Posted inଖେଳ

ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ଅସନ୍ତାବର୍ଷକୁ ସ୍ଥଗିତ

ଦି ହଗ୍‌,୨୮।୫: କୋଭିଡ-୧୯ ମହାମାରୀ କାରଣରୁ ଆଉ ଏକ ବଡ଼ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି। ଡଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରିକୁ ଆସନ୍ତାବର୍ଷକୁ ସ୍ଥଗିତ ରଖାଯାଇଛି। ୧୯୮୫ ପରେ ପ୍ରଥମଥର ପାଇଁ ଏହି ରେସ୍‌ ଆୟୋଜନ ହେବାକୁ ଯାଉଥିଲା। ବିନା ଦର୍ଶକରେ ଏହି ରେସ୍‌ ଆୟୋଜନ କରିବାକୁ ଚାହୁଁନଥିବାରୁ ଆୟୋଜକ ମାନେ ଏହାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କୁହାଯାଇଛି। ଏହାକୁ ପ୍ରତମେ ମେ ୩ ତାରିଖରେ ଜଣ୍ଡବୁର୍ଟରେ ଆୟୋଜନ କରାଯାଇଥାନ୍ତା। କିନ୍ତୁ ମହାମାରୀ କାରଣରୁ ଏହି ସେତେବେଳେ ସ୍ଥଗିତ ରଖାଯାଇଥିଲା। ଏହାପୂର୍ବରୁ ୩ଟି ଫର୍ମୁଲ-୧ ରେସ୍‌କୁ ବାତିଲ କରାଯାଇଛି। ମାର୍ଚ୍ଚ ୧୫ ତାରିଖରେ ଆୟୋଜନ ହେବାକୁ ଥିବା ଅଷ୍ଟ୍ରେଲିଆ ଗ୍ରାଁ ପ୍ରି, ମେ ୨୪ରେ ଆୟୋଜନ ହେବାକୁ ଥିବା ମୋନାକୋ ଓ ଜୁନ୍‌ ୨୮ରେ ଆୟୋଜନ ହେବାକୁ ଥିବା ଫ୍ରେଞ୍ଚ୍ସ ଗ୍ରାଁ ପ୍ରିକୁ ମଧ୍ୟ ସମକାରଣ ପାଇଁ ବାତିଲ କରାଯାଇଛି। ବାକି ୬ଟି ଫର୍ମୁଲ-୧ ରେସ୍‌କୁ ସ୍ଥଗିତ ରଖାଯାଇଛି ଓ ଏଗୁଡିକ ନୂଆ କାର୍ଯ୍ୟସୂଚୀ ଅନୁଯାୟୀ ଆୟୋଜନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମିଳିଲା ଜାତୀୟ ଦଳର ଦାୟିତ୍ୱ

କଲମ୍ବୋ,୧୩।୧୨: ପୂର୍ବତନ ଅଧିନାୟକ ମହେଳା ଜୟଓ୍ବର୍ଦ୍ଦନେଙ୍କୁ ଶ୍ରୀଲଙ୍କା ଜାତୀୟ ଦଳର ପରାମର୍ଶଦାତା କୋଚ୍‌ ଭାବେ ନିଯୁକ୍ତ କରାଯାଇଛି। ଶ୍ରୀଲଙ୍କା କ୍ରିକେଟର ଟେକନିକାଲ ଉପଦେଷ୍ଟା କମିଟିର ପରାମର୍ଶ...

ଧାଓ୍ବନ, ରାହାନେ, ଅଶ୍ୱିନଙ୍କ ପରାମର୍ଶ ନେବେ ପନ୍ତ

ମୁମ୍ବାଇ, ୧୦।୪(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ପାଇଁ ରିଷଭ ପନ୍ତଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱଭାର ଦିଆଯାଇଛି। ଦଳରେ ଅନେକ ସିନିୟର ଖେଳାଳି...

୧୦୦ ମିଟରରୁ ଦୂତୀଙ୍କ ଅଭିଯାନ ଶେଷ

ଭୁବନେଶ୍ୱର, ୩୧।୭(କ୍ରୀଡ଼ା ପ୍ରତିନିଧି)- ଟୋକିଓରେ ଚାଲିଥିବା ଅଲିମ୍ପିକ୍ସର ମହିଳା ୧୦୦ ମିଟର ହିଟ୍‌ରୁ ଓଡ଼ିଶାର ଦୂତୀ ଚାନ୍ଦଙ୍କ ଅଭିଯାନ ଶେଷ ହୋଇଛି। ଏହି ଇଭେଣ୍ଟରେ ଭାରତକୁ...

ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ଜିତିବା ପରେ ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..

ନୂଆଦିଲ୍ଲୀ,୧୩।୭: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍‌ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ...

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର

କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଇ’ ମ୍ୟାଚ...

ଆଉ ଯନ୍ତ୍ରଣାଦାୟକ ୧୨ ଘଣ୍ଟା ବାକି ଅଛି, କାହିଁକି ଏମିତି କହିଲେ ଧୋନୀ

ଦୁବାଇ,୨୬।୧୦:ଆଇପିଏଲର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ଲେଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଆଉ ମାତ୍ର ଦୁଇଟି ମ୍ୟାଚ୍‌ ଖେଳିବାର ଅଛି। ଚେନ୍ନାଇ ଯଦି...

କୋଣ୍ଟାଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି

ପ୍ୟାରିସ, ୨ା୬-ବ୍ରିଟେନ୍‌ର ଜୋହାନା କୋଣ୍ଟା ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ମହିଳା ସିଙ୍ଗଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ଏକ ଚତୁର୍ଥ ରାଉଣ୍ଡ...

କିଏ ସେହି ଡାରିଲ ମିଚେଲ? ଇଂଲଣ୍ଡ ବିପକ୍ଷରେ ଚୌକା-ଛକା ବର୍ଷା କରି…

ଆବୁଧାବି,୧୧।୧୧: ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ହାରିବାର ପ୍ରତିଶୋଧ ନେଇଛି ନ୍ୟୁଜିଲ୍ୟାଣ୍ଡ। ବୁଧବାର ଏଠାକାର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାକୁ କେନ ୱିଲିୟମସନଙ୍କ...

Advertisement
Archives

Model This Week