ଟ୍ୟୁମର ସେଲ୍‌ ନଷ୍ଟ କରିବ ସାଇଟୋଫୋନ୍‌

ଯନ୍ତ୍ରର ନାଁ ସାଇଟୋଫୋନ୍‌। ଆମେରିକାର ଅର୍କାନସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହାକୁ ପ୍ରସ୍ତୁତ କରିଛନ୍ତି। ଶରୀରରେ ଟ୍ୟୁମର ସେଲ୍‌ ବ୍ୟାପିବାରେ ଏହା ବାଧା ଦେଉଛି। ଏମିତି କି ସେଲ୍‌କୁ ନଷ୍ଟ କରିପାରୁଛି। ରକ୍ତରେ ଟ୍ୟୁମର ସେଲ୍‌କୁ ଠାବ କରାଯିବା ପାଇଁ ଏବେ ବ୍ୟବହାର କରାଯାଉଥିବା ପଦ୍ଧତିଠାରୁ ଏହା ହଜାରେ ଗୁଣ ସେନ୍‌ସିଟିଭ। ତ୍ୱଚାରେ ଟ୍ୟୁମର ସେଲ୍‌ର ପ୍ରଥମ ଅବସ୍ଥାରେ ଯେତେବେଳେ ତାହାକୁ ଜାଣିବା ସମ୍ଭବ ହୋଇପାରେନି , ସେହି ଅବସ୍ଥାରେ ତାକୁ ସାଇଟୋଫୋନ୍‌ ଜାଣିପାରି ନଷ୍ଟ କରିଦେଉଛି। ନଷ୍ଟ କରିବା ସମୟରେ ପାଖରେ ରହିଥିବା ରକ୍ତକୋଷିକାର କିଛି କ୍ଷତି କରୁନାହିଁ। ଏସମ୍ପର୍କିତ ତଥ୍ୟ ଜର୍ନାଲ ସାଇନ୍ସ ଟ୍ରାନ୍ସଲେଶ୍‌ନାଲ ମେଡିସିନରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହିତାହିତଜ୍ଞାନ ଭୁଲିବା ପରେ କାଉ କରୁଛି ଏପରି, ଭିଡିଓ ଭାଇରାଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ମିଳିତ ସୁରକ୍ଷାକର୍ମୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ୨୪ ଆତଙ୍କବାଦୀ ନିହତ

କାବୁଲ୍‌,୨୦।୭: ଆଫଗାନିସ୍ତାନରେ ମିଳିତ ସୁରକ୍ଷାକର୍ମୀଙ୍କ କ୍ଷେପଣାସ୍ତ୍ର ଆକ୍ରମଣରେ ୨୪ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୭ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଉରୁଜଗନ୍‌ଠାରେ ଥିବା...

କରୋନା ପାଇଁ ବୋନସ୍‌

ନ୍ୟୁୟର୍କ: କରୋନାରୁ ରକ୍ଷାପାଇବା ପାଇଁ ଘରେ କାମ କଲେ ମିଳିବ ବୋନସ୍‌ । ବିଭିନ୍ନ ଦେଶରେ ଏବେ କେତେକ କମ୍ପାନୀ ଏପରି ଅଫର ଦେଉଛନ୍ତି। ଏବେ...

ରାବି ନଦୀ ପ୍ରଦୂଷଣର ଶୀର୍ଷରେ, ୨୦୨୨ ପ୍ରଦୂଷିତ ନଦୀ ତାଲିକା…

ଲାହୋର,୧୭।୨ : ପାକିସ୍ତାନର ରାବି ନଦୀ ପୃଥିବୀର ସର୍ବାଧିକ ପ୍ରଦୂଷିତ। ୨୦୨୨ ପ୍ରଦୂଷିତ ନଦୀ ତାଲିକାରେ ରାବି ନଦୀ ଶୀର୍ଷରେ ରହିଛି। ରାବି ନଦୀର ପାଣିରେ...

ବଢିପାରେ ଇମ୍ରାନଙ୍କ ଚିନ୍ତା: ପୁଣି ଫେରିପାରନ୍ତି ପରଭେଜ

ଇସ୍‌ଲାମାବାଦ,୪।୧୦: ପାକିସ୍ତାନ ରାଜନୀତି ଏବେ ସରଗରମ ରହିଛି। ଦେଶ ଆର୍ଥିକ ସଙ୍କଟର ସାମ୍ନା କରୁଥିବା ବେଳେ ଇମ୍ରାନ ସରକାରଙ୍କ ଉପରେ ଲୋକଙ୍କ ଆସ୍ଥା ଏକ ପ୍ରକାର...

କରୋନା ସହ ଲଢ଼େଇରେ ହାରିଗଲେ ମୁମ୍ବାଇ ଆକ୍ରମଣରେ ଲୋକଙ୍କ ଜୀବନ ବଞ୍ଚାଇଥିବା ଏହି ଅଫିସର

୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ହିରୋ ପାଲଟିଥିଲେ ଏସ୍‌ଆଇ ଆଜମ ପଟେଲ। ଆତଙ୍କବାଦୀମାନଙ୍କଠାରୁ ଲୋକମାନଙ୍କୁ ବଞ୍ଚାଇବା ଲଢ଼େଇ ସେ ଜିତିଯାଇଥିଲେ ହେଁ କରୋନା...

ଚାଇନାର ଆଣବିକ ଅସ୍ତ୍ର ଦେଖି ଆମେରିକା ଛାନିଆ

ଓ୍ବାଶିଂଟନ,୭ା୧: ଆମେରିକା ପ୍ରତିରକ୍ଷା ବିଭାଗର ଏକ ରିପୋର୍ଟରେ କୁହାଯାଇଛି, ଚାଇନା ଆଣବିକ ଅସ୍ତ୍ରକୁ ଖୁବ୍‌ ଶୀଘ୍ର ବଢ଼ାଇ ଦେଇଛି। ଏନେଇ ଆମେରିକା ଚିନ୍ତାରେ ପଡ଼ିଛି। ତେବେ...

ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…

ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍‌-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ...

Advertisement
Archives

Model This Week