ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଗୁଣ୍ଡ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ମେଥିଗୁଣ୍ଡ ଉଷୁମ ପାଣିରେ ପିଇଲେ ଡାଇବେଟିସ୍‌ରୁ ଦୂରେଇ ହେବାରେ ସହାୟତା ମିଳିଥାଏ। ଏହା ଶରୀରରେ ଇନସୁଲିନ୍‌ କ୍ଷରଣକୁ ତ୍ୱରାନ୍ବିତ କରିଥାଏ। ଏହା ସହିତ ପାଚନ କ୍ରିୟାକୁ ମେଥିଗୁଣ୍ଡ ସ୍ବାଭାବିକ କରିବା ସହିତ କୋଲେଷ୍ଟରଲସ୍ତରକୁ ନିୟନ୍ତ୍ରିତ କରିଥାଏ। ତେଣୁ ଏହାକୁ ଅଭ୍ୟାସ କରି ଖାଇଲେ ସୁଫଳ ମିଳିଥାଏ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ୧୫୦୦ ମସିହାରେ ଏହାକୁ ବିଭିନ୍ନ ରୋଗ ଚିକିତ୍ସାରେ ପ୍ରଥମେ ଇଜିପ୍ଟରେ ବ୍ୟବହାର କରାଯାଇଥିଲା। ପରେ ଏହାର ବ୍ୟବହାର ଦକ୍ଷିଣ ଏସିଆ ଏବଂ ମଧ୍ୟପ୍ରାଚ୍ୟରେ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘାସ ଉପରେ ଖାଲି ପାଦରେ ଚାଲିଲେ ମିଳିବ ଅନେକ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ କିଏ କେତେ ଉପାୟ ଆପଣାଉଛନ୍ତି। କିଏ ଓ୍ବର୍କ ଆଉଟ୍‌ କରୁଛି ତ ପୁଣି କିଏ ଡାଏଟିଂ। ହେଲେ ସକାଳୁ ଖାଲି ପାଦରେ...

ମଧୁର ସମ୍ପର୍କର ମାଧ୍ୟମ

ମଧୁର ସମ୍ପର୍କରେ ପରସ୍ପରକୁ ବାନ୍ଧି ହସଖୁସିରେ ପରିବାର ଚଳାଇନେବାକୁ ସ୍ବପ୍ନ ଦେଖିଥାନ୍ତି ସମସ୍ତେ । କିନ୍ତୁ ଏଇ କାମକୁ ବେଶ୍‌ ସହଜ କରିପାରେ ଫୋନ୍‌ ।...

ନୋବେଲ ପୁରସ୍କାର ରସାୟନ ବିଜ୍ଞାନ -୨୦୧୯ : ସମାଜକୁ ଜୀବାଶ୍ମ ଇନ୍ଧନ ମୁକ୍ତ କରିବା ବ୍ୟାଟେରି

”ଏବେ ଆମେ ବ୍ୟବହାର କରୁଥିବା ଅସଂଖ୍ୟ ସ୍ମାର୍ଟଫୋନ୍‌, ଲ୍ୟାପ୍‌ଟପ୍‌ ତଥା ଅନ୍ୟାନ୍ୟ ବହନୀୟ ଇଲେକ୍‌ଟ୍ରୋନିକ୍‌ ଯନ୍ତ୍ରପାତି ଏବଂ ରାଜମାର୍ଗରେ ଗଡ଼ିବାକୁ ଆରମ୍ଭ କରିଥିବା ନୂତନ ପିଢ଼ିର...

ସ୍ମଗ୍‌ ଖୁମ୍ବ

ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଦିଲ୍ଲୀର କନ୍ନଟପ୍ଲେସ୍‌ଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୋଟିଏ ସ୍ମଗ୍‌ ଖୁମ୍ବର ଉଦ୍‌ଘାଟନ କରିଛନ୍ତି। ବାୟୁକୁ ପରିଷ୍କାର କରି ଏହାର ପ୍ରଦୂଷଣରୁ...

ଗହଣା କଳା ପଡ଼ିଯାଉଛି କି ତେବେ ଏଭଳି ନିଅନ୍ତୁ ଯତ୍ନ

ବର୍ତ୍ତମାନ ସମୟରେ ସୁନାରୁପାଠାରୁ ଅଧିକ ପ୍ଲାଟିନମ ଓ ଇମିଟେସନ୍‌ ଗହଣାର ଚାହିଦା ରହିଛି। କମ୍‌ ଖର୍ଚ୍ଚରେ ମିଳୁଥିବା ଏହି ଗହଣାଗୁଡ଼ିକ ପିନ୍ଧିବା ପାଇଁ ମଧ୍ୟ ହାଲୁକା।...

ନୂଆ ନୂଆ ପ୍ରେମରେ ପଡ଼ିଛନ୍ତି କି.. ମନେରଖନ୍ତୁ ଏହି ୪ଟି କଥା ପ୍ରେମଜୀବନକୁ କରିଥାଏ ସଫଳ..

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେଥିରୁ ଗୋଟିଏ ହେଲା ପ୍ରେମ ଜୀବନକୁ...

ପ୍ରେମରେ ପଡ଼ିଛନ୍ତି କି.. ଏହି ୪ଟି କଥା ମନେରଖନ୍ତୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଏବଂ ଉପାୟ ବିଷୟରେ ଉଲ୍ଲେଖ କରିଛନ୍ତି। ସେପରି ଗୋଟିଏ ହେଲା ପ୍ରେମ ଜୀବନକୁ...

ନୂଆ ଟ୍ରେଣ୍ଡ: ମଙ୍ଗଳସୂତ୍ର ବ୍ରେସ୍‌ଲେଟ୍‌

ଶଙ୍ଖା, ସିନ୍ଦୂର ଭଳି ମଙ୍ଗଳସୂତ୍ରକୁ ମଧ୍ୟ ବିବାହିତା ନାରୀର ଗୋଟିଏ ଲକ୍ଷଣ ଭାବେ ବିବେଚନା କରାଯାଇଥାଏ। କଳାମାଳିରେ ଗୁନ୍ଥା ଏହି ମଙ୍ଗଳସୂତ୍ରଟି ବିବାହିତାଙ୍କ ପାଇଁ ସବୁଠୁ...

Advertisement
Archives

Model This Week