାଯ୍ୟ କରିଥାଏ। ଏପରିକି ହୃଦ୍‌ଘାତ ଏବଂ କିଡ୍‌ନୀଜନିତ ସମସ୍ୟାରୁ ରକ୍ଷା କରିଥାଏ।  ଡାଇବେଟିସ ଧୀରେ ଧୀରେ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଥାଏ।  କିଡ୍‌ନୀ ଓ ଲିଭର୍‌ ସବୁଠୁ ଅଧିକ ପ୍ରଭାବିତ ହୋଇଥାଏ।

ଏଥିପାଇଁ ସୋୟାବିନ୍‌ ଖାଇବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି। ସୋୟାବିନ୍‌ରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି। ପ୍ରତିଦିନ ସୋୟାବିନ୍‌ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଯଥା ସୋୟା ଦୋସା, ସୋୟା ଉପମା, ସୋୟା ପରଟା, ସୋୟା ଚପ୍‌ ଇତ୍ୟାଦି କରି ଖାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଚାପ ନିୟନ୍ତ୍ରଣ କରିଥାଏ ବିଟ୍‌

ଶୀତଦିନେ ବଜାରରେ ପ୍ରଚୁର ପରିମାଣରେ ବିଟ୍‌ ମିଳିଥାଏ। ଏହା ପାଟି ସୁଆଦିଆ ନ ହେଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। ବିଶେଷକରି ରକ୍ତଚାପ ରୋଗୀଙ୍କ ପାଇଁ...

ଭାଗ୍ୟ ଖୋଲିଦେବ ଏହି ଗଛ

ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି, ବାଡ଼ି ବଗିଚାରେ ଗଛଲତାର ଯନତ୍ ନେଲେ ଆରୋଗ୍ୟ ଲାଭ ସହ ଗ୍ରହଦୋଷ ମଧ୍ୟ କଟିଯାଏ। ତେବେ ଘରେ କେଉଁସବୁ ଗଛ...

ଏହି ୨ରାଶିର ଲୋକେ ସାଥୀଙ୍କୁ କେବେ କରି ନଥାନ୍ତି ପ୍ରତାରଣା

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଉତ୍ଥାନ-ପତ୍ତନ ଲାଗିରହିଥାଏ। ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବେଳେବେଳେ ଗ୍ରହର ସ୍ଥିତି ମନୁଷ୍ୟ ପାଇଁ ଲାଭଦାୟକ...

ଫ୍ଲଟିଂ କରିବାରେ ଓସ୍ତାଦ ଏହି ନାମଧାରୀ ମହିଳା

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ନାମ ଯେପରି ଗୁରୁତ୍ୱପୂର୍ଣ୍ଣ ନାମର ପ୍ରଥମ ଅକ୍ଷର ମଧ୍ୟ ଠିକ୍‌ ସେହିପରି। ନାମର ପ୍ରଥମ ଅକ୍ଷର ଆମ ଜୀବନର ଅନେକ ରହସ୍ୟ...

ବଟର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ୨ ଟେବ୍‌ଲସ୍ପୁନ୍‌ ତେଲ, ୧ ଟେବଲ୍‌ସ୍ପୁନ୍‌ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍‌ ଅଦା ଛେଚା...

ଏହାକୁ ଖାଇଲେ ହେବନି କରୋନା…

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ଭିଟାମିନ୍‌ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ବୋଲି...

କେତେ ଅପକାରୀ ରିଫ୍ରିଜିଂ ଖାଦ୍ୟ

ଆଜିକାଲି ଖାଦ୍ୟ ହେଉ କି ପନିପରିବା-ଏଗୁଡ଼ିକ ରେଫ୍ରିଜରେଟ ବା ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ପାଲଟିଗଲାଣି। କାରଣ ତା’ ଭିତରେ ସେଗୁଡ଼ିକ ବେଶ୍‌ ସୁରକ୍ଷିତ...

କରୋନା ସମୟରେ ଥଣ୍ଡା, କାଶ ଶୀଘ୍ର ଭଲ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ପାଇଁ ଆମ ଦେଶର କେତେକ ରାଜ୍ୟରେ...

Advertisement


Archives

Model This Week

Why Dharitri